Breaking News

ପିପିଲି ନିର୍ବାଚନ ମଣ୍ଡଳୀର ସରପଞ୍ଚଙ୍କୁ ତାଗିଦ କରିଲେ ବିଧାୟକ ରୁଦ୍ର ମହାରଥୀ (Rudra Maharathy) କହିଲେ ଚାଳଘର ଅଛି କାହିଁକି ଏପର୍ଯ୍ୟନ୍ତ ଟନକୁ ଛାତ ଘର ଦିଆ ଯାଇ ନାହିଁ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଶା ରେ ଅନେକ ବିଧାୟକ ଅଛନ୍ତି ଓ ଏହି ବିଧାୟକ ନିଜ ଅଞ୍ଚଳ ଉନ୍ନତି ଓ ଅଞ୍ଚଳ ବାସୀ ଙ୍କ ସୁବିଧା ପାଇଁ ନିୟୋଜିତ କରାଯାଇ ଥାଏ । ଆମ ଓଡ଼ିଶା ର ସମସ୍ତ୍ ବିଧାୟକ ଙ୍କୁ ଆମେ ଜାଣି ନାହୁଁ କିନ୍ତୁ ଆଜି ଆମେ ଯେଉଁ ବିଧାୟକ ଙ୍କ ବିଷୟ ରେ ଜାଣିବାକୁ ପାଇବା ସେହି ବିଧାୟକ ଜଣକ ବହୁତ୍ କମ୍ ଦିନ ରେ ସାରା ଓଡ଼ିଶା ରେ ପରିଚିତ ହୋଇ ପାରିଛନ୍ତି ।

ଏହି ବିଧାୟକ ଜଣକ ଦେଇଥିବା ପ୍ରତିଶୃତି ଆଜି ପୂରଣ କରୁଛନ୍ତି ନିଜ ଅଞ୍ଚଳ ବୁଲୁଛନ୍ତି ଓ ସେ ବିଧାୟକ ଜଣକ ରାଜନୀତି ପ୍ରବେଶ କରିବା ର ବହୁତ୍ କମ୍ ଦିନ ହୋଇଛି କିନ୍ତୁ ନିଜ କାର୍ଯ୍ୟ ପାଇଁ ସେ ଓଡ଼ିଶା ର ଘରେ ଘରେ ପରିଚିତ । ଆପଣ ମାନେ ବେଶ୍ ଭଲ ଭାବରେ ଜାଣି ପାରୁ ଥିବେ ଆମେ କେଉଁ ବିଧାୟକ ଙ୍କ ବିଷୟ ରେ କହୁଛୁ ।


ତାହେଲେ ବନ୍ଧୁଗଣ ଏହି ବିଧାୟକ ଜଣକ ହେଉଛି ପିପିଲି ବାସିନ୍ଦା ଙ୍କ ସୁଖ ଦୁଃଖ ର ସାଥୀ ବା ସୁନା ପୁଅ , ସ୍ବର୍ଗତ ପ୍ରଦୀପ ମହାରଥୀ ଙ୍କ ପୁଅ ରୁଦ୍ର ମହାରଥୀ । ନିର୍ବାଚନ ପୂର୍ବ ରୁ ପିପିଲି ବାସୀ ଙ୍କୁ ସେ ଯାହା ବି କିଛି ପ୍ରତିଶୃତି ଦେଇଥିଲେ ତାହା ଆଜି ସେ କରୁଛନ୍ତି । ତେବେ ପିପିଲି ବିଧାୟକ ରୁଦ୍ର ମହାରଥୀ ବହୁତ୍ କମ୍ ଦିନ ରେ ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି ତେବେ କେବଳ ପିପିଲି ନୁହେଁ ବରଂ ନିଜ କାର୍ଯ୍ୟ ପାଇଁ ସାରା ସାର ଓଡ଼ିଶା ରେ ବେଶ୍ ଲୋକ ପ୍ରିୟ ।

ତେବେ ଲୋକ ଙ୍କ ପାଖ କୁ ଯାଇ ସମସ୍ତ ସୁବିଧା ଅସୁବିଧା ଖବର ବିଷୟ ରେ ଜାଣୁଛନ୍ତି । ତେବେ କାହାର ଘର୍ ନ ଥିଲେ କାହାକୁ ଘର୍ ଦେଉଛନ୍ତି ତ ଆଉ କାହାର ପାଠ ପଢା ଖର୍ଚ୍ଚ ନିଜେ ବହନ କରୁଛନ୍ତି । ତେବେ ଲୋକ ମାନ ଙ୍କ ପାଇ ଖୋଲା ଯାଇଥିବା ଚିକିତ୍ସା କେନ୍ଦ୍ର କୁ ଯାଇ ସବୁ ଯାଞ୍ଚ କରୁଛନ୍ତି କେମିତି ଲୋକ ମାନ ଙ୍କୁ ଚିକିତ୍ସା କରା ଯାଉଛି

ତାହେଲେ ବର୍ତ୍ତମାନ୍ ସମୟ ରେ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହେବା ରେ ଲାଗିଛି ଓ ଏହି ଭିଡିଓ ରେ ରୁଦ୍ର ଗାଆଁ ଲୋକ ଙ୍କ ପାଖ କୁ ଆସି ସରପଞ୍ଚ ନିର୍ଦ୍ଦେଶ ଦେଉଛନ୍ତି ପିପିଲି ରେ ଗୋଟିଏ ଚାଲ ଘର୍ ରହିବ ନାହିଁ ତାହା ମୋର୍ ଲକ୍ଷ୍ୟ , ଯେଉଁ ମାନେ ଯୋଗ୍ୟ ଖୁବ୍ ଶୀଘ୍ର ସେମାନ ଙ୍କୁ ଘର୍ ମିଳିବା ଦରକାର ।

ଏହି ଭଳି ଭାବେ କହି ପୁଣି ଚର୍ଚ୍ଚା ରେ ଅଛନ୍ତି ଋଦ୍ର ମହାରଥୀ , ଏହି କାର୍ଯ୍ଯ ପାଇଁ ସମସ୍ତେ ଖୁସି ଅଛନ୍ତି ଓ ତାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି । ଯାହା ହେଉ ନିଜ ଅଞ୍ଚଳ ବୁଲୁଛନ୍ତି ରୁଦ୍ର , ନିଜ ଅଞ୍ଚଳ କୁ ଉନ୍ନତି କରିବା ରେ ତାଙ୍କ ଲକ୍ଷ୍ୟ ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

କିଛି ମାଲିକ କଷ୍ଟମର ମାନଙ୍କୁ କୁହନ୍ତି, ଏତିକି ପଇସା ଉଡାଓ ସେ ଝିଅ ତୁମ ସହିତ ଯିବ, ଖାଲି ପେଟ ଛାତି ଦେଖିବାକୁ ପଇସା.. – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ମଣିଷ ତାର ଜୀବନ ରେ ଖୁସି କୁ ବଞ୍ଚିବାକୁ …

Leave a Reply

Your email address will not be published. Required fields are marked *