ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି। ଏହି ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ । ଦର୍ଶକ ମାନ ଙ୍କୁ ମନୋରଞ୍ଜନ କରାଇବା ରେ ବେଶ୍ ପାରଙ୍ଗମ । କିଛି ଲୋକପ୍ରିୟ ଅଭିନେତା ମାନେ ଅଛନ୍ତି ଯେଉଁ ମାନେ କି ଦୀର୍ଘ ବର୍ଷ ହେବ କାମ କରି ଆସୁଛନ୍ତି ।
ବରିଷ୍ଠ ଲୋକ ପ୍ରିୟ ଅଭିନେତା ମାନେ ଯେଉଁ ମାନେ କି ଜବରଦସ୍ତ ଅଭିନୟ ଦେଖାଇ ଲୋକ ପ୍ରିୟ ହେବା ପରେ ହଠାତ୍ ଚାଲି ଯାଉଛନ୍ତି ଆର ପାରି କୁ । ସମସ୍ତ ଲୋକ ପ୍ରିୟ ବରିଷ୍ଠ ଅଭିନେତା ମାନେ ମୃତ୍ୟୁ କରିବା ର ପ୍ରାପ୍ତ ବୟସ ହେବା ପୂର୍ବ ରୁ ମୃତ୍ୟୁ ବରଣ କରୁଛନ୍ତି । ଅତି ନିକଟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅନେକ ଲୋକ ପ୍ରିୟ ବରିଷ୍ଠ ଅଭିନେତା ମାନେ ଛାଡ଼ି ଚାଲି ଯାଇଛନ୍ତି ।
ଅତି ନିକଟ ରେ ଆପଣ ମାନ ଙ୍କ ପ୍ରିୟ ଅଭିନେତା ପିଣ୍ଟୁ ଆର ପାରି କୁ ଚାଲି ଯାଇଛନ୍ତି ଓ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ତାଙ୍କ ଦ୍ଵାଦଶ କାର୍ଯ୍ୟ ର କିଛି ଦୃଶ୍ୟ ସୋସିଆଲ ମିଡ଼ିଆ ରେ ବହୁ ପରିମାଣ ରେ ଭାଇରାଳ ହେବା ରେ ଲାଗିଛି । ପିଣ୍ଟୁ ନନ୍ଦ ଙ୍କ ଦ୍ଵାଦଶ କାର୍ଯ୍ୟ ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ନଜର ଆସିଥିଲେ ଓ ଅତୀତ ର ସ୍ମୃତି କୁ ମନେ ପକାଇ ଅନେକ କିଛି କଥା କହିଛନ୍ତି ।
ବର୍ତ୍ତମାନ ସମୟ ରେ ଅଭିନେତ୍ରୀ ପ୍ରିୟଙ୍କା କହିଛନ୍ତି ଯେ ପିଣ୍ଟୁ ନନ୍ଦ ଙ୍କ ବିଷୟରେ । ସବୁଠାରୁ ବଡ କଥା କହିଛନ୍ତି ଯେ ସେ ଏକ ବଡ ପ୍ରୋଜେକ୍ଟ କରିବାକୁ ଚାହୁଁ ଥିଲେ ସେ ୫ ଜଣ ହିରୋ କୁ ନେଇ ଏକ ଚଳଚ୍ଚିତ୍ର କରିବାକୁ ଚାହୁଁଥିଲେ ଓ ଏହା ଥିଲା ତାଙ୍କର ଡ୍ରିମ୍ ପ୍ରୋଜେକ୍ଟ । ପ୍ରିୟଙ୍କା ପିଣ୍ଟୁ ନନ୍ଦ ଙ୍କ ସହ ଦୃଗତୀ ନାସିନି ୨ ରେ ଅଭିନୟ କରିଥିଲେ । ପ୍ରିୟଙ୍କା ଏହି ଭଳି ଅନେକ କଥା କହିଛନ୍ତି ।
ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟତା ବଢ଼ାଇବା ପାଇଁ ସେ ଡ୍ରିମ୍ ପ୍ରୋଜେକ୍ଟ ଥିଲା ସେ ୫ ଜଣ ହିରୋ ଙ୍କୁ ନେଇ ଚଳଚ୍ଚିତ୍ର କରିବେ ବୋଲି । ଓଡ଼ିଆ ଇଣ୍ଡଷ୍ଟ୍ରି ପାଇଁ ଅନେକ କିଛି ଭାବୁଥିବା ଅଭିନେତା ଜଣକ ଆଜି ଓଡ଼ିଆ ଇଣ୍ଡଷ୍ଟ୍ରି କୁ ପର କରି ଦୁନିଆ କୁ ପର କରି ଆର ପାରି କୁ ଚାଲି ଯାଇଛନ୍ତି ଓ ଏହା ଠାରୁ ବଡ ଦୁଃଖ ର ଖବର ଆଉ ନାହିଁ । ପିଣ୍ଟୁ ନନ୍ଦ ମୃତ୍ୟୁ କରିବା ର ୧୨ ଦିନ ହୋଇ ଯାଇଛି।
ବର୍ତ୍ତମାନ ଠାରୁ ପିଣ୍ଟୁ ନନ୍ଦ ଙ୍କ ଅତୀତ ର ଅଭିନୟ ଦେଖିବାକୁ ମିଳିବ କିନ୍ତୁ ତାଙ୍କୁ ଆଉ ଦେଖିବାକୁ ମିଳିବ ନାହିଁ । ଦର୍ଶକ ମାନ ଙ୍କୁ ବହୁ ପରିମାଣ ମନୋରଞ୍ଜନ କରାଇ ଥିବା ଅଭିନେତା ଜଣକ ଆଜି ଆର ପାରି କୁ ଚାଲି ଯାଇଛି ସମସ୍ତ ଙ୍କ ମନ୍ ରେ ଦୁଃଖ ଦେଇ ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।