Breaking News

ପିଣ୍ଟୁଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଏମିତି କହିଲେ ଡାକ୍ତର ,ଯାହାକୁ ଶୁଣି କାନ୍ଦି ପକେଇଲେ ପିଣ୍ଟୁ . …

ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ଵାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଗୁରୁତର ହୋଇ ପଡ଼ିଛି।ତାଙ୍କ ସ୍ବାସ୍ଥ୍ୟ ଆଗ ଅପେକ୍ଷା ଆହୁରି ସଙ୍କଟାପନ୍ନ ହୋଇ ଯାଇଛି। ଅଭିନେତା ପିଣ୍ଟୁ ନନ୍ଦ ବର୍ତ୍ତମାନ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଚିକତ୍ସିତ ହେଉଛନ୍ତି।ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା କୁ ନେଇ ସେ ବହୁତ୍ ଚିନ୍ତିତ ହୋଇ ପଡିଛନ୍ତି ।ଆଉ ଏମିତି କି ବିରକ୍ତି ହୋଇ କହୁଛନ୍ତି ଯେ ଏମିତି ବଞ୍ଚି ରହିବା ଅପେକ୍ଷା ମରିଯିବା ଭଲ । ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ସାହାଯ୍ୟ କରିବାକୁ ଯାଇ କେହି ଭିକ ମାଗୁଛନ୍ତି ତ କେହି ରାଜନୀତି କଲେଣି।

ଅଭିନେତା ପିଣ୍ଟୁ ନନ୍ଦ ଏ ସବୁ ଜାଣି ଅତ୍ୟନ୍ତ ଦୁଃଖ ପ୍ରକାଶ କରୁଛନ୍ତି।ତାଙ୍କୁ କଷ୍ଟ ହେଉଛି ଯେ ତାଙ୍କର ଆଜି ଏ ଭଳି ପରିସ୍ଥିତି ରେ କିଛି ଲୋକ ରାଜନୀତି କରିବାକୁ ପଛାଉ ନାହାନ୍ତି।ତାଙ୍କୁ ସାହାଯ୍ୟ କରିବା ନାଁ ରେ ଭିକ ମାଗୁଛନ୍ତି।ଅଭିନେତା ପିଣ୍ଟୁ ନନ୍ଦ ଲିଭର ସିରୋସିସ୍ ରୋଗ ରେ ପୀଡିତ ଅଛନ୍ତି।ସେ କେବେ ବି ଭାବି ନଥିଲେ ଯେ ତାଙ୍କୁ ଦିନ ଏ ଭଳି ରୋଗ ହେବ ।ଆଉ ତାଙ୍କ ଅବସ୍ଥା ଏତେ ଶୋଚନୀୟ ହୋଇ ପଡ଼ିବ।

ଅଭିନେତା ପିଣ୍ଟୁ ନନ୍ଦ କିଛି ବର୍ଷା ହେବା ତାଙ୍କ ପରିବାର ଠାରୁ ଦୂରରେ ରହୁଛନ୍ତି ।ଆଉ ତାଙ୍କ ସ୍ତ୍ରୀ ଙ୍କ ସହିତ ତାଙ୍କର ଛାଡ଼ପତ୍ର ମଧ୍ୟ ହୋଇ ଯାଇଛି।ପରିବାର ଠାରୁ ଅଲଗା ରହିବା ଦ୍ୱାରା ତାଙ୍କୁ ବହୁତ୍ କଷ୍ଟ ହେଉଥିଲା ଆଉ କଷ୍ଟ ରୁ ବଞ୍ଚିବାକୁ ଯାଇ ସେ ନିଶା ଗ୍ରସ୍ତ ହୋଇ ପଡ଼ିଥିଲେ।ଅତ୍ୟଧିକ ନିଶା ସେବନ କରିବା ଦ୍ୱାରା ତାଙ୍କ ଲିଭର ନଷ୍ଟ ହୋଇ ଯାଇଛି ।ଆଉ ତାଙ୍କର ଲିଭର ଟ୍ରାନ୍ସ୍ ପ୍ଲାଣ୍ଟ କରାଯିବ ।ସେଥିପାଇଁ ଅତ୍ୟଧିକ ଟଙ୍କା ର ଆବଶ୍ୟକତା ହେଉଛି।

ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ଵାସ୍ଥ୍ୟ ଅବସ୍ଥା ପାଇଁ ସେ ଓଡ଼ିଶା ବାସୀ ଙ୍କୁ ସାହାଯ୍ୟ ମାଗିଛନ୍ତି।ଆଉ କିଛି ସହୃଦୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିଛନ୍ତି ଏବଂ ଓଡ଼ିଆ ସିନେମା ଜଗତର କଳାକାର ମାନେ ମଧ୍ୟ ତାଙ୍କୁ ସାହାଯ୍ୟ କରିଛନ୍ତି ।ତାଙ୍କ ଅପରେସନ ପାଇଁ ପଚାଶ ଲକ୍ଷ ରୁ ଅଧିକ ଟଙ୍କା ଦରକାର ହେଉଛି ।ଆଉ ଏତେ ଟଙ୍କା ଯୋଗାଡ଼ ହୋଇ ପାରିନାହିଁ । ଏବଂ ସେପଟେ ଲିଭର୍ ଡୋନର ମଧ୍ୟ ମିଳୁ ନାହାନ୍ତି। ଏ ଭଳି ପରିସ୍ଥିତିରେ କିଛି ଲୋକ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା କୁ ନେଇ ରାଜନୀତି କରିଛନ୍ତି ।ଯାହାକି ତାଙ୍କୁ ବହୁତ୍ କଷ୍ଟ ଦେଉଛି।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *