Breaking News

ପିଣ୍ଟୁ ନନ୍ଦଙ୍କ ସ୍ତ୍ରୀ ଛାଡପତ୍ର ନେଇସାରିଛନ୍ତି ପୁଣି ତାଙ୍କୁ ଏଭିତରକୁ ଟାଣିବା କଣ ଦରକାର ? : ଦିପ୍ତିରେଖା

ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ଵାସ୍ଥ୍ୟ ଅବସ୍ଥା କୁ ନେଇ ସୋସିଆଲ ମିଡିଆରେ ତାଙ୍କ ସ୍ତ୍ରୀ ଙ୍କୁ ନେଇ ଅନେକ କଥା ଉଠିଛି ଯେ ଯଦି ଆଜି ତାଙ୍କ ପାଖରେ ତାଙ୍କ ସ୍ତ୍ରୀ ଥାଆନ୍ତେ ତାହେଲେ ପିଣ୍ଟୁ ନନ୍ଦ ଆଜି ଭିକ ମାଗି ନଥାନ୍ତେ କି ତାଙ୍କର ଆଜି ଏ ଭଳି ପରିସ୍ଥିତି ହୋଇ ନଥାନ୍ତା।ଗଣ ମାଧ୍ୟମ ର ଏହି ନିଉଜ କୁ ନେଇ ସମାଜ ସେବୀ ଦିପ୍ତିରେଖା ତାଙ୍କର ପ୍ରତିକ୍ରିୟା ରଖିଛନ୍ତି।ସେ କହିଛନ୍ତି ଯେ ସୋସିଆଲ ମିଡିଆ କୁ ଚତୁର୍ଥ ସ୍ତମ୍ବ କୁହାଯାଉଛି।ହେଲେ ବର୍ତ୍ତମାନ ଖାଲି ପବ୍ଲିଶିଟି ପାଇଁ ମିଛ ଖବର କୁ ପ୍ରସାରିତ କରା ଯାଉଛି।

ସେ କହିଛନ୍ତି ଯେ ସୋସିଆଲ ମିଡିଆ ର ମିସ୍ ୟୁଜ କରା ଯାଉଛି।ଆଉ ସମସ୍ତେ ଏଠି ନିଜ ମନ ଇଚ୍ଛା ଖବର ପ୍ରସାରଣ କରୁଛନ୍ତି ।ଜଣେ ନାରୀ ବିଷୟରେ ଖରାପ କହି ପବ୍ଲିଶିଟି ନେବାକୁ ଚାହୁଁଛନ୍ତି କିଛି ସୋସିଆଲ ମିଡ଼ିଆ। ଏଠୀ ପ୍ରଶ୍ନ ଉଠୁଛି ଯେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ବାସ୍ଥ୍ୟ ଅବସ୍ଥା କୁ ନେଇ ତାଙ୍କ ସ୍ତ୍ରୀ ଙ୍କୁ କାହିଁକି ମଝିକୁ ଅଣା ଯାଉଛି ।ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ କେବେ ଠାରୁ ଛାଡ଼ପତ୍ର ନେଇ ଯାଇଛନ୍ତି।ଆଉ ସେ କେଉଁ କାରଣ ପାଇଁ ଛାଡ଼ପତ୍ର ନେଇଛନ୍ତି କଣ ମିଡିଆ ବାଲା ଜାଣିଛନ୍ତି କି ।ଆଉ ଯଦି ଜାଣି ନାହାନ୍ତି ତାହେଲେ ତାଙ୍କୁ କାହିଁକି ମଝିକୁ ଟାଣୁଛନ୍ତି।

ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ ଏବେ କେଉଁ ଅବସ୍ଥା ରେ ଥିବା ଏହି ବିଷୟରେ କେହି ଜାଣି ନାହାଁନ୍ତି।ଆଉ ସେ ନିହାତି କିଛି ଅସୁବିଧା କୁ ନେଇ ଛାଡ଼ପତ୍ର ଦେଇଥିବେ । ପିଣ୍ଟୁ ନନ୍ଦ ତାଙ୍କ ସହିତ ଖରାପ କରିଛନ୍ତି ଯେଉଁ କାରଣ ରୁ ସେ ଛାଡ଼ପତ୍ର ନେଇଛନ୍ତି।ସେ ତାଙ୍କ ସହିତ ଆଉ ଏକାଠି ନାହାନ୍ତି ସେଥିପାଇଁ ଏବେ ତାଙ୍କ ସ୍ତ୍ରୀ ଙ୍କୁ ମଝିକୁ କେବେ ବି ଆଣିବା କଥା ନୁହେଁ।ଆଉ ସେ କହିଛନ୍ତି ଯେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ପାଇଁ ଯାତ୍ରା ଅଭିନେତ୍ରୀ ରାଣୀ ପ୍ରିୟଦର୍ଶିନୀ ଭିକ ମାଗି କି ପଇସା ଦେଇଥିଲେ ।ସେଥିପାଇଁ ମଧ୍ୟ ତାଙ୍କୁ ବହୁତ୍ ଖରାପ୍ କଥା କୁହାଯାଇଛି।

କିଛି ଗଣ ମାଧ୍ୟମ ରେ କୁହା ଯାଇଛି ଯେ ତାଙ୍କୁ ମାଡ଼ ମାରିବା ପାଇଁ ।ଏହି ଖବର କୁ ନେଇ ସମାଜସେବୀ ଦିପ୍ତିରେଖା କହିଛନ୍ତି ଯେ ଖାଲି ପଇସା ପାଇଁ ସୋସିଆଲ ମିଡିଆରେ ମିଛ ଖବର ପ୍ରସାରଣ କରା ଯାଉଛି।ହେଲେ ସେ ଅନୁରୋଧ କରି କହିଛନ୍ତି ଯେ ସୋସିଆଲ ମିଡିଆ କୁ ଲୋକ ମାନେ ଚତୁର୍ଥ ସ୍ତମ୍ବ ବୋଲି ମାନୁଛନ୍ତି ଦୟାକରି ତାର ମିସ୍ ୟୁଜ୍ କରନ୍ତୁ ନାହିଁ।ଆଉ ଗୋଟିଏ ନାରୀ କୁ ସମ୍ମାନ ଦିଅନ୍ତୁ ।ଆଉ ଯଦି ଦେଇ ପାରୁନାହାନ୍ତି ତା ହେଲେ ତା ବିଷୟରେ କିଛି ଖରାପ କଥା କୁହନ୍ତୁ ନାହିଁ କାହିଁକି ନା ସୋସିଆଲ ମିଡିଆରେ ପ୍ରସାରିତ ହେଉଥିବା ଖବର କୁ ସମସ୍ତେ ଦେଖୁଛନ୍ତି।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *