ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଅନୁଭବ ମହାନ୍ତି ଜଣେ ସୁପରଷ୍ଟାର ଆଉ ତାଙ୍କ ର ବହୁତ ସାରା ଫାନ୍ ମାନେ ଅଛନ୍ତି । ଆଉ ତାଙ୍କ ର ସବୁ ସିନେମା ସୁପରହିଟ୍ ମଧ୍ୟ ହୋଇଛି ତାଙ୍କ ସିନେମା କୁ ଦେଖି ବାକୁ ଦର୍ଶକ ମାନେ ଆଗ ଧାଡି ରେ ବାସି ରହି ଥାନ୍ତି । ଅନୁଭବ ଙ୍କ ସବୁ ସିନେମା ର ନାଁ ଆପଣ ମାନେ ଜାଣିଥିବେ ଆଉ ତାଙ୍କ ର ସବୁ ସିନେମା ର ନାଁ ମଧ୍ୟ ଦର୍ଶକ ମାନେ ନିଶ୍ଚିତ ଭାବ ରେ ମାନେ ରଖିଥିବେ ।
ବର୍ତ୍ତମାନ ସମୟ ରେ କିଛି ବ୍ୟକ୍ତି ଗତ କାରଣ ପାଇଁ ସେ ସିନେମା କରି ପାରୁ ନାହାନ୍ତି କିନ୍ତୁ ଆଗ କୁ ସିନେମା ନିଶ୍ଚୟ କରିବେ । ତେବେ ଆପଣ ମାନେ ପିପିଲ୍ ର ବିଧାୟକ ରୁଦ୍ର ମହାରଥୀ ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ । ଲୋକ ମାନଂକୁ ସେ ଧେର୍ ସାରା ସାହାଯ୍ୟ କରି ଥିବାର ନଜର ରେ ଆସିଛନ୍ତି ଆଉ ତାଙ୍କ ର ଚର୍ଚ୍ଚା ସବୁ ବେଳେ ସୋସିଆଲ୍ ମିଡ଼ିଆ ହେଇ ଆସିଛି ।
ତେବେ ବର୍ତ୍ତମାନ ସମୟରେ ରୁଦ୍ର ମହାରଥୀ ଓ ଅନୁଭବ ମହାନ୍ତି ଏକାଠି ନଜର ରେ ଆସିଛନ୍ତି ଯାହା କି ଏବେ ଏହି ଭିଡିଓ ଟି ସୋସିଆଲ୍ ମିଡ଼ିଆ ରେ ଭାଇରାଲ ହେଉଛି । ଏହି ବିଷୟ ରେ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ଚାହୁଁ ଥିଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତାହେଲେ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣି ପାରିବେ ।
ଯାହା କି ନଜର ରେ ଆସିଛନ୍ତି ଏକ birthday celebration ରେ ଥିଲେ ଯେଉଁ ଥି ଦୁହେଁ ବହୁତ ମଜ୍ଜା ମସ୍ତି କରି ଥିବାର ନଜର ରେ ଆସିଛନ୍ତି । birthday celebration ଏକ ଛୋଟ ପିଲା ର ଥିଲା ଯେଉଁ ଥି ସେମାନେ best wishes ଜଣାଇବାକୁ ଯାଇଥିଲେ । ଜଣାଇଲା ପରେ ତାଙ୍କ ଫ୍ୟାମିଲ୍ ସହ ବହୁତ ସମୟ ବିତେଇ ଥିଲେ ଅନୁଭବ ମହାନ୍ତି ଓ ରୁଦ୍ର ମହାରଥୀ ।
ଯେହେତୁ ଏକାଠି ଦୁଇ ଜଣ ଜାକ ଦେଖା ହୋଇ ଥିଲେ ତାଙ୍କ ଭୀତ ରେ ଧେର୍ ସାରା କଥା ମଧ୍ୟ ହୋଇ ଥିଲେ । ଅନୁଭବ ମହାନ୍ତି ଜଣେ ଅଭିନେତା ଆଉ ତାଙ୍କ ର ସବୁ ସିନେମା ସୁପରହିଟ୍ ହେଇ ସାରିଛି ସେହି ସିନେମା ବିଷୟ ରେ କହୁଥିଲେ ବିଧାୟକ ରୁଦ୍ର ମହାରଥୀ କି ସେ ବେଶୀ ସିନେମା ଦେଖନ୍ତି ନାହିଁ କିନ୍ତୁ ଅନୁଭବ ଙ୍କ ଫିଲ୍ମ ଆକାଶେ କି ରଙ୍ଗ ଲାଗିଲା ।
ଏହି ଫିଲ୍ମ ଟିକୁ ରୁଦ୍ର ମହାରଥୀ 2 ଥର ସିନେମା କୁ ଦେଖିବା ପାଇଁ ସିନେମା ହଲ୍ ଯାଇଥିଲେ ଆଉ ସିନେମା ଟି ବହୁତ ଭଲ ହେଇଥିଲା ଆଉ ଆଗକୁ ଓଡିଆ ସିନେମା ଆହୁରି ଦେଖିବା ପାଇଁ ଅନୁଭବ ମଧ୍ୟ ଅନୁରୋଧ କରି କହିଛନ୍ତି କେବଳ ଏତିକି ନୁହଁ ଆହୁରି ମଧ୍ୟ ନିଜ ର ଅନୁଭୂତି ବିଷୟ ରେ କଥା ହେଇ ଛନ୍ତି ଅନୁଭବ ମହାନ୍ତି ଓ ରୁଦ୍ର ମହାରଥୀ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।