ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଲୋକ ପ୍ରିୟ ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ହେବା ସହ ଓଡ଼ିଶା ର ଘର ଘରେ ପରିଚିତ ହୋଇ ପାରିଛନ୍ତି । ସମସ୍ତ ଙ୍କ ମନୋରଞ୍ଜନ କରାଇ ଥିବା ଅଭିନେତା ଜଣକ ଆଜି ଏହି ଦୁନିଆ ରୁ ଦୂରେଇ ହୋଇ ରହିଛନ୍ତି
ବର୍ତ୍ତମାନ ସମୟ ରେ ଏହି ଅଭିନେତା ଜଣକ ମୃତ୍ୟୁ କରିବା ଅନେକ ଦିନ ହୋଇ ଗଲାଣି ତାଙ୍କ ଦ୍ଵାଦଶ କାର୍ଯ୍ୟ ମଧ୍ୟ ସରି ଯାଇଛି । ଅଭିନେତା ପିଣ୍ଟୁ ନନ୍ଦ ଉଚିତ୍ ସମୟ ରେ ଉଚିତ୍ ଚିକିତ୍ସା ନେଇ ଥିଲେ ପିଣ୍ଟୁ ନନ୍ଦ ଆଜି ଆମ ଗହଣ ରେ ଉପସ୍ଥିତ ଥାନ୍ତେ । ମଣିଷ ଆୟୁଷ ଯେତିକି ଦିନ ସେତିକି ଦିନ ସେ ବଞ୍ଚି ଥାଏ । ମୃତ୍ୟୁ କେମିତି ଆସିବ ତାହା କହିବ ଟା ଅସମ୍ଭବ । ବର୍ତ୍ତମାନ ସମୟ ରେ ଯେତେ ଭାବିଲେ ଓ କହିଲେ ତ ପିଣ୍ଟୁ ନନ୍ଦ ଆଉ ଫେରି ଆସିବେ ନାହିଁ ।
ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଠାରୁ ତାଙ୍କ ପତ୍ନୀ ଶିଳ୍ପା ଦୂରେଇ ହୋଇ ଯିବା ପରେ ପିଣ୍ଟୁ ନନ୍ଦ ପତ୍ନୀ ଙ୍କୁ ମନେ ପକାଇ ଦୁଃଖ ରେ ମଦ ପିଇ ପିଇ ତାଙ୍କର ଏହି ଅବସ୍ଥା । ଉଭୟ ପରସ୍ପର ଠାରୁ ଅଲଗା ହେବା ପାଇଁ ସିଗ୍ନେଚର୍ କରିଥିଲେ , ଏହା କେବଳ ଅଭିମାନ ପାଇଁ ଆଉ କିଛି ନୁହେଁ ବାସ୍ତବିକ୍ ଜୀବନ ରେ ପିଣ୍ଟୁ ନନ୍ଦ ଙ୍କୁ ବହୁତ୍ ଭଲ ପାଉଥିଲେ ତାଙ୍କ ପତ୍ନୀ ଶିଳ୍ପା ।
ଯେଉଁ ସମୟ ରେ ପିଣ୍ଟୁ ନନ୍ଦ ବଞ୍ଚି ଥିଲେ ସେହି ସମୟ ରେ ପିଣ୍ଟୁ ନନ୍ଦ ବବି ମିଶ୍ର କୁ ପଚାରି ଥାନ୍ତି ଭାଇ ଶିଳ୍ପା ଆସିବ କି ନାହିଁ । ପାରିବାରିକ କଳହ ସମସ୍ତ ଙ୍କ ଘରେ ଅଛି କିନ୍ତୁ ସେମାନେ କଣ ପାଇଁ ଅଲଗା ହେଲେ ତାହା ବବି ମିଶ୍ର ଜାଣି ନାହାଁନ୍ତି । ପିଣ୍ଟୁ ନନ୍ଦ ଙ୍କ ଠାରୁ ତାଙ୍କ ପତ୍ନୀ ଶିଳ୍ପା ଦୂରେଇ ଯାଇ ଥିଲେ ମଧ୍ୟ ବର୍ତ୍ତମାନ ସମୟ ରେ ଶିଳ୍ପା ପିଣ୍ଟୁ ନନ୍ଦ ଙ୍କୁ ବହୁତ୍ ଭଲ ପାଇ ଥାଏ ।
ଗୋଟିଏ କଥା ପିଣ୍ଟୁ ନନ୍ଦ ଙ୍କ ଇଚ୍ଛା ବାସ୍ତବିକ୍ ହୋଇ ପାରିଲା ନାହିଁ ମନ୍ ରେ ଅବଶୋଷ ରହି ଗଲା ଯେ ଶେଷ ସମୟ ରେ ନିଜ ପତ୍ନୀ ଓ ପିଲା ଙ୍କୁ ଦେଖି ପାରିଲେ ନାହିଁ ଅଭିନେତା ପିଣ୍ଟୁ ନନ୍ଦ । ବର୍ତ୍ତମାନ ସମୟ ରେ ପିଣ୍ଟୁ ନନ୍ଦ ଙ୍କ ପତ୍ନୀ ଶିଳ୍ପା ଙ୍କୁ ଅନେକ ଲୋକ ଅନେକ କିଛି କଥା କହିଛନ୍ତି କିନ୍ତୁ ଶିଳ୍ପା ନିଜ ସ୍ବାମୀ ପିଣ୍ଟୁ ନନ୍ଦ ଙ୍କୁ କେତେ ଭଲ ପାଉ ଛନ୍ତି ତାହା ସେ ନିଜେ ଜାଣିଛନ୍ତି । ଅଭିମାନ ପାଇଁ ସେ ଦୂରେଇ ହୋଇ ରହିଥିଲେ ଆଉ କିଛି ନୁହେଁ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।