ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ବର୍ତ୍ତମାନ ସମୟ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ବରିଷ୍ଠ ଅଭିନେତା ମାନେ ଅଛନ୍ତି ଓ ଏହି ବରିଷ୍ଠ ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ହେବା ସହ ଓଡ଼ିଶା ର ଘର ଘରେ ପରିଚିତ ।
ବର୍ତ୍ତମାନ ସମୟ ରେ ଅନେକ ବରିଷ୍ଠ ଅଭିନେତା ମାନେ ଅଛନ୍ତି ଯେଉଁ ମାନେ କି ବର୍ତ୍ତମାନ ସମୟ ରେ ଆଉ କିଛି ବରିଷ୍ଠ ଅଭିନେତା ଙ୍କୁ ମନେ ପକାଇ ମନ୍ ଦୁଃଖ କରୁଛନ୍ତି । ଓଡ଼ିଆ ଇଣ୍ଡଷ୍ଟ୍ରି ଅଧିକ ବରିଷ୍ଠ ଅଭିନେତା ଏହି ଦୁନିଆ ଛାଡ଼ି ଆର ପାରି କୁ ଚାଲି ଯାଇଛନ୍ତି । ସବୁଠାରୁ ଲୋକ ପ୍ରିୟ ଅଭିନେତା ଜଣକ ହେଉଛନ୍ତି ରାଇ ମୋହନ। ବର୍ତ୍ତମାନ ସମୟ ରେ ଏହି ଅଭିନେତା ଜଣକ ଆର ପାରି କୁ ଚାଲି ଯାଇଛନ୍ତି ।
ରାଇ ମୋହନ ମୃତ୍ୟୁ ବରଣ କରିବା ର ଅନେକ ଦିନ ହୋଇ ଗଲାଣି । ରାଇ ମୋହନ ଙ୍କୁ ମନେ ପକାଇ ବର୍ତ୍ତମାନ ସମୟ ରେ ଅଭିନେତା ଅଶ୍ରୁ ମୋଚନ ଦୁଃଖ କରିଛନ୍ତି ଓ ଅନେକ କିଛି କଥା କହିଛନ୍ତି ଓ ଆମେ ସେହି ବିଷୟ ରେ ଜାଣିବା । ଉଭୟ ଭଲ ସାଙ୍ଗ ଅଟନ୍ତି ଏକାଠି ରୁହନ୍ତି ଓ ଫୋନ୍ କଲ ରେ କଥା ମଧ୍ୟ ହୁଅନ୍ତି । ମୃତ୍ୟୁ କରିବା ର କାରଣ ଯେ ପିଲା ମାନେ ତାଙ୍କ କଥା ଶୁଣିଲେ ନାହିଁ ନିଜ ଇଚ୍ଛା ଅନୁଯାୟୀ କାମ କରନ୍ତି ।
ଯାହା ସେହି ସମୟ ରେ ଶୁଣିବା କଥା , ଯେତେବେଳେ ଅଶ୍ରୁ ମୋଚନ ରାଜଧାନୀ ଅପେରା ରେ କାମ କରୁଥିଲେ । ସେହି ସମୟ ରେ ରାଇ ମୋହନ ଙ୍କ ପାଇଁ ଅଶ୍ରୁ ମୋଚନ ବୁଝିଥିଲେ ଅଭିନୟ କରିବା ପାଇଁ । ପାର୍ଟି ସହିତ ସବୁ କିଛି ବୁଝା ସୁଝା ସରିଥିଲା ସେ ୪୦ ଲକ୍ଷ ଟଙ୍କା ନେବେ ବୋଲି ଫାଇନାଲ ସରିଥିଲା । ସେ ପ୍ରଥମେ ୨୦ ଲକ୍ଷ ଟଙ୍କା ଆଡଭାନ୍ସ ଆଣିବେ ବୋଲି ପାର୍ଟି ମାଲିକ ଙ୍କ ସହ କଥା ହୋଇଥିଲା ।
ଦୈତାରି ପଣ୍ଡା ବାହାରି ଯିବା ପରେ ତାଙ୍କ ସ୍ଥାନ ପୂରଣ କରିବା ପାଇଁ ରାଇ ମୋହନ ଆସିଥିଲେ । ସମସ୍ତ ଙ୍କ ପାଇଁ ରାଇ ମୋହନ ଅନେକ କିଛି କରିଥିଲେ କିନ୍ତୁ ତାଙ୍କର ଶେଷ ସମୟ ରେ ତାଙ୍କୁ କେହି ଶାନ୍ତି ରେ ରଖେଇ ଦେଲେ ନାଇଁ । ସମସ୍ତ ଙ୍କୁ ଭଲ ପାଇବା ଦେବା ସହ ଅନେକ କିଛି କରୁଥିଲେ । ଏମିତି କଣ ବାଧିଲା ଭଳି ଘଟଣା ଘଟିଲା ଯେ ସେ ଏହି ଭଳି ସେ ନିଷ୍ପତି ନେଇଥିଲେ ।
ଏହି ଭଳି ଅନେକ କିଛି କଥା କହିଛନ୍ତି ଅଭିନେତା ଅଶ୍ରୁ ମୋଚନ । ବନ୍ଧୁ ହିସାବ ରେ ଉଭୟ ଭଲ ବନ୍ଧୁ ଥିଲେ । ଏତେ ସବୁ ଘଟିଥିଲେ ମଧ୍ୟ କେବେ ହେଲେ ରାଇ ମୋହନ କାହାକୁ କିଛି କହୁ ନ ଥିଲେ । କହି ପାରୁ ନ ଥିଲେ ଓ ଶୁଣି ଶୁଣି ସେ ବୋଧେ ଆଉ ସହି ପାରିଲେ ନାହିଁ ବୋଲି ନିଜ ଜୀବନ ହାରି ଦେଲେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।