Breaking News

ପିଣ୍ଟୁ ନନ୍ଦ ପାଇଁ ଆମେ ସବୁ କରିବୁ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଏହି ଦୁନିଆ ରେ ଗୋଟିଏ ଜିନିଷ କାହା ପାଇଁ ଅପେକ୍ଷା କରେ ନାହିଁ ତାହା ହେଉଛି ସମୟ । ବର୍ତ୍ତମାନ ସମୟ ରେ ସମୟ ସରି ସରି ଯାଉଛି ଓ ବିପଦ ମାଡ଼ି ଆସୁଛି , ହଁ ବନ୍ଧୁ ଅଭିନେତା ପିଣ୍ଟୁ ନନ୍ଦ ଙ୍କ ସ୍ବାସ୍ଥ୍ୟ ଅବସ୍ଥା କୁ ନେଇ ଆସିଛି ଆଉ ଏକ ଖବର ଓ ଆଜି ଆମେ ଏହି ଖବର ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ ।

ତାହେଲେ ବନ୍ଧୁଗଣ ଆପଣ ମାନେ ପିଣ୍ଟୁ ନନ୍ଦ ଙ୍କୁ ବହୁ ସାରା ଚଳଚ୍ଚିତ୍ର ରେ ଦେଖିଥିବେ । ଏହି ଅଭିନେତା ଜଣକ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ହେବାସହ ଓଡିଶା ଘର ଘରେ ପରିଚିତ ହୋଇ ପାରିଛନ୍ତି । ଦର୍ଶକ ମାନ ଙ୍କ ମନୋରଞ୍ଜନ କରାଇ ଥିବା ଅଭିନେତା ଜଣକ ଆଜି ଚିକିତ୍ସିତ ହେଉଛନ୍ତି ଓ ତାହା ପୁଣି ଦିଲ୍ଲୀ ରେ ।

ବର୍ତ୍ତମାନ ସମୟ ରେ ପିଣ୍ଟୁ ନନ୍ଦ ଙ୍କ ଚିକିତ୍ସା ପାଇଁ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର କିଛି ଲୋକ ପ୍ରିୟ ଅଭିନେତା ମାନେ ଏକାଠି ହୋଇ ପିଣ୍ଟୁ ନନ୍ଦ ଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି । ସିଦ୍ଧାନ୍ତ, ଶ୍ରୀତମ, ଭଳି ଅଭିନେତା ଓ ଅଭିନେତ୍ରୀ ମାନେ ପିଣ୍ଟୁ ନନ୍ଦ ଙ୍କୁ ସାହାର୍ଯ୍ୟ କରୁଛନ୍ତି । ଯେତେ ଟଙ୍କା ଲାଗୁ ପଛ କେ ଦିଅ ଯିବ ।

କିଛି ଟଙ୍କା ଦିଆ ଯିବ ବୋଲି କିଛି କଳାକାର ମାନେ କହିଛନ୍ତି । ଆପଣ ମାନେ ଜାଣିଥିବେ ଯେ ଅଭିନେତା ପିଣ୍ଟୁ ନନ୍ଦ ଯିଏ କି ଲିଭର ସିରୋସିସ୍ ରେ ପୀଡ଼ିତ ଅଛନ୍ତି । ଏହି ରୋଗ ର ଚିକିତ୍ସା ପାଇଁ ଅନେକ ଟଙ୍କା ଖର୍ଚ୍ଚ ହେବ । ପିଣ୍ଟୁ ନନ୍ଦ ସୁସ୍ଥ ହୋଇ ପୁଣି ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଫେରି ଆସନ୍ତୁ । ଏହି ଅଭିନେତା ଙ୍କ ଭଳି ଆଉ ଅଭିନେତା ମିଳିବେ ନାହିଁ କାରଣ ଏହି ଅଭିନେତା ଜଣକ ସବୁ ଚରିତ୍ର ରେ ଅଭିନୟ କରିବା ରେ ବେଶ୍ ପାରଙ୍ଗମ ।

ହଁ ବନ୍ଧୁ ଏହି ଅଭିନେତା ଜଣକ ଯିଏ କି ଖଳ ନାୟକ ଠାରୁ ଯାହା ବି ଚରିତ୍ର ଅଛି ସବୁ ଚରିତ୍ର ରେ ଅଭିନୟ କରିବା ରେ ବେଶ୍ ପାରଙ୍ଗମ । ତାଙ୍କ ସମସ୍ତ ଚରିତ୍ର କୁ ଦର୍ଶକ ମାନେ ଦେଖି ବେଶ୍ ମନୋରଞ୍ଜନ କରାଇ ଥାଆନ୍ତି । ବର୍ତ୍ତମାନ ସମୟ ରେ ଅଭିନେତା ପିଣ୍ଟୁ ଦିଲ୍ଲୀ ରେ ଚିକିତ୍ସାଧୀନ ଅଛନ୍ତି ଓ ତାଙ୍କ ଚିକିତ୍ସା ପ୍ରତ୍ୟେକ ଦିନ ହଜାର ଓ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ।

ବର୍ତ୍ତମାନ ସମୟ ରେ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ସାହାର୍ଯ୍ୟ କରିବା ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ମାନେ କହିଛନ୍ତି । ଅଭିନେତା ପିଣ୍ଟୁ ସୁସ୍ଥ ହେବା ପାଇଁ ଦୀର୍ଘ ସମୟ ଲାଗିବ । ଅଧିକ ସମୟ ହେଉ ପଛ କେ ସମ୍ପୂର୍ଣ ସୁସ୍ଥ ହୋଇ ଫେରୀକୀ ଆସନ୍ତୁ ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *