ନିକଟରେ ଓଲିଉଡ଼ ଅଭିନେତା ସ୍ବର୍ଗତ ପିଣ୍ଟୁ ନନ୍ଦ ଙ୍କ ର ଦ୍ବାଦଶ କର୍ମ କରା ଯାଇଥିଲା । ଆଉ ଓଲିଉଡ଼ ସମସ୍ତ କଳାକାର ମାନେ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଦ୍ବାଦଶ କର୍ମ ରେ ଉପସ୍ଥିତ ରହିଥିଲେ । ଓଲିଉଡ଼ ର ଅଭିନେତ୍ରୀ ଜ୍ୟୋତି ମିଶ୍ର ମଧ୍ୟ ଆସିଥିଲେ । ଅଭିନେତ୍ରୀ ଜ୍ୟୋତି ମିଶ୍ର ଏବଂ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ମଧ୍ୟ ରେ ବହୁତ୍ ଭଲ ସମ୍ପର୍କ ରହିଥିଲା।
ଅଭିନୟ ଜୀବନ ଭିତରେ ଦୁହେଁ ଦୁହିଁଙ୍କୁ ବନ୍ଧୁ ର ସମ୍ମାନ ଦେଇଥିଲେ । ଆଉ ବର୍ତ୍ତମାନ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ବିୟୋଗ ରେ ତାଙ୍କ ପରିବାର ପାଖରେ ଠିଆ ହୋଇଛନ୍ତି ଅଭିନେତ୍ରୀ ଜ୍ୟୋତି ମିଶ୍ର। ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ ଏବଂ ପୁଅ କୁ ସାନ୍ତ୍ଵନା ଦେଇଛନ୍ତି ଅଭିନେତ୍ରୀ ଜ୍ୟୋତି ମିଶ୍ର। ଆଉ ତାଙ୍କ ସ୍ତ୍ରୀ ଙ୍କୁ ଏହି ଦୁଃଖ ସମୟରେ ଭାଙ୍ଗି ନ ପଡ଼ିବା କୁ ସାହାସ ଦେଇଛନ୍ତି ।
ଅନେକ କଥା କହି ବୁଝାଇଛନ୍ତି । କୁହାଯାଏ ଯେ ଯିଏ ସୁଖ ଦୁଃଖ ଉଭୟ ରେ ପାଖରେ ଠିଆ ହୋଇଥାଏ ସେ ହେଉଛି ପ୍ରକୃତ ବନ୍ଧୁ। ଆଉ ଆଜି ଜଣେ ପ୍ରକୃତ ବନ୍ଧୁ ଭାବରେ ଅଭିନେତ୍ରୀ ଜ୍ୟୋତି ମିଶ୍ର ଜଣେ ଭଲ ବନ୍ଧୁ ର କର୍ତ୍ତବ୍ୟ କରିଛନ୍ତି । ଏଠି କେହି ସବୁଦିନ ପାଇଁ ରହିବେ ନାହିଁ ସମସ୍ତେ ଦିନେ ନା ଦିନେ ଚାଲିଯିବେ ହେଲେ ସମସ୍ତଙ୍କ ଭିତରେ ଭଲ ପାଇବା ରହିବା ଦରକାର ।
ଯେମିତି କି ଜଣେ ଦୁଃଖରେ ରହିଲେ ଆଉ ଜଣେ ତା ପାଖରେ ଠିଆ ହୋଇ ପାରିବ । ଆଉ ଠିକ୍ ସେମିତି କରିଛନ୍ତି ଅଭିନେତ୍ରୀ ଜ୍ୟୋତି ମିଶ୍ର। ଅଭିନେତା ପିଣ୍ଟୁ ନନ୍ଦ ଏବଂ ଅଭିନେତ୍ରୀ ଜ୍ୟୋତି ମିଶ୍ର ଏକା ସାଙ୍ଗରେ ଅନେକ ସିନେମା ରେ ଅଭିନୟ କରିଛନ୍ତି । ଅଭିନେତ୍ରୀ ଜ୍ୟୋତି ମିଶ୍ର ହିରୋଇନ୍ ଭୂମିକାରେ ଅଭିନୟ କରିଥିବା ବେଳେ ଅଭିନେତା ପିଣ୍ଟୁ ନନ୍ଦ ସହ କଳାକାର ଭୂମିକାରେ ଅଭିନୟ କରିଥାନ୍ତି ।
ଆଉ ଦୁଇ ଜଣଙ୍କ ମଧ୍ୟରେ ଉତ୍ତମ ବନ୍ଧୁତା ରହିଥିଲା । ଆଉ ନିଜ ବନ୍ଧୁ ଙ୍କୁ ହରାଇ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି ଅଭିନେତ୍ରୀ ଜ୍ୟୋତି ମିଶ୍ର। ଆଉ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ତ୍ରୀ ଓ ପୁଅ କୁ ସାନ୍ତ୍ଵନା ଦେଇଛନ୍ତି ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।