ବନ୍ଧୁଗଣ ସୋସିଆଲ ମିଡ଼ିଆ ଦ୍ବାରା କୌଣସି ଭିଡିଓ ବହୁତ କମ ସମୟ ରେ ଭାଇରାଲ ହେବାକୁ ଲାଗୁଚି କାରଣ ଲୋକ ମାନେ ଟିଭି ନ୍ୟୁଜ ପେପର ପଢିବା ପାଇଁ ସମୟ ନଥିଲେ ମଧ୍ୟ ସମସ୍ତେ ହାତ ରେ ସ୍ମାର୍ଟ ଫୋନ । ଆଉ ସମସ୍ତ ଙ୍କ ପାଇଁ ସମୟ ଥାଉ କି ନଥାଉ କିନ୍ତୁ ନିଜ ମୋବାଇଲ ସହ ସମୟ ବିତେଇବା ସମସ୍ତ ଙ୍କୁ ଜଣା । ତାପରେ ବହୁତ ଛୋଟ ବଡ଼ ଭିଡିଓ କରି ସୋସିଆଲ୍ ମିଡ଼ିଆ ଭାଇରାଲ ହେଉଛି । ଆପଣ ମାନେ ଜାଣିଥିବେ ଆଜି ଜେନରେସନ୍ ବହୁତ ଆଗକୁ ଗଲାଣି ମଣିଷ ଯାଇ ମଙ୍ଗଳ ଗ୍ରହ ରେ ରହିବା ର ଉପାୟ କଲେଣି କିନ୍ତୁ ଆଜି ବି ଅଛି ପୁରୁଣା ବାଛ ବିଚାର ।
ଆଉ ଆଜି ବି ଅଛି ଛୁଆଁ ଅଛୁଆଁ । ଆଜି ବି ସେ ମାନବ ସମାଜ ରେ ସେହି ମାନବକିତା ନାହିଁ ଆଜି ଯାଇଛି ବିବେକ । ଆଜି ଆମେ ଏହି ବିଷୟ ରେ କହିବାକୁ ଯାଉଛୁ ଯାହାକୁ ଜାଣିଲେ ଆପଣ ମାନେ ବି ଭାବିବେ ଏ ସବୁ ଠିକ ନା ଭୁଲ । ଯଦି ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ଚାହୁଁଛନ୍ତି ତାହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ । ତେବେ ଯାଇ ଆପଣ ମାନେ ସଠିକ ବିବରଣୀ ଟି ଜାଣି ପାରିବେ ।
ଜଣେ ମହିଳା ଅଭିଯୋଗ କରିଛନ୍ତି କି ତାଙ୍କ ଉପରେ ଅନ୍ୟାୟ ହୋଇଛି । ତାଙ୍କ ସ୍ବାମି ଙ୍କୁ ବା-ଡେ-ଇ-ଛ-ନ୍ତି ଓ ତାଙ୍କ ଛୋଟ ଛୁଆ କୁ ବି ଛାଡି ନାହାନ୍ତି ତାଙ୍କୁ ବି ବହୁତ ମା-ଡ଼ ମାରିଛନ୍ତି । ଏହି ମହିଳା ଓ ତାଙ୍କ ସ୍ବାମି ଯାତ୍ରା ରେ ପାର୍ଟି ରେ କାମ କରନ୍ତି । ଆଉ ତାଙ୍କୁ କୁହାଗଲା ସେଠାରେ ଖାଇବା ଦିଆ ଯାଉଛି ସେଠାରେ ଯାଇ ଖାଇବା ପାଇଁ । ଆଉ ସେ ସେଠାକୁ ଗଲେ ସେଠାରେ ଗଲା ପରେ ସେଠାରେ କେହି ନାହାନ୍ତି ଆଉ ତାଙ୍କ୍ ଛୋଟ ଛୁଆ ଭୋକ ଲାଗୁଥିଲା ତେଣୁ ସେ ସେଠାକୁ ଯାଇ ନିଜେ ବାଢ଼ି ଖାଇଲେ ।
ତେଣୁ ସମସ୍ତେ ଯେତେବେଳେ ଦେଖିଲେ କି ସେ ନିଜେ ବାଢି ଖାଉ ଛନ୍ତି । ତାଙ୍କୁ ଯାତ୍ରୀ ପାର୍ଟି ମ୍ୟାନେଜର୍ ତାଙ୍କୁ ରାଗି ଥିଲେ ଆଉ କହିଲେ କି ସେ ଛୋଟ ଜାତି ର ସେ ଖାଇବା କାହିଁକି ଛୁଇଁ ଲେ ଏବେ ସେ ଖାଇବା ଛୁଆଁ ହୋଇ ଗଲା । ଏମେତି କହି ବହୁତ ଗା-ଳି କଲେ ପରେ ସେ ମହିଳା ପ୍ରତିବାଦ କରିବାରୁ ଯାତ୍ରା ପାର୍ଟି କହିଲେ ତା ସ୍ବାମି କୁ ଟ୍ରକ ମ-ଡେ-ଇ ଦେବେ ଆଉ ତା କୁ ନେଇ ରଖିବେ ।
ତାହା ସହ ତାଙ୍କ ସ୍ବାମି କୁ ବହୁତ ବାଡେଇ ଛନ୍ତି ଯାହାର କି ବହୁତ କ୍ଷତ ଚିହ୍ନ୍ ଅଛି ଆଉ ତା ସହ ସେ ଛୋଟ ପିଲା ଟିକୁ ବି ଛାଡି ଯେ ନିଜେ ଭଲ ରେ ଚାଲିବା ଶିଖିନି ତାକୁ ମଧ୍ୟ ବହୁତ ବାଡେଇ ଛନ୍ତି ସେଥି ପାଇଁ ସେହି ମହିଳା ଜଣକ ଅଭିଯୋଗ କରିଛନ୍ତି ନ୍ୟାୟ ପାଇବା ପାଇଁ । ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।