ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା ସବୁ ଅଭିନେତା ଓ ଅଭିନେତ୍ରୀ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ସାରା ସିନେମା ଓ ଧାରାବାହିକ ରେ ଅଭିନୟ କରଥାନ୍ତି ଅଭିନେତା ଓ ଅଭିନେତ୍ରୀ ମାନେ ଓ ତାଙ୍କ ଅଭିନୟ ଦେଖିବାକୁ ସବୁ ଦର୍ଶକ ମାନେ ମଧ୍ୟ ବହୁତ ପସନ୍ଦ ମଧ୍ୟ କରିଥାନ୍ତି ।
ଓଡ଼ିଆ ସିନେମା ହେଉ କି ସିରିଏଲ କୁ ନୂଆ ନୂଆ ହିରୋଇନ ଓ ହିରୋ ମାନେ ଏଣ୍ଟ୍ରି କରିଛନ୍ତି । ତେବେ ଆପଣ ମାନେ ଅଭିନେତ୍ରୀ ସାରା ଓ ଅଭିନେତା ସାଇ ଙ୍କ ବିଷୟ ରେ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ଅଭିନେତ୍ରୀ ସାରା ବହୁତ ସିରିଏଲ ରେ ଅଭିନୟ କରିଥିବାର ନଜର ରେ ଆସିଛନ୍ତି ତାଙ୍କ ଦମଦାର ଅଭିନୟ ପାଇଁ ତାଙ୍କୁ ସବୁ ଦର୍ଶକ ମାନେ ବହୁତ ପସନ୍ଦ କରି ଥାନ୍ତି ।
ସେ ସୁନ୍ଦର ଅଭିନୟ କରି ସାରା ଓଡିଶା ବାସୀ ଙ୍କ ଲୋକପ୍ରିୟ ହେବା ସହ ସେ ଖୁବ ଲୋକ ପରିଚିତ ଅଛନ୍ତି । କେବଳ ସାରା ନୁହନ୍ତି ସାଇ ମଧ୍ୟ ସିରିଏଲ ରେ ଅଭିନୟ କରି ଥିବାର ନଜର ରେ ଆସିଛନ୍ତି । ସାଇ ଏ ପର୍ଯ୍ୟନ୍ତ 2 ଟା ସିରିଏଲ କରିଛନ୍ତି ତାଙ୍କ ର ପ୍ରଥମ ସିରିଏଲ ହେଉଛି କୁଆଁରି ବୋହୁ ଆଉ ତାପରେ ସେ ସର୍ବଜିତା ଅନୁ ସିରିଏଲ ରେ ସାଇ ଭୂମିକା ରେ ନଜର ରେ ଆସିଥିଲେ ।
ସେ କୁଆଁରି ବୋହୁ ସିରିଏଲ ରେ ସେ ସାଇ ଭୂମିକା ରେ ଥିଲେ ଆଉ ସେହି ସିରିଏଲ ଲିଡ୍ ନାୟକ ଭାବରେ ଅଭିନୟ କରୁଥିବାର ନଜର ରେ ଆସିଥିଲେ ଆଉ ତାଙ୍କ ଅଭିନୟ ସେହି ସିରିଏଲ ରୁ ହିଁ ତାଙ୍କୁ ଦର୍ଶକ ମାନେ ପସନ୍ଦ କରିବାର ଆରମ୍ଭ କରିଥିଲେ । ପରେ ସେ ସର୍ବଜିତା ଅନୁ ସିରିଏଲ ରେ ଅଭିନୟ କରିଥିଲେ କିନ୍ତୁ କିଛି ବ୍ୟକ୍ତିଗତ କାରଣ ପାଇଁ ସେହି ସିରିଏଲ ଟିକୁ ଛାଡି ଦେଇଥିଲେ ।
ବହୁତ ଦିନ ପରେ ଏବେ ସାଇ ଓ ସାରା ଫୁଣି ଥରେ ନଜର ରେ ଆସିଛନ୍ତି । ଏବେ ସାରା ଓ ସାଇ ବିବାହ ବନ୍ଧନ ରେ ବାନ୍ଧି ହୋଇ ସାରିଛନ୍ତି । ଆଉ ଏହା ର ଫୋଟ ସବୁ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେଉଛି । ତାହା ସହ ସାରା ଓ ତାଙ୍କ ରି ପୁରା ପରିବାର ଆରେଡି ଯାଇଛନ୍ତି ବୁଲି । ଆଉ ସେଠାରେ ବହୁତ ଏଞ୍ଜଏ ମଧ୍ୟ କରୁଥିବାର୍ ନଜର ରେ ଆସିଛନ୍ତି । ଏହି କାରଣ ରୁ ତାଙ୍କ ର ସବୁ ପ୍ରସଂସକ ମାନଙ୍କ ର ଖୁସି ରେ ବହୁତ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।