ଦର୍ଶକ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଅନେକ କିଛି ପରିବର୍ତ୍ତନ ଦିନ କୁ ଦିନ ହୋଇଛି , କାରଣ ପରିବର୍ତ୍ତନ ରେ ଉନ୍ନତି ଥାଏ । ସବୁକ୍ଷେତ୍ର ରେ ପରିବର୍ତନ ଥାଏ ଯାହାକି ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ବନ୍ଧୁଗଣ ଯେମିତି କି ବର୍ତ୍ତମାନ୍ ସମୟ ର ଜି ସାର୍ଥକ ଟିଭି ପୂର୍ବ ରୁ ସାର୍ଥକ ଟିଭି ନାମ ରେ ବେଶ୍ ଲୋକ ପ୍ରିୟ ହୋଇ ପାରିଥିଲା ।
କେବଳ ନାମ ଟି ପରିବର୍ତ୍ତନ ହୋଇଛି କିନ୍ତୁ ଲୋକ ମାନଙ୍କ ମନୋରଞ୍ଜନ କରାଇବା ପାଇଁ ପୂର୍ବ ରୁ ଯେମିତି ଧାରାବାହିକ ପ୍ରସ୍ତୁତ ହେଉଥିଲା ବର୍ତ୍ତମାନ୍ ସମୟ ରେ ମଧ୍ୟ ସେହିଭଳି ଭାବେ ଧାରାବାହିକ ପ୍ରସ୍ତୁତ ହେଉଛି । ବନ୍ଧୁଗଣ ଆଜି ଆମେ ସାର୍ଥକ ଟିଭି ଅତୀତ ନାମ ନେବା ର କାରଣ ହେଲା ଯେ ଆଜି ବିଷୟ , ହଁ ବନ୍ଧୁ ଆଜି ଆଜି ଆମେ ଏମିତି ଜଣେ ଅଭିନେତା ଙ୍କ ବିଷୟ ରେ ଜାଣିବା ଯିଏ କି ସାର୍ଥକ ଟିଭି ରେ ପ୍ରଥମ ଥର ପାଇଁ ଏକ ଧାରାବାହିକ ରେ ନଜର ଆସିଥିଲେ ।
ନିଜ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ହୋଇ ପାରିଥିଲେ , ଏହି ଅଭିନେତା ଜଣକ ହେଉଛନ୍ତି ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ପରି ର ମୂଖ୍ୟଅଭିନେତା ଆକାଶ । ଆଜି ଆମେ ଆକାଶ ଙ୍କ ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ , ଆପଣ ମାନେ ଏହି ପରି ଧାରାବାହିକ ଟି କୁ ବେଶ୍ ଭଲ ଭାବରେ ଦେଖିଥିବେ ।
ଏହି ଧାରାବାହିକ ରେ ଅଭିନୟ କରିଥିବା ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଧାରାବାହିକ ରେ ମୁଖ୍ୟ ଅଭିନେତା ଚରିତ୍ର ରେ ଆକାଶ ନଜର ଆସୁଥିବା ସମୟ ରେ ମୁଖ୍ୟ ଅଭିନେତ୍ରୀ ଚରିତ୍ର ରେ ପରି ନଜର ଆସୁଥିଲେ । ଉଭୟ ଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ୍ ସାରା ଭଲ ପାଇବା ଦେଇଥିଲେ ।
ଉଭୟ ହେଉଛନ୍ତି ଧାରାବାହିକ ଜଗତ ର ଲୋକ ପ୍ରିୟ ଯୋଡ଼ି । ଉଭୟ ଙ୍କ ଜବରଦସ୍ତ ଅଭିନୟ ପାଇଁ ଏହି ଧାରାବାହିକ ଟି ବେଶ୍ ଲୋକ ପରିଚିତ ହେବା ସହ ବର୍ତ୍ତମାନ୍ ସମୟ ରେ ମଧ୍ୟ ଦର୍ଶକ ମାନେ ଏହି ଧାରାବାହିକ ଟି କୁ ମନେ ରଖିଛନ୍ତି । ଏହି ଧାରାବାହିକ ଟି ସରିବା ର ଅନେକ ଦିନ ହୋଇ ଯାଇଛି । ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଅଭିନେତା ଆକାଶ ଙ୍କୁ ନେଇ ଆସି ଯାଇଛି ଏକ ବଡ ଖବର
ହଁ ବନ୍ଧୁ ଅଭିନେତା ଆକାଶ ଯାହାଙ୍କ ପ୍ରକୃତ ନାମ ହେଉଛି ଅନୁଭବ ପୃଷ୍ଟି , ଏହି ଅଭିନେତା ଙ୍କ ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ଟି ହେଉଛି ଆକାଶ ବାହାଘର ଭିଡିଓ , ପ୍ରକୃତ ଜୀବନ ବା ବାସ୍ତବିକ ଜୀବନ ରେ ଆକାଶ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଓ ତାଙ୍କ ବିବାହ ଘର୍ ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଓ ତାଙ୍କ ପତ୍ନୀ ମଧ୍ୟ ଦେଖିବାକୁ ବହୁତ୍ ସୁନ୍ଦର୍ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।