ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନ ଙ୍କୁ ଆମେ ମାନେ ଅଭିନୟ ଦୁନିଆ ରେ ଦେଖିବା ସହ ସୋସିଆଲ ମିଡ଼ିଆ ରେ ମଧ୍ୟ ଦେଖିବାକୁ ମିଳିଥାଏ । ପ୍ରାୟତ ଅଭିନେତା ମାନେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଥାଆନ୍ତି ଓ ବେଳେ ବେଳେ କିଛି ଦୃଶ୍ୟ କୁଣେଇ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରହି ଥାଆନ୍ତି ।
ବର୍ତ୍ତମାନ୍ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଜଣେ ଲୋକ ପ୍ରିୟ ଅଭିନେତା ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଆଜି ଆମେ ସେହି ବିଷୟ ରେ ଜାଣିବା । ତାହେଲେ ବନ୍ଧୁଗଣ ଏହି ଅଭିନେତା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ସବ୍ୟସଚି , ଗତକାଲି ସବ୍ୟ ଙ୍କ ଜନ୍ମ ଦିନ ହୋଇଥିଲା ଓ ଏହି ଜନ୍ମ ଦିନ ଟି କୁ ସବ୍ୟ କେମିତି ପାଳନ କରିଛନ୍ତି ତାହା ଆଜି ଆମେ ଜାଣିବା ।
ଆପଣ ମାନେ ଅଭିନେତା ସବ୍ୟସଚି ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ି ର ଅଭିନେତା ଭାବେ ସେ ବେଶ୍ ପରିଚିତ । ଆପଣ ମାନେ ନିଶ୍ଚୟ ଅଭିନେତା ସବ୍ୟ ଙ୍କ ଅଭିନୟ ବହୁ ସାରା ଚଳଚ୍ଚିତ୍ର ରେ ଦେଖିଥିବେ । ଏହି ଜବରଦସ୍ତ ଅଭିନୟ ପାଇଁ ସେ ବେଶ୍ ଲୋକ ପରିଚିତ ହେବା ସହ ଓଡ଼ିଶା ର ଘର୍ ଘରେ ପରିଚିତ ହୋଇ ପାରିଥିଲେ ।
ବର୍ତ୍ତମାନ୍ ସମୟ ରେ ଆପଣ ମାନେ କିଛି ପୁରୁଣା ଆଲବମ୍ ଗୀତ ରେ ସବ୍ୟସଚି ଙ୍କ ଜବରଦସ୍ତ ନାଚ ଦେଖିଥିବେ । ଆପଣ ମାନେ ଜାଣିଥିବେ ଯେ ଅଭିନେତା ସବ୍ୟସଚି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କୁ ବିବାହ କରିଥିଲେ । ଉଭୟ ସୁଟିଂ ସେଟ ରୁ ପରଷ୍ପର କୁ ଭଲ ପାଇ ବିବାହ କରିଛନ୍ତି ଓ ବର୍ତ୍ତମାନ୍ ସମୟ ରେ ଉଭୟ ଙ୍କ ବୈବାହିକ ଜୀବନ ରେ ବେଶ୍ ଖୁସି ରେ ରହିବା ସହ ଉଭୟ ଏକାଠି ଅନେକ ସ୍ଥାନ ବୁଲିବା ପାଇଁ ଯାଉଛନ୍ତି ।
ସବ୍ୟସଚି ଏବଂ ଅର୍ଚ୍ଚିତା ଉଭୟ ଏକାଠି ହୋଇ ବହୁ ସାରା ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି ଓ ଦର୍ଶକ ମାନେ ମଧ୍ୟ ଉଭୟ ଙ୍କୁ ଓ ତାଙ୍କ ଅଭିନୟ କୁ ବହୁତ୍ ସାରା ପସନ୍ଦ କରୁଛନ୍ତି । ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡି ଭାବେ ବେଶ୍ ପରିଚିତ । ତାହେଲେ ଗତକାଲି ଅଭିନେତା ସବ୍ୟ ଙ୍କ ଜନ୍ମ ଦିନ ହୋଇଥିଲା ।
ଏହି ଜନ୍ମ ଦିନ ଅବସର ରେ ସବ୍ୟସଚି ନିଜ ପତ୍ନୀ ଅର୍ଚ୍ଚିତା ସାହୁ ଏବଂ ନିଜ ପରିବାର ଲୋକ ଙ୍କ ସହ ନିଜ ଜନ୍ମ ଟି କୁ ବେଶ୍ ଧୁମ୍ ଧାମରେ ପାଳନ କରିଛନ୍ତି ଓ ଏହି ଜନ୍ମ ଦିନ ପାଳନ କରୁ ଥିବାର ଦୃଶ୍ୟ ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।