ଦର୍ଶକ ବନ୍ଧୁ ଆଜି ହେଉଛି ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଦ୍ଵାଦଶ । ପିଣ୍ଟୁ ଙ୍କ ଅଭିନୟ ଦେଖିବାକୁ ମିଳିବ , ପିଣ୍ଟୁ ଙ୍କୁ ଦେଖିବାକୁ ମିଳିବ ନାହିଁ । ଅତୀତ ର ଅଭିନୟ ଦେଖିବାକୁ ମିଳିବ , ପିଣ୍ଟୁ ନନ୍ଦ ଙ୍କ ଭଲ ସାଙ୍ଗ ଅଟନ୍ତି ବବି ମିଶ୍ର । ବର୍ତ୍ତମାନ ସମୟରେ ଅଭିନେତା ବବି ମିଶ୍ର ପିଣ୍ଟୁ ନନ୍ଦ ଙ୍କ ବିଷୟ ରେ ଅନେକ କିଛି କହିଛନ୍ତି ତାଙ୍କ ଅତୀତ କଥା କୁ ମନେ ପକାଇ , ତାହେଲେ ଆସନ୍ତୁ ଜାଣିବା
ଦ୍ବାଦଶ କାର୍ଯ୍ୟ ରେ ଅଭିନେତା ବବି ମିଶ୍ର ସବୁକିଛି କରିଛନ୍ତି , ଉଭୟ ଭଲ ସାଙ୍ଗ ଥିଲେ ଓ ଦୁଇ ଭାଇ ଭଳି ଚଳୁଥିଲେ । ବର୍ତ୍ତମାନ ସମୟ ରେ ପିଣ୍ଟୁ ନନ୍ଦ ଯିବା ପରେ ସମସ୍ତେ ମନ ଦୁଃଖ ରେ ଥିବା ସମୟ ରେ କିଛି ବ୍ୟକ୍ତି ମାନେ ପିଣ୍ଟୁ ନନ୍ଦ ଙ୍କ ନାମ ନେଇ ଖରାପ ମନ୍ତବ୍ୟ ଦେଉଛନ୍ତି । ବବି ମିଶ୍ର ଙ୍କ କଥା ମାନି ଯଦି ପିଣ୍ଟୁ ନନ୍ଦ ଯଶୋଦା ହସ୍ପିଟାଲ ଯାଇ ଥାଆନ୍ତି ଦିଲ୍ଲୀ ମେଡିକାଲ ଯାଇ ହାଇଦ୍ରାବାଦ ର ଯଶୋଦା ହସ୍ପିଟାଲ କୁ ଯାଇଥିଲେ ।
ବ୍ୟକ୍ତିଗତ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିଣ୍ଟୁ ନନ୍ଦ ଙ୍କ ଚିକିତ୍ସା ଅର୍ଥ ସହାୟତା ସାହାର୍ଯ୍ୟ କରିବା ପାଇଁ କହିଥିଲେ ବୋଲି ବବି ମିଶ୍ର କହିଛନ୍ତି । ଏହି ଭଳି ଭାବେ ଅନେକ କିଛି କଥା କହିଥିଲେ ପିଣ୍ଟୁ ନନ୍ଦ । ପିଣ୍ଟୁ ନନ୍ଦ ଙ୍କ ମୃତ୍ୟୁ କରିବା ଦିନ ଠାରୁ ଦ୍ଵାଦଶ ପର୍ଯ୍ୟନ୍ତ ସବୁକିଛି କରିଛନ୍ତି ବବି ମିଶ୍ର ଓ ବାପୁ । ପିଣ୍ଟୁ ନନ୍ଦ ଓ ବବି ମିଶ୍ର ଉଭୟ ସଦା ସର୍ବଦା ସୁଟିଂ ସେଟ୍ ରେ ଝଗଡ଼ା ହୋଇ ଥାଆନ୍ତି ।
ଦର୍ଶକ ମାନ ଙ୍କୁ ସଦା ସର୍ବଦା ମନୋରଞ୍ଜନ କରାଇ ଥିବା ଅଭିନେତା ଜଣକ ଆଜି ଆର ପାରି କୁ ଚାଲି ଯାଇଛନ୍ତି । ଯେମିତି ଜଣା ପଡୁଛି ପିଣ୍ଟୁ ନନ୍ଦ ଆମ ପାଖ ରେ ଅଛନ୍ତି କାଲି ହସାଇ ଥିବା ଲୋକ ଟି ଆଜି ସମସ୍ତ ଙ୍କୁ ଦୁଃଖ ଦେଇ ଚାଲି ଯାଇଛି । ଦୁନିଆ କୁ ସମସ୍ତେ ଆସନ୍ତି ସମସ୍ତେ ଚାଲି ଯାଇ ଥାଆନ୍ତି । ଦୁନିଆ ରେ ସବୁ ଦିନ ଅନେକ ବ୍ୟକ୍ତି ମୃତ୍ୟୁ ବରଣ କରୁଛନ୍ତି । କିଏ ମୃତ୍ୟୁ ବରଣ କରୁଛନ୍ତି ତାହା ଆପଣ ମାନେ କେବେ ଜାଣି ପାରି ନ ଥିବେ ।
କିନ୍ତୁ ଜଣେ ଅଭିନେତା ମୃତୁ ବରଣ କରିବା ପରେ ସାରା ଓଡ଼ିଶା ର ଦର୍ଶକ ମାନେ ଦୁଃଖ କରି ଥାଆନ୍ତି ଓ କିଛି ଦର୍ଶକ ଙ୍କ ଆଖି ରେ ଲୁହ ମଧ୍ୟ ଆସିଥାଏ କାରଣ ଦର୍ଶକ ମାନ ଙ୍କୁ ଦିନେ ସେହି ଅଭିନେତା ବଞ୍ଚିଥିବା ସମୟ ରେ କେତେ କନ୍ଦାଇ ଛି କେତେ ହସାଉଛି ତାହା କହି ହେବ ନାହିଁ । ଦର୍ଶକ ମାନ ଙ୍କୁ ବହୁ ପରିମାଣ ରେ ମନୋରଞ୍ଜନ କରାଇ ଥିଲେ । ଅଭିନେତା ପିଣ୍ଟୁ ନନ୍ଦ ଙ୍କ ଦ୍ଵାଦଶ ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ନଜର ଆସିଥିଲେ ।
ବର୍ତ୍ତମାନ ସମୟ ରେ ପିଣ୍ଟୁ ନନ୍ଦ ଆଉ ନାହାଁନ୍ତି ଏହା ଠାରୁ ବଡ ଦୁଃଖ ର ଖବର ଆଉ କିଛି ନାହିଁ ତଥାପି କିଛି ବ୍ୟକ୍ତି ମାନେ ପିଣ୍ଟୁ ନନ୍ଦ ଙ୍କ ବିଷୟ ରେ ଅନେକ କିଛି କହୁଛନ୍ତି ଅସଭ୍ୟ କଥା କହୁଛନ୍ତି ଯାହାକି ଉଚିତ୍ ନୁହେଁ , ଆମେ ଭଗବାନ ଙ୍କ ନିକଟ ରେ ପ୍ରାର୍ଥନା କରୁଛୁ ଯେ ଭଗବାନ ପିଣ୍ଟୁ ନନ୍ଦ ଙ୍କ ଆତ୍ମା କୁ ଶାନ୍ତି ଦିଅନ୍ତୁ ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।