ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଯଲିଉଡ ଇଣ୍ଡଷ୍ଟ୍ରି ସମସ୍ତ ଙ୍କ ପ୍ରିୟ ହୋଇ ପାରିଛି । ବନ୍ଧୁଗଣ ଆପଣ ମାନେ ଏହି ଯାତ୍ରା ଜଗତ ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଓଡିଆ ଇଣ୍ଡଷ୍ଟ୍ରି ରୁ ଅନେକ ଅଭିନେତା ଓ ଅଭିନେତ୍ରୀ ମାନେ ଯାତ୍ରା ଜଗତ ରେ ପ୍ରବେଶ କରୁଛନ୍ତି ।
ଯାତ୍ରା ଜଗତ ର ଆପଣ ମାନେ କିଛି ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆମର ଏହି ପେଜ ମାଧ୍ୟମ ରେ ସେହିଭଳି ଜଣେ ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା , ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଲିଙ୍କନ , ଅଭିନେତ୍ରୀ ଜଣକ ପାର୍ବତୀ ଗଣନାଟ୍ୟ ର ମୁଖ୍ୟ ନାୟିକା ।
ପାର୍ବତୀ ଗଣନାଟ୍ୟ ର ନାଟକ ରେ ସେ ଉଭୟ ଚରିତ୍ର ରେ ନଜର ଆସନ୍ତି କେତେବେଳେ ନେ-ଗେ-ଟି-ଭ ତ୍ ଆଉ କେତେବେଳେ ନାୟିକା । ସୁପର ହିଟ ନାଟକ ବାପା ଯାଇଛନ୍ତି ପୁରୀ ରେ ଏହି ଅଭିନେତ୍ରୀ ଜଣକ ପିହୁ ଚରିତ୍ର ରେ ନଜର ଆସୁଛନ୍ତି । ଏହି ଅଭିନେତ୍ରୀ ନେଗେଟିଭ ଓ ପଯିଟିଭ ଚରିତ୍ର ରେ ଅଭିନୟ କରିବାକୁ ବେଶ୍ ଭଲ ପାଇ ଥାଆନ୍ତି । ଏହା ପୂର୍ବ ରୁ ସେ ରଙ୍ଗ ମହଲ ରେ କାମ କରୁଥିଲେ ଓ ବର୍ତ୍ତମାନ୍ ସମୟ ରେ
ଏହା ପୂର୍ବ ରୁ ସେ ଓଡ଼ିଶୀ ନୃତ୍ୟ କରୁ ଥିଲେ , ଏହି ଅଭିନେତ୍ରୀ ଙ୍କ ବାପା, ଦାଦା ମାନେ ସମସ୍ତେ ହେଉଛନ୍ତି ଜଣେ ଲେଖାଏଁ ସରକାରୀ କର୍ମଚାରୀ । ଏହି ଅଭିନେତ୍ରୀ ଗ୍ରାଯୁଏସନ୍ ସମ୍ପୂର୍ଣ କରିବା ପରେ journalism କରି ଛନ୍ତି । ବର୍ତ୍ତମାନ୍ ସମୟ ରେ ସେ ଏକ ସାକ୍ଷାତକାର ରେ ଆସି ଯାତ୍ରା ଜଗତ ର ଅନୁଭୂତି କୁ କହିଛନ୍ତି ।
ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଏହି ଅଭିନେତ୍ରୀ ଜଣକ ପାର୍ବତୀ ଗଣନାଟ୍ୟ ରେ ନିଜ ଅଭିନୟ କରି ରଖିଛନ୍ତି । ଏହି ଅଭିନେତ୍ରୀ ଜଣକ journalism କରିବା ପରେ ଯାତ୍ରା ଜଗତ ରେ ଅଭିନୟ କରିବାକୁ ବେଶ୍ ପସନ୍ଦ କରିଥିଲେ ଓ ସେଥିପାଇଁ ରଙ୍ଗ ମହଲ ରେ ନିଜ ଅଭିନୟ କରିବା ପୂର୍ବ ରୁ ସେ ଅଡିସନ୍ ଦେଇଥିଲେ।
ଏହି ଅଡ଼ିଷନ ରେ ସେ ସଫଳ ହେବା ପରେ ରଙ୍ଗ ମହଲ ରେ ନାୟିକା ଚରିତ୍ର ରେ ଅଭିନୟ କରି ଥିଲେ ଓ ଚଳିତ ବର୍ଷ ସେ ପାର୍ବତୀ ଗଣନାଟ୍ୟ ରେ ଉଭୟ ନେଗେଟିଭ ଚରିତ୍ର ଓ ପଜିଟିଭ ଚରିତ୍ର ରେ ନଜର ଆସୁଛନ୍ତି , ଆପଣ ମାନେ ଏହି ଅଭିନେତ୍ରୀ ଅଭିନୟ ନିଶ୍ଚୟ ଦେଖିବାକୁ ପାଉ ଥିବେ ପାର୍ବତୀ ଗଣନାଟ୍ୟ ରେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।