Breaking News

ପିଣ୍ଟୁ ନନ୍ଦ (Pintu Nanda) ଙ୍କୁ ମନେ ପକେଇ ଶ୍ରୀତମ (Sritam Das) କହିଲେ ସେ ବଡ ପାଟିଆ ଟା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଲୋକ ମାନେ ସେତେବେଳେ ଜଣ ଙ୍କ ବିଷୟ ରେ ଅନେକ କିଛି କଥା କହି ଥାଆନ୍ତି ଯେତେବେଳେ ପ୍ରଶଂସା କରା ଯାଉଥିବା ମଣିଷ ଟି ଏହି ଦୁନିଆ ରେ ନ ଥାଏ । ଆପଣ ମାନେ ବେଶ୍ ଭଲ ଭାବରେ ଜାଣି ପାରିଥିବେ ଯେ ଦୁନିଆ ରୁ ଚାଲି ଯାଇଥିବା ବ୍ୟକ୍ତି ର ଅନେକ ପ୍ରଶଂସା କରି ଥାଆନ୍ତି ଓ ଅତୀତ ର କଥା ବିଷୟ ରେ କହି ଥାଆନ୍ତି ।

ଦୁନିଆ ରେ ଜନ୍ମ ମୃତ୍ୟୁ ଉଭୟ ଅଛି । ଜନ୍ମ ହେବା ପରେ ମଣିଷ କେବେ ମୃତ୍ୟୁ କରିବ ତାହା କହି ହେବ ନାହିଁ , ବର୍ତ୍ତମାନ ସମୟ ରେ ଅନେକ ଯୁବାବସ୍ଥାରେ ଜୀବନ ଚାଲି ଯାଉଛି । ବ୍ୟକ୍ତି ମୃତ୍ୟୁ କରିବା ପରେ ତାର ସମସ୍ତେ ପ୍ରଶଂସା କରି ଥାଆନ୍ତି । ଦୁନିଆ ରୁ ଯିଏ ବି ଚାଲି ଯାଇଛି ସେ ଆଉ ଫେରି ନାହିଁ । ମଣିଷ ଜୀବନ ଦୀର୍ଘସ୍ଥାୟୀ ନୁହେଁ ଏହା ଚିରସ୍ଥାୟୀ ଅଟେ ।

ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ଜଣକ ଦର୍ଶକ ମାନ ଙ୍କ ମନୋରଞ୍ଜନ କରାଇ ଆଜି ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି । ବର୍ତ୍ତମାନ ସମୟ ଲୋକ ପ୍ରିୟତା ଥିଲେ ମଧ୍ୟ ଲୋକ ପ୍ରିୟ ବ୍ୟକ୍ତି ଜଣକ ଆଉ ନାହାଁନ୍ତି ସେ ଏହି ଦୁନିଆ ଛାଡ଼ି ସମସ୍ତ ଙ୍କୁ ପର କରି ଦେଇ ଆର ପାରି କୁ ଚାଲି ଯାଇଛନ୍ତି ।

ଦର୍ଶକ ମାନ ଙ୍କ ମନୋରଞ୍ଜନ କରାଇ ଥିବା ଅଭିନେତା ଜଣକ ଆଜି ଏହି ଦୁନିଆ କୁ ଛାଡ଼ି ଦେଇ ଛନ୍ତି , ଘର୍ ପରିବାର, ବନ୍ଧୁ ସମ୍ପର୍କୀୟ ଏବଂ ଓଡ଼ିଶା ର ଦର୍ଶକ ମାନ ଙ୍କୁ ପର କରି ଦେଇଛନ୍ତି । ଅଭିନେତା ପିଣ୍ଟୁ ନନ୍ଦ ଯିଏ କି ହାଇଦ୍ରାବାଦ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସାଧୀନ ଥିଲେ ଓ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଥିଲା । ସ୍ବାସ୍ଥ୍ୟ ରେ ସୁଧାର ଆସିବା ବଦଳ ରେ ଗମ୍ଭୀର ହେବା ରୁ ପିଣ୍ଟୁ ନନ୍ଦ ମୃତ୍ୟୁ ବରଣ କରିଛନ୍ତି ।

ଅଭିନେତା ପିଣ୍ଟୁ ଚିକିତ୍ସାଧୀନ ଅବସ୍ଥା ରେ ସମସ୍ତ ଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ବର୍ତ୍ତମାନ ସମୟ ରେ ଏହା ସବୁଠୁ ବଡ ଦୁଃଖ ଖବର । ଯିଏ ଦର୍ଶକ ମାନ ଙ୍କୁ ନିଜ ଅଭିନୟ ଫଳ ରେ ତାଙ୍କ ମନୋରଞ୍ଜନ କରାଇ ଥାଆନ୍ତି ହସାଇ ଥାଆନ୍ତି କନ୍ଦାଇ ଥାଆନ୍ତି । ଆଜି ସେ ସମସ୍ତ ଆଖି ରେ ଲୁହ ଦେଇ ଆର ପାରି କୁ ଚାଲି ଯାଇଛନ୍ତି ଓ ଏହା ବଡ କ୍ଷତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ।

ବର୍ତ୍ତମାନ ସମୟ ରେ ଅଭିନେତା ଶ୍ରୀତମ ଦାସ ଯିଏ ପିଣ୍ଟୁ ନନ୍ଦ ଙ୍କ ବିୟୋଗ ଖବର ଶୁଣି ମନ ଦୁଃଖ କରିଛନ୍ତି ଓ ସେ ପିଣ୍ଟୁ ନନ୍ଦ ଙ୍କ କିଛି ଅତୀତ କଥା କୁ ମନେ ପକାଇ ଭାବ ଵିହୋଲ କାନ୍ଦି ପକାଇଛନ୍ତି । ଦିନ ଥିଲା ହେବେ ଶ୍ରୀତମ ଜଗନ୍ନାଥ ଓ ବଳଭଦ୍ର ହୋଇ ଅଭିନୟ କରୁଥିଲେ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *