Breaking News

ପିଣ୍ଟୁଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଏମିତି କହିଲେ ଡାକ୍ତର ,ଯାହାକୁ ଶୁଣି କାନ୍ଦି ପକେଇଲେ ପିଣ୍ଟୁ . …

ପିଣ୍ଟୁ ନନ୍ଦ ଙ୍କ ର ସ୍ବାସ୍ଥ୍ୟ ଅବସ୍ଥା ଅତି ଗୁରୁତର ହୋଇ ପଡିଛି । ଯିଏ ଦିନେ ସୁନ୍ଦର ସୁନ୍ଦର ଡାଇଲଗ କହୁଥିଲା ଆଜି ସେ ଶାନ୍ତ ହୋଇ ପଡିଛି । ଆଖି ରେ ଲୁହ ଆଉ ମନ ରେ ଅନେକ ଅଭିମାନ । ସେ ଲକ୍ଷ ଲକ୍ଷ ଲୋକ ଙ୍କ ଆଗରେ ନିଜ ର ପରିଚୟ୍ ବନେଇ ପାରି ଥିଲେ । ଆଉ ଏବେ ଏଭଳି ଦିନ ଦେଖିବାକୁ ପଡୁଛି । ଯାହାକୁ କେବେବି ଭାବି ନଥିଲେ ପିଣ୍ଟୁ ନନ୍ଦ ।

ଏବେ ଦିଲ୍ଲୀ ରେ ଚିକିତ୍ସିତ୍ ହେବା ସମୟ ରେ ପିଣ୍ଟୂ ନନ୍ଦ ଛଳ ଛଳ ଆଖି ରେ ଅନେକ ଅଭିମାନ ରଖିଛନ୍ତି । ଏମିତି ଜୀବନ ସତ ରେ ଦରକାର ନାହିଁ । କିଏ ତାଙ୍କ ନାଁ ନେଇ ଭିକ ମାଗୁଛି ତ ଆଉ କିଏ ରାଜନୀତି କରୁଛି । ଟଙ୍କା ଆବଶ୍ୟକ ଅଛି ହେଲେ ଏମିତି ତାଙ୍କ ନାମ କୁ ବ୍ୟବହାର କରୁଛନ୍ତି ଯାହା ତାଙ୍କୁ ଜମା ବି ଭଲ ଲାଗୁନି ।

ଏଭଳି ପରିସ୍ଥିତି ରେ ଫୁଣି ପିଣ୍ଟୁ କୁ ଦିଲ୍ଲୀ ଚିକିତ୍ସା କରୁ ଥିବା ଡାକ୍ତର ଏଭଳି କିଛି କହୁଥିଲେ । ଯାହାକି ପିଣ୍ଟୁ ଙ୍କୁ ସ୍ଥାନାନ୍ତରିତ୍ କରା ଯିବ । ସେଠାରେ ଆଉ ସମ୍ଭବ ନୁହଁ । ଏହା ଶୁଣି ଆଖି ଛଳ ଛଳ ହୋଇ ଯାଇଥିଲା ପିଣ୍ଟୁ ନନ୍ଦ ଙ୍କ ର କାନ୍ଦି ପକାଇ ଥିଲେ ପିଣ୍ଟୁ ନନ୍ଦ । ପିଣ୍ଟୁ ନନ୍ଦ ଙ୍କ ର ସ୍ବାସ୍ଥ୍ୟ ଅବସ୍ଥା ଏବେ ଜମା ବି ଭଲ ନାହିଁ ।

ଦିଲ୍ଲୀ ର ଏକ ବେସରକାରି ହସ୍ପିଟାଲ ରେ ଚିକିତ୍ସିତ ହେଉ ଥିବା ପିଣ୍ଟୁ ନନ୍ଦ ଙ୍କୁ ହାଇଦ୍ରାବାଦ ବା ଚେନ୍ନାଇ ସ୍ଥନାନ୍ତର କରା ଯିବ । ଲିଭର୍ ସିରୋସିସ୍ ରେ ପିଡିତ୍ ପିଣ୍ଟୁ ଙ୍କ ର ଲିଭର୍ ଟ୍ରାନ୍ସଫର ହେବା ର ଥିଲା ତେବେ ଏଠି ପାଇଁ କୌଣସି ଡୋନର୍ ମିଳୁ ନାହାନ୍ତି । ସେପଟେ ଅର୍ଥ ର ଅଭାବ ରହିଛି । ଯେତିକି ଆବଶ୍ୟକ ସେତିକି ହୋଇ ପାରିନି ।

ଯାହାକି ପିଣ୍ଟୁ ନନ୍ଦ ଙ୍କ ର ଭାଇ କହିଛନ୍ତି । ତେବେ ଦୀର୍ଘ ବର୍ଷ ହେବ ଓଡ଼ିଆ ସିନେମା ରେ ସକ୍ରିୟ ଅଛନ୍ତି ପିଣ୍ଟୁ ନନ୍ଦ । କେତେବେଳେ ଖଳନାୟକ ତ ଆଉ କେତେବେଳେ ସହ ନାୟକ ଆଉ କେତେବେଳେ ହାସ୍ୟ ଅଭିନେତା ଭାବେ ଦର୍ଶକ ମାନଙ୍କ ପାଖ ରେ ନିଜ ର ସ୍ବତନ୍ତ୍ର ସ୍ଥାନ ବନେଇ ରଖି ଛନ୍ତି । କିନ୍ତୁ ବର୍ତ୍ତମାନ ପରିସ୍ଥିତି କୁ ନେଇ ପିଣ୍ଟୁ ନନ୍ଦ ବହୁତ ଭାଙ୍ଗି ପଡିଛନ୍ତି ଆଉ ଆଖି ଛଳ ଛଳ ହୋଇ ଯାଇଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

“ସାରା ଦୁନିଆର ରକ୍ଷକ ଯିଏ ,ନିଜ ରକ୍ଷା ପାଇଁ ଧାଇଁଛି ସିଏ” କହୁ କହୁ କାନ୍ଦି ପକେଇଲେ ହାଡୁ (Hadu) – ଦେଖନ୍ତୁ ଭିଡିଓ

ଓଡ଼ିଆ ସିନେମା ଜଗତର ହାସ୍ୟ ଅଭିନେତା ହାଡୁ ଙ୍କୁ ତା ଆପଣ ମାନେ ନିଶ୍ଚୟ ଜାଣିଥିବେ । ହାଡୁ ଓଲିଉଡ଼ …

Leave a Reply

Your email address will not be published. Required fields are marked *