Breaking News

ପିଣ୍ଟୁ ନନ୍ଦ ଙ୍କ କଥା କହୁ କହୁ କାନ୍ଦି ପକାଇଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର (Sidhant Mahapatra) … ଦେଖନ୍ତୁ

ଦର୍ଶକ ବନ୍ଧୁ ଏହି ଦୁନିଆ ରେ ମଣିଷ ତାର ନିଜ କର୍ତ୍ତବ୍ୟ ବା ନିଜ କାର୍ଯ୍ୟ ରେ ବ୍ୟସ୍ତ ଥାଏ କାରଣ ଏଠି ମଣିଷ ଝଟିଲେ ଖାଇବ । ସେଥିପାଇଁ ଅନେକ ବ୍ୟକ୍ତି ଭିନ୍ନ ଭିନ୍ନ କାର୍ଯ୍ୟ କରି ଥାଆନ୍ତି ସମସ୍ତ ଙ୍କ କାର୍ଯ୍ୟ ସମ୍ମାନ ନୁହେଁ । କିଏ ଅନ୍ୟ ଲୋକ ମାନ ଙ୍କ ମନୋରଞ୍ଜନ କରାଇବା ପାଇଁ ଅଭିନୟ କରି ଥାଏ ଯାହାକୁ ଆମେ ମାନେ ଅଭିନେତା ବୋଲି କହୁ ଥାଉ ।

 

 

 

ମଣିଷ ଦୁନିଆ ମଣିଷ ନିଜ ଜୀବନ ଶୈଳୀ ରେ ପରିବର୍ତ୍ତନ ଆଣିବାରୁ ଅନେକ ଅସୁବିଧା ସମ୍ମୁଖୀନ କରୁଛି । ଯଦି ଆମେ କହିବା ଯେମିତି କି ମଣିଷ ତାର ଖାଦ୍ୟ ରେ ପରିବର୍ତ୍ତନ ଆଣି ବିଷ ଜିନିସ କୁ ଆପଣାଇ ଅନେକ ବଡ ବଡ ରୋଗ ର ଶିକାର ହୋଇ ମୃତ୍ୟୁ ବରଣ କରିଥାଏ । ବର୍ତ୍ତମାନ ସମୟ ରେ ଟଙ୍କା ଦ୍ଵାରା ସବୁକିଛି ସମ୍ଭବ ହେଉଥିଲେ ମଧ୍ୟ ମୃତୁ କୁ କେହି ଅଟକାଇ ପାରିବେ ନାହିଁ ।

 

 

 

 

ବର୍ତ୍ତମାନ ସମୟ ରେ ଅନେକ ବ୍ୟକ୍ତି ଯୁବାବସ୍ଥାରେ ବୟସ ରେ ମୃତ୍ୟୁ କରିବା ର ପ୍ରାପ୍ତ ବୟସ ନ ହୋଇ ମଧ୍ୟ ମୃତ୍ୟୁ ବରଣ କରୁଛନ୍ତି ବଡ ବଡ ରୋଗ ର ଶିକାର ହୋଇ । ଏହି ଦୁନିଆ ରେ ଅନେକ ବ୍ୟକ୍ତି ମୃତ୍ୟୁ ବରଣ କରୁଛନ୍ତି , କିଛି ବ୍ୟକ୍ତି ଙ୍କ ମୃତ୍ୟୁ ଖବର ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଥାଏ । ବିଶେଷ କରି ଅଭିନେତା ମାନ ଙ୍କ ବିୟୋଗ ରେ ଅନେକ ବ୍ୟକ୍ତି ମନ୍ ଦୁଃଖ କରି ଥାଆନ୍ତି ।

 

 

 

 

ଏହାର କାରଣ ହେଉଛି ଯେ ଜଣେ ଅଭିନେତା ସଦା ସର୍ବଦା ଚାହିଁ ଥାଏ ସେ କେମିତି ନିଜ ଜବରଦସ୍ତ ଅଭିନୟ ଦେଖାଇ ଦର୍ଶକ ମାନଙ୍କ ବହୁ ପରିମାଣ ରେ ମନୋରଞ୍ଜନ କରାଇବା ପାଇଁ । ମନୋରଞ୍ଜନ କରାଉ ଥିବା ଅଭିନେତା ଯଦି ଏହି ଦୁନିଆ ଛାଡ଼ି ଚାଲିଯିବ ତାହେଲେ ସମସ୍ତେ ନିଶ୍ଚିନ୍ତ ଭାବରେ ତାଙ୍କୁ ମନେ ପକାଇ ମନ୍ ଦୁଃଖ କରି ଥାଆନ୍ତି ।

 

 

 

ବର୍ତ୍ତମାନ ସମୟ ରେ ଯେମିତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଯିଏ କି ନିଜ ଅଭିନୟ ଜୀବନୀ ମଧ୍ୟ ରେ ଅନେକ ଚଳଚିତ୍ର, ଧାରାବାହିକ ରେ ଭିନ୍ନ ଭିନ୍ନ ଚରିତ୍ର ରେ ଅଭିନୟ କରି ଦର୍ଶକ ମାନ ଙ୍କୁ ହସାଇବା ସହ କନ୍ଦାଇ ଛନ୍ତି ମଧ୍ୟ । ଯାହା ଫଳ ରେ କି ଦର୍ଶକ ମାନେ ତାଙ୍କୁ ବହୁତ୍ ସାରା ଭଲ ପାଇବା ଦେଇଥିଲେ । ଅଭିନେତା ପିଣ୍ଟୁ ନନ୍ଦ ଯିଏ କି ହାଇଦ୍ରାବାଦ ଯାଇଥିଲେ ଚିକିତ୍ସା ପାଇଁ ।

 

 

 

ସେଠାରେ ସେ ଚିକିତ୍ସାଧୀନ ଅବସ୍ଥା ରେ ମୃତ୍ୟୁ ବରଣ କରିଥିଲେ ବି ବର୍ତ୍ତମାନ ସମୟ ରେ ତାଙ୍କ ବିୟୋଗ ହେବା ପରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଯିଏ ବର୍ତ୍ତମାନ୍ ସମୟ ରେ ପିଣ୍ଟୁ ନନ୍ଦ ଙ୍କୁ ମନେ ପକାଇ ଅନେକ କିଛି କଥା କହିଛନ୍ତି ଯାହାକି ଆପଣ ମାନେ ଆମର ଏହି ପେଜ ମାଧ୍ୟମରେ ଦେଖିବାକୁ ପାଉ ଥିବେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *