Breaking News

ପୁଅ କହୁଛି- ବାପା ନଥିବା ସମୟରେ ମୋ ବୋଉ ତା ପ୍ରେ-ମି-କ ସହ ଶୋ-ଇ-ଥି-ଲା, ଆଉ ମୁଁ ଦେଖି ଦେବାରୁ – ଦେଖନ୍ତୁ ଭିଡିଓ

ବୋଉ ବା ମାଆ ଶବ୍ଦ ଯେତିକି ପବିତ୍ର ସେତିକି ନା ମନ ବି ନିର୍ମଳ ଆଉ ମାଆ ଶବ୍ଦ ରେ ଥାଏ ଅସରନ୍ତି ଶକ୍ତି ଯାହା କେବେ କଳ୍ପନା ବି କରିହେବ ନାହିଁ । ହେଲେ ଏଠି ଛୁଆ ଟି କହୁଛି ମାଆ କୁ ଛି ବୋଉ ଛି ତୁ ଏତେ ବଡ଼ ଅଲାଜୁକି ତୋର ବୋଉ ପଣିଆ କୁ ଧିକ । ତୁ ପରା ଗୋଟିଏ ମାଆ । ମାଆ ହୋଇ ଫୁଣି ଆମ ଭଳି ପୁଅ ମାନଙ୍କ ଆଗରେ ଏମିତି କାମ କରି ପାରିଲୁ ।

ତୁ ଗୋଟିଏ ପରା ପୁରୁଷ ଠାରେ ପୁଅ ସାମ୍ନା ରେ ଏମିତି ଖରାପ କାମ କରିବାକୁ ତୋତେ ଟିକେ ଖରାପ ଲାଗିଲାନି କେମିତି । ତୋତେ ମାଆ ବୋଲି କହିବାକୁ ଆମ କୁ ଖରାପ ଲାଗୁଚି । ଆଉ ତୁ ପୁରା ମାଆ ଶବ୍ଦ କୁ କଳଙ୍କ ଲଗେଇ ଦେଉଛୁ । ତୋତେ ବୋଉ ବୋଲି ଡାକିବା କୁ ମୋତେ ଆଜି ଲାଜ ଲାଗୁଚି । ଏମିତି ମାଆ କୁଳ୍ ରେ ଜନ୍ମ ନେଇ ଆଜି ଗୋଟିଏ ଛୁଆ ନିଜ କୁ ଧିକାର୍ କରୁଛି ।

ଆଜି ମାଆ ପାଇଁ ସେ ଗୋଟିଏ ଛୁଆ ତା ସାଙ୍ଗ ମାନଙ୍କ ସହ ମିଶି ପାରୁନି । ସାହି ପଡିସା ଘରକୁ ବି ଯାଇ ପାରୁନି ଆଉ ଯିଏ ମୋ ମୁହଁ କୁ ଚାହୁଛି ମୋ ମୁହଁ ତଳକୁ ହେଇ ଯାଉଛି । ମାଆ ଏମିତିକା କାମ କରିଛି ଯେ ନାଁ ଭାଇ ଭଉଣୀ ଙ୍କ ଆଗରେ ତୋ କଥା କହି ପାରୁଛି ନା ତୋତେ ମାନେ ପକେଇ ତୋ କଥା କାନ୍ଦି ପାରୁଛି । ତୁ କରିଥିବା ସେ ସବୁ ଖରାପ କାମ ମୋ ଆଖି ଆଗ ରେ ନାଚି ଯାଉଛି ।

ତୁ ତୋର ମାଆ ପଣିଆ କୁ ତୁ ନିଜେ ହଜେଇ ଦେଇଛୁ । ତୋର ଆମେ ଗୋଟିଏ କି ଦୁଇଟି ନୁହଁ 4 ତା ପିଲା ଅଛୁ । ଫୁଣି ବାପା ତୋର କି ଅଭାବ ରଖିଲେ ଯେ ତୁ ଖରାପ କାମ କଲୁ । ଫୁଣି ପୁଅ ମାନଙ୍କ ଆଗରେ ଗୋଟିଏ ପର ଲୋକ ଙ୍କ ସହ ଖରାପ କାମ କଲା । ଆଉ ତା ପର ଦିନ ପଳେଇ ଗଲୁ କୋଆଡେ । ଘରକୁ ତୁ ଫେରୁଲୁ ନାହିଁ ଫେରିଲା ତୋର ମୃ-ତ ଦେହ ।

ଆଜି ସେହିଥି ପାଇଁ ପୁଅ ଟିଏ ତା ମାଆ ପାଇଁ କାନ୍ଦୁଚି ଯେଉଁ ବୟସ ରେ ସେ ମାଆ ର ଭଲ ପାଇବା ପାଇବା କଥା ସେହି ବୟସ ରେ ଆଜି ତା ମାଆ ପାଇଁ ସେ ନିଆଁ ରେ ଜଳୁଛନ୍ତି । ସ୍ବାମି ଙ୍କ ନାଁ ବ୍ରଜ ନାଏକ ଓ ସ୍ତ୍ରୀ ଭାରତୀ ନାଏକ । ଘଟଣା ଟି ଘଟିଛି ଢେଙ୍କାନାଳ ଜିଲ୍ଲା ର ରସୋଳ ଥାନା ର ଖଣ୍ଡଟିରି ଗାଁ ର । ଏ 4 ପୁଅ ଝିଅ କୁ ନେଇ ବହୁତ ଖୁସି ରେ ଥିଲେ ।

ସ୍ବାମି ବ୍ରଜ ନାଏକ ବାହାରେ ରହି କାମ କରନ୍ତି । ଆଉ ତାଙ୍କ ସ୍ତ୍ରୀ ଦିନ ମଜୁରିଆ ଭାବରେ କାମ କରୁଥିଲେ । ହେଲେ ହଠାତ ସୁଖ ଶାନ୍ତି ପରିବାର ରେ 3ୟ ଲୋକ ସାଜି ପ୍ରବେଶ କରିଥିଲେ ମାଡୁଆ ନୂଆ ସାହି ଗ୍ରାମର ସର୍ବେଶ୍ଵର ସାହୁ । ଭାରତୀ ନାଏକ ଓ ସର୍ବେସ୍ବର ସାହୁ ଙ୍କ ଭୀତ ରେ ଥିବା ପ୍ରେମ ସବୁ ଆଡ଼େ ଚର୍ଚ୍ଚା ରେ ଚାଲିଲା ।

ଦିନେ ସ୍ବାମି ବାହାରେ ଥିବାର ସୁଯୋଗ ନେଇ ଦୁଇ ପୁଅ କୁ ବଜାର ବୁଲେଇ ନେବା ବାହାନା ରେ ପ୍ରେମିକ ସହ ଦେଖା କଲା । ସର୍ବେଶ୍ଵର ସାହୁ ସାନ ପୁଅ କୁ କୁରୁକୁରି ଦେଇ ମାଆ ଙ୍କ ସହ ଖରାପ କାମ କଲା ଆଉ ପର ଦିନ ରାତି ରେ ସର୍ବେଶ୍ଵର ସାହୁ ସହ ଘର ଛାଡି ଚାଲିଗଲା । ସ୍ବାମି ବାହାରୁ ଫେରି ପୋଲିସ ରେ ଆସି ଅଭିଯୋଗ କଲା ପରେ ପୋଲିସ ସର୍ବେଶ୍ଵର ଙ୍କୁ ଥାନା କୁ ଆଣି ଛାଡି ଦେଲା ।

ହେଲେ ଗତ ଅଗଷ୍ଟ 14 ତାରିଖ ଦିନ ଖଣ୍ଡଟିରି ଅଞ୍ଚଳ ର ଜଣେ ବୃଦ୍ଧ ଦେଖିବାକୁ ପାଇଲେ ଯେ ପାଇପ ଯାଇଥିବା ଗୋଟିଏ ବାଉଁଶ କୋଲ ସ୍ଥାନ ରେ ଭାରତୀ ନାଏକ ଙ୍କ ମୃତ ଦେହ ପଡି ରହିଛି । ଏବେ ସ୍ବାମି ସହ ପୁଅ ମଧ୍ୟ ଗାଣ ମାଧ୍ୟମ ରେ ଅଭିଯୋଗ ଆଣିଛନ୍ତି ଯେ ଭାରତୀ ନାଏକ କୁ ତାଙ୍କ ପ୍ରେମିକ ସର୍ବେଶ୍ଵର ସାହୁ ହିଁ ହତ୍ୟା କରିଛି ।

About admin

Check Also

କିଛି ମାଲିକ କଷ୍ଟମର ମାନଙ୍କୁ କୁହନ୍ତି, ଏତିକି ପଇସା ଉଡାଓ ସେ ଝିଅ ତୁମ ସହିତ ଯିବ, ଖାଲି ପେଟ ଛାତି ଦେଖିବାକୁ ପଇସା.. – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ମଣିଷ ତାର ଜୀବନ ରେ ଖୁସି କୁ ବଞ୍ଚିବାକୁ …

Leave a Reply

Your email address will not be published. Required fields are marked *