ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି ଦୀପିକା ନ୍ୟାୟ୍ ପାଇବା ପାଇଁ ଦିନେସ୍ ଙ୍କ ଘର ଆଗରେ ଧାରଣା ରେ ବସିଛି ଯାହା ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ଦୀପିକା ଧାରଣା ରେ ବସିବାର 1 ମାସ ପରେ ହେଇ ଯିବ ହେଲେ ତାକୁ ନ୍ୟାୟ ଏପର୍ଯ୍ୟନ୍ତ ମିଳିଲା ନାହିଁ । ଦୀପିକା ଏମିତି ଧାରଣା ରେ ବସି ସେ ବି ବହୁତ କିଛି ହରେଇ ସାରିଛନ୍ତି ହେଲେ ସେ ସବୁ ତାଙ୍କ ପାଇଁ କମ୍ କାରଣ ସେ ଏଇଠି ଟଙ୍କା ସୁନା କିଛି ବି ଚାହୁଁ ନାହାନ୍ତି ସେ ଚାହୁଁ ଛନ୍ତି ନ୍ୟାୟ ତାଙ୍କ କୁନି ପୁଅ ପାଇଁ ନ୍ୟାୟ୍ ସ୍ୱ ଚାହୁଁ ଛନ୍ତି ତାଙ୍କ ପୁଅ କୁ ବାପ ର ପରିଚୟ୍ ମିଳୁ ଆଉ ତାଙ୍କୁ ସମସ୍ତେ କୁହନ୍ତି ଦିନେସ୍ ହିଁ ଦେଉଛି ଦୀପିକା ର ସ୍ବାମି ।
ଏବେ ମନେ ମନେ ଦୀପିକା ଦିନେଶ କୁ ଏମିତି ସବୁ କହୁଛନ୍ତି … ଦିନେଶ ଦିନ ଆସିବ ସେଦିନ ତୁ କାନ୍ଦିବୁ ମୁଁ ହସିବି । ମୁଁ ବହୁତ୍ ହସିବୀ ଆଉ ସେତେବେଳେ ତୁ ଭୋ ଭୋ ହେଇ କାନ୍ଦୁଥିବୁ। ତୋ ପାଖରେ କେହି ବି ନଥିବେ ଆଉ ଆହା ପଦେ କହିବାକୁ କେହି ନ ଥିବେ । ତୁ ଏକୁଟିଆ ରହିଯିବୁ ଶେଷ ମୁହୂର୍ତ୍ତ ରେ ତୋ ପାଖେ କେହି ନ ଥିବେ । ହେଲେ ସେତେ ବେଲେମୋ ପାଖରେ ମୋ ପୁଅ ଥିବ ତୁ ଦେଇଯାଇଥିବା ସନ୍ତକ ମୋ ପାଖରେ ଥିବ।
ହେଲେ ତୋ ପାଖରେ ସେତେ ବେଳେ କେହି ନଥିବେ । ମୋ ଅସହାୟ ର ସାହାରା ବେଦୀ ମୋ ପୁଅ ଥିବ । ଏବେ ତୁ ବୁଝିପାରିଲୁନି ମୋ ପ୍ରେମ କୁ ଦେଲୁନି ମୋ ଛୁଆ କୁ ସାହାରା । ହେଲେ ମନେ ରଖ ଦିନେଶ ଯେତେବେଳେ ସବୁ ସରି ଯାଇଥିବ ସେତେବେଳେ ବୁଝିବୁ e ଦୀପିକା କଣ ତୋ ପାଇଁ । ଏବେ ଯେମିତି ମୁଁ କାନ୍ଦୁଛି ସେମିତି ବି ତୁ ସେମିତି କାନ୍ଦିବୁ ମୋ କଥା କୁ ମନେ ପକେଇ . ଏମିତି ଗୁମୁରି ହେଇ କାନ୍ଦୁଛି ଦୀପିକା ।
