Breaking News

ପିଣ୍ଟୁଙ୍କୁ ଶେଷ ଦର୍ଶନ ଦେଖି ଭୋ ଭୋ ହୋଇ କାନ୍ଦିଲେ ବାପା ମା … ଦେଖନ୍ତୁ

ହାଇଦ୍ରାବାଦ୍ ୟଶୋଦା ହସ୍ପିଟାଲ୍ ରେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ମୃତ୍ୟୁ ଘଟିଛି । ଦୀର୍ଘ ଦିନ ଧରି ଅଭିନେତା ପିଣ୍ଟୁ ନନ୍ଦ ଲିଭର ସିରୋସିସ୍ ରୋଗ ରେ ପୀଡିତ ଥିଲେ । ଆଉ ଲିଭର ଡୋନର୍ ନ ମିଳିବା କାରଣରୁ ତାଙ୍କର ଅପରେସନ୍ ହୋଇ ପାରି ନଥିଲା । ଯାହା ଫଳରେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ମୃତ୍ୟୁ ହୋଇଥିଲା । ହାଇଦ୍ରାବାଦ୍ ରୁ ତାଙ୍କୁ ତାଙ୍କ ଘରକୁ ଅଣା ଯାଇଛି । ଆଉ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ କୁ ଦେଖି ତାଙ୍କ ବାପା ମାଆ ଭୋ ଭୋ ହୋଇ କାନ୍ଦି ଉଠିଛନ୍ତି ।

ସମସ୍ତେ ବିଶ୍ୱାସ ବାନ୍ଧି ଅପେକ୍ଷା କରି ରହିଥିଲେ । ଅଭିନେତା ପିଣ୍ଟୁ ନନ୍ଦ ଭଲ ହୋଇ ତାଙ୍କ ବାପା ମାଆ ଙ୍କ ପାଖକୁ ଫେରି ଆସିବେ ।ହେଲେ ସେ ଅପେକ୍ଷା ଆଜି ବହୁତ୍ କଷ୍ଟ ଦାୟକ ସାଜିଛି। ସେ ଫେରି ଆସିଛନ୍ତି ସତ ହେଲେ ତାଙ୍କୁ ଦେଖିବା ମାତ୍ରେ କାହା ଆଖିରେ ଲୁହ ରହୁନାହିଁ । ଜନ୍ମ ଦେଇଥିବା ବାପା ମାଆ ଙ୍କୁ କଷ୍ଟ ଦେଇ ଆଜି ଅଭିନେତା ପିଣ୍ଟୁ ନନ୍ଦ ସବୁଦିନ ପାଇଁ ଛାଡ଼ି ଚାଲି ଯାଇଛନ୍ତି। ତାଙ୍କ ବାପା ତାଙ୍କୁ ଶେଷ ଦେଖା କରିବା ସମୟରେ ବହୁତ୍ କାନ୍ଦୁଛନ୍ତି ।

ସବୁ ବାପା ମାଆ ଚାହାଁନ୍ତି ତାଙ୍କ ଶେଷ ସମୟରେ ତାଙ୍କ ପୁଅ ତାଙ୍କର ସାହାରା ହେଉ । ବୁଢ଼ା ବୟସରେ ହାତ ଧରି ବାଟ କଢ଼େଇ ନେଉ । ହେଲେ ତାଙ୍କ ସ୍ବପ୍ନ ସବୁ ଅଧୁରା ରହିଗଲା । ଅଭିନେତା ପିଣ୍ଟୁ ନନ୍ଦ ଙ୍କ ର ମାଆ ପୁଅ କୁ ଶେଷ ଥର ପାଇଁ ଦେଖି ବାହୁନି ବାହୁନି କାନ୍ଦୁଛନ୍ତି । ଜନ୍ମ ଦେଇଛନ୍ତି ସେ ଏଇ କଷ୍ଟ ତାଙ୍କ ଠୁ ଅଧିକ ଆଉ କିଏ ବା ବୁଝି ପାରିବ । ନିଜକୁ ବିଶ୍ଵାସ କରି ପାରୁନାହାନ୍ତି ଯେ ତାଙ୍କର ଗେହ୍ଲା ପୁଅ ଆଉ ତାଙ୍କୁ କେବେ ହେଲେ ମାଆ ବୋଲି ଡାକିବ ନାହିଁ ।

ସତରେ କେତେ ନିର୍ଦ୍ଦୟ ଏହି ସଂସାର ର ନିୟତି । କେତେ ନିଷ୍ଠୁର ଏ ସତ୍ୟ । ବୁଢ଼ା ବାପା ମାଆ ଙ୍କ ଆଗରୁ ପୁଅ ଚାଲି ଯାଉଛି । ସତରେ ଭଗବାନ୍ ତୁମର ଏ କି ବିଚାର । ଆଜି ଅଭିନେତା ପିଣ୍ଟୁ ନନ୍ଦ ଙ୍କ ମୃତ୍ୟୁ ରେ ସମସ୍ତେ ଧର୍ଯ୍ୟ ହରା ହୋଇ ପଡିଛନ୍ତି । ଓଲିଉଡ଼ ସିନେମା ଜଗତ ଗୋଟିଏ ଉଚ୍ଚ କୋଟୀର କଳାକାର କୁ ହରେଇ ଦେଇଛି । ସମସ୍ତ ଙ୍କ ର ଚେଷ୍ଟା ଆଜି ବିଫଳ ହୋଇ ଯାଇଛି । ଲିଭର ସିରୋସିସ୍ ରୋଗ ରେ ପୀଡିତ ଥିବା ଅଭିନେତା ପିଣ୍ଟୁ ନନ୍ଦ ଆଜି ଆମ ସମସ୍ତଙ୍କୁ ଛାଡ଼ି ଆର ପାରି କୁ ଚାଲି ଯାଇଛନ୍ତି।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *