Breaking News

ପୁଅକୁ ଦେଖା କରିବାକୁ ଆସିଲା ଦୀପିକା, କୁଣ୍ଡେଇ ଧରି ଗେଲ କରି ପକାଇଲା … ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି ଦୀପିକା ନ୍ୟାୟ୍ ପାଇବା ପାଇଁ ଦିନେସ୍ ଙ୍କ ଘର ଆଗରେ ଧାରଣା ରେ ବସିଛି ଯାହା ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ । ଦୀପିକା ଧାରଣା ରେ ବସିବାର 1 ମାସ ପରେ ହେଇ ଯିବ ହେଲେ ତାକୁ ନ୍ୟାୟ ଏପର୍ଯ୍ୟନ୍ତ ମିଳିଲା ନାହିଁ । ଦୀପିକା ଏମିତି ଧାରଣା ରେ ବସି ସେ ବି ବହୁତ କିଛି ହରେଇ ସାରିଛନ୍ତି ହେଲେ ସେ ସବୁ ତାଙ୍କ ପାଇଁ କମ୍ କାରଣ ସେ ଏଇଠି ଟଙ୍କା ସୁନା କିଛି ବି ଚାହୁଁ ନାହାନ୍ତି ସେ ଚାହୁଁ ଛନ୍ତି ନ୍ୟାୟ ତାଙ୍କ କୁନି ପୁଅ ପାଇଁ ନ୍ୟାୟ୍ ସ୍ୱ ଚାହୁଁ ଛନ୍ତି ତାଙ୍କ ପୁଅ କୁ ବାପ ର ପରିଚୟ୍ ମିଳୁ ଆଉ ତାଙ୍କୁ ସମସ୍ତେ କୁହନ୍ତି ଦିନେସ୍ ହିଁ ଦେଉଛି ଦୀପିକା ର ସ୍ବାମି ।

ଏବେ ମନେ ମନେ ଦୀପିକା ଦିନେଶ କୁ ଏମିତି ସବୁ କହୁଛନ୍ତି … ଦିନେଶ ଦିନ ଆସିବ ସେଦିନ ତୁ କାନ୍ଦିବୁ ମୁଁ ହସିବି । ମୁଁ ବହୁତ୍ ହସିବୀ ଆଉ ସେତେବେଳେ ତୁ ଭୋ ଭୋ ହେଇ କାନ୍ଦୁଥିବୁ। ତୋ ପାଖରେ କେହି ବି ନଥିବେ ଆଉ ଆହା ପଦେ କହିବାକୁ କେହି ନ ଥିବେ । ତୁ ଏକୁଟିଆ ରହିଯିବୁ ଶେଷ ମୁହୂର୍ତ୍ତ ରେ ତୋ ପାଖେ କେହି ନ ଥିବେ । ହେଲେ ସେତେ ବେଲେମୋ ପାଖରେ ମୋ ପୁଅ ଥିବ ତୁ ଦେଇଯାଇଥିବା ସନ୍ତକ ମୋ ପାଖରେ ଥିବ।

ହେଲେ ତୋ ପାଖରେ ସେତେ ବେଳେ କେହି ନଥିବେ । ମୋ ଅସହାୟ ର ସାହାରା ବେଦୀ ମୋ ପୁଅ ଥିବ । ଏବେ ତୁ ବୁଝିପାରିଲୁନି ମୋ ପ୍ରେମ କୁ ଦେଲୁନି ମୋ ଛୁଆ କୁ ସାହାରା । ହେଲେ ମନେ ରଖ ଦିନେଶ ଯେତେବେଳେ ସବୁ ସରି ଯାଇଥିବ ସେତେବେଳେ ବୁଝିବୁ e ଦୀପିକା କଣ ତୋ ପାଇଁ । ଏବେ ଯେମିତି ମୁଁ କାନ୍ଦୁଛି ସେମିତି ବି ତୁ ସେମିତି କାନ୍ଦିବୁ ମୋ କଥା କୁ ମନେ ପକେଇ . ଏମିତି ଗୁମୁରି ହେଇ କାନ୍ଦୁଛି ଦୀପିକା ।

ତେବେ ଆଗକୁ ଯଦି ଦିନେଶ ଦୀପିକାଙ୍କୁ ଗ୍ରହଣ ନ କରନ୍ତି ତେବେ ସେ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିବେ ବୋଲି ନିଷ୍ପତି ନେଇ ସାରିଛନ୍ତି। ଏହା ସହିତ ଦୀପିକା ଆହୁରି ମଧ୍ୟ କହିଛନ୍ତି ‘ଓଡ଼ିଶାବାସୀ, ଏସପି, ଏମଏଲଏ ସମସ୍ତଙ୍କୁ ମୋର ଅନୁରୋଧ ଯେ ମତେ ସାହାଯ୍ୟ କରନ୍ତୁ। ମତେ ନ ହେଲେ ବି ମୋ ପୁଅ ମୁହଁକୁ ଚାହିଁ ମତେ ସାହାଯ୍ୟ କରନ୍ତୁ। ମତେ ନ୍ୟାୟ ଦେବାକୁ ମୋର ସାଥ ଦିଅନ୍ତୁ। ଏହା ଛଡ଼ା ମୋର ଆଉ କିଛି କହିବାର ନାହିଁ’ ବୋଲି କହିଛନ୍ତି ଦୀପିକା।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

 

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *