Breaking News

ପିଣ୍ଟୁ ନନ୍ଦ (Pintu Nanda) ଜମିଦାର ଘରର ପିଲା ଥିଲା, ତା ବାପା ଜଗତସିଂପୁରରେ ପ୍ରଥମଥର ବୁଲେଟ ଚଲେଈଥିଲା: ଅଶ୍ରୁମୋଚନ ମହାନ୍ତି (Ashrumochan Mohanty) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଅଭିନେତା ମାନ ଙ୍କ ମଧ୍ୟ ରୁ ବହୁତ୍ କମ୍ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁ ମାନେ କି ଆଜି ଦର୍ଶକ ମାନ ଙ୍କୁ ମନୋରଞ୍ଜନ କରାଇ ସବୁଦିନ ପାଇଁ ଆର ପାରି କୁ ଚାଲି ଯାଇଛନ୍ତି । ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ବରିଷ୍ଠ ଅଭିନେତା ମାନେ ଏହି ଦୁନିଆ ଛାଡ଼ି ଚାଲି ଯାଇଛନ୍ତି ।

ଆଉ କିଛି ଲୋକ ପ୍ରିୟ ବରିଷ୍ଠ ଅଭିନେତା ମାନେ ଅଛନ୍ତି , ଏହି କିଛି ବରିଷ୍ଠ ଅଭିନେତା ମନେ ଅଛନ୍ତି ବୋଲି ଆଜି ଓଡ଼ିଆ ଇଣ୍ଡଷ୍ଟ୍ରି ରହିଛି । ଯେବେ ଏହି ବରିଷ୍ଠ ଅଭିନେତା ମାନେ ସମସ୍ତ ଙ୍କୁ ଛାଡି ଚାଲିଯିବେ ଓଡ଼ିଆ ଇଣ୍ଡଷ୍ଟ୍ରି ସେହି ଠାରେ ଦୁବି ଯିବ । ଆପଣ ମାନେ ଜାଣିଥିବେ ଯେ ଅତି ନିକଟ ରେ ଆପଣ ମାନ ଙ୍କ ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ସମସ୍ତ ଙ୍କୁ ଛାଡି ଆର ପାରି କୁ ଚାଲି ଯାଇଛନ୍ତି ।

ବର୍ତ୍ତମାନ ସମୟ ରେ ଅଭିନେତା ପିଣ୍ଟୁ ନନ୍ଦ ମୃତ୍ୟୁ କରିବା ର ଅନେକ ଦିନ ହୋଇ ଯାଇଛି ଓ ଏହାରି ଭିତରେ ପିଣ୍ଟୁ ନନ୍ଦ ଙ୍କୁ ସମସ୍ତ ଲୋକ ପ୍ରିୟ ଅଭିନେତା ମାନେ ବର୍ତ୍ତମାନ ମଧ୍ୟ ମନେ ପକାଉ ଛନ୍ତି । ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ଅଶ୍ରୁ ମୋଚନ ଯିଏ କି ବର୍ତ୍ତମାନ ସମୟ ରେ ପିଣ୍ଟୁ ନନ୍ଦ ଙ୍କ ବିଷୟ ରେ ଅନେକ କିଛି କଥା କହିଛନ୍ତି ।

ଅଭିନେତା ପିଣ୍ଟୁ ନନ୍ଦ ଯିଏ କି କିଛି ଦିନ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ରହିଥିଲେ ଅନେକ କିଛି କରି ଦେଇ ଥାଆନ୍ତା । ବର୍ତ୍ତମାନ ସମୟ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ କି ଅସୁବିଧା ପଡ଼ିଲେ ଓଡ଼ିଶା ବାସୀ ଙ୍କୁ କିଛି ସହାୟତା ପାଇଁ ଅନୁରୋଧ କରି ଥାନ୍ତି । ଏହାକୁ ନେଇ ଅଶ୍ରୁ ମୋଚନ କହିଛନ୍ତି ଯେ

କଳାକାର ମାନେ ଏହା କହି ନ ଥାଆନ୍ତି କିଛି ବ୍ୟକ୍ତି ମାନେ ଏହିଭଳି କରି ଥାଆନ୍ତି । ପିଣ୍ଟୁ ନନ୍ଦ ହେଉଛି ଜମିଦାର ଘର୍ ପିଲା , ତାର ଯଦି ନାଇଁ ବୋଲି ସମସ୍ତେ କହିବେ ତାହା ଭୁଲ ହୋଇଯିବ । ଜଗତସିଂପୁର ରେ ଯଦି କିଏ ପ୍ରଥମେ ବୁଲେଟ ଚଢ଼ି ଥାଏ ସେ ହେଉଛନ୍ତି ପିଣ୍ଟୁ ନନ୍ଦ ଙ୍କ ବାପା । ଏହି ଭଳି ଅଶ୍ରୁ ମୋଚନ ଅନେକ କିଛି କଥା କହିଛନ୍ତି ।

ଆପଣ ମାନେ ଅଭିନେତା ଅଶ୍ରୁ ମୋଚନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଲୋକ ପ୍ରିୟ ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ଓଡ଼ିଶା ର ଘର ଘରେ ପରିଚିତ ହୋଇ ପାରିଛନ୍ତି । ଆଗାମୀ ଦିନ ମାନ ଙ୍କ ରେ ଅଶ୍ରୁ ମୋଚନ ଙ୍କ ଏକ ଚଳଚ୍ଚିତ୍ର ଆସିବାକୁ ଯାଉଛି ଯାହାର ନାମ ପୁଷ୍କରା ରହିଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହ୍ୟୁମାନର ସ୍ତ୍ରୀ ହ୍ୟୁମାନ (Humane) କୁ ଭଲ ପାଏନି,ଜାଣିଶୁଣି ବଦନାମ କରୁଛି ଶ୍ରେୟା – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଗାୟକ ମାନ ଙ୍କୁ ବେଶ୍ ଭଲ …

Leave a Reply

Your email address will not be published. Required fields are marked *