ଦର୍ଶକ ବନ୍ଧୁ ସ୍ୱାମୀ ସ୍ତ୍ରୀ ଙ୍କ ମଧ୍ୟ ରେ ଝଗଡା ହେଲା , ସ୍ବାମୀ ଜଣକ ନିଜ ସ୍ତ୍ରୀ ଛାଡ଼ପତ୍ର ଦେବା ପାଇଁ କହିଲା । ଏହି କଥା ସ୍ତ୍ରୀ ଜାଣିବା ପରେ ନିଜ ଶଶୁର ଙ୍କୁ ଜଣାଇଥିଲା ଯେ ଆପଣ ଙ୍କ ପୁଅ ମୋତେ ଛାଡ଼ପତ୍ର ଦେବେ ବୋଲି , ବୋହୂ ର ଏହି କଥା ଶୁଣିବା ପରେ ଶଶୁର ସମାଧାନ ବାଟ ନ ବାହାର କରି ବୋହୂ ଉପରେ ଖ-ରା-ପ୍ ନଜର ରଖିଲା ।
ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ଗୋଟିଏ କୋଠରୀ ରେ ସେ ନିଜ ବୋହୂ କୁ ୧୫ ଦିନ ଯାଏ ଦୁ-ଷ୍କ-ର୍ମ କରିଥିଲା । ମନ ଇଚ୍ଛା ରଖିଲେ ଶା-ରି-ରୀ-କ ସମ୍ପର୍କ , ମୁହଁ ରେ କପଡ଼ା ବାନ୍ଧି ବୋହୁ କୁ ଅଣନିଃଶ୍ୱାସ କରି ବୋହୂ ସହ ରଖୁଥିଲା ଶା-ରି-ରୀକ ସମ୍ପର୍କ । ଶଶୁର ନିଜ ବୋହୂ ସହ ଶା-ରି-ରୀ-କ ସମ୍ପର୍କ ଗୋଟିଏ ଦିନ ନୁହେଁ କି ଦୁଇ ଦିନ ସେ ୧୫ ଦିନ ପର୍ଯ୍ୟନ୍ତ ଶା-ରି-ରୀ-କ ସମ୍ପର୍କ ରଖିଥିଲା ।
ବୋହୂ ଯେବେ ବି କିଛି କରିବାକୁ ଚାହୁଁଥିଲା ସେହି ସମୟ ରେ ଶଶୁର ବୋହୁ ବେକ ରେ କେତେବେଳେ କଟୁରୀ ତ ଆଉ କେତେବେଳେ କାତି ରଖି ଡରାଇ ଶା-ରି-ରୀ-କ ସମ୍ପର୍କ ରଖି ଥିଲା ଓ ବୋହୂ କୁ ବାଧ୍ୟତାମୂଳକ ଶା-ରି-ରୀ-କ ସମ୍ପର୍କ ରଖିବା କୁ କହୁଥିଲେ । ବନ୍ଧୁଗଣ ଏହି ଭଳି ଅଘଟଣ କେଉଁଠି ଘଟିଛି ଆସନ୍ତୁ ଜାଣିବା
ଘଟଣା ଟି ହେଉଛି ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଅନ୍ତର୍ଗତ ଚଉଳିଆ ଗ୍ରାମ ର । ଶଶୁର କୁ ବୋହୂ ନିଜର ଦୁଃଖ ବିଷୟ ଜଣାଇବା ପରେ ଶଶୁର ସମାଧାନ ପରିବର୍ତ୍ତେ ସେ ବୋହୂ କୁ ୧୫ ଦିନ ଯାଏ ମୁହଁ ରେ କପଡ଼ା ବାନ୍ଧି ତାଙ୍କୁ ଅଣନିଃଶ୍ୱାସ କରାଇ ଶା-ରିରୀ-କ ସମ୍ପର୍କ ରଖୁଥିଲା ଓ ଯାହାକୁ ନେଇ ବର୍ତ୍ତମାନ୍ ସମୟ ରେ ବୋହୂ ଭୋ ଭୋ ହୋଇ କାନ୍ଦୁଛି ।
ବୋହୂ ଜଣକ କ୍ୟାମେରା ସାମ୍ନା ରେ ସବୁ କିଛି କହିଛି , ବୋହୂ କେଉଁଆଡେ ଫୋନ କରିଦେବ ବୋଲି ଶଶୁର ଜଣକ ବୋହୂ ଠାରୁ ମୋବାଇଲ୍ ଛଡାଇ ନେଇଥିଲା । ବୋହୂ ଏହି କଥା କାହାକୁ ନ କହିବା ପାଇଁ କହିଥିଲା ନହେଲେ ଜୀଵନ ରୁ ମା-ରି ଦେବ ବୋଲି କହୁଥିଲା । ଏ ପଟେ ସ୍ୱାମୀ ଜଣକ ଛାଡ଼ପତ୍ର ଦେବ ବୋଲି କହୁଛି ଓ ଏପଟେ ଶଶୁର ଶା-ରି-ରୀ-କ ସମ୍ପର୍କ ରଖୁଛି ।
ଶଶୁର କୌଣଷି କାର୍ଯ୍ୟ ବାହାର୍ କୁ ଯାଇଥିଲେ ଓ ମୋବାଇଲ ଛାଡି ଦେଇ ଚାଲି ଯାଇଥିଲେ ଓ ବୋହୂ ଜଣକ ଫୋନ ଆଣି ନିଜ ବଡ ଭଉଣୀ କୁ ଫୋନ କରି ସବୁ କଥା କହିଥିଲେ । ବର୍ତ୍ତମାନ୍ ସମୟ ରେ ଶଶୁର ନାମ ରେ ଅଭିଯୋଗ ହେବା ପରେ ଦେଖାଯାଉ ଆଗାମୀ ସମୟ ରେ ପୋଲିସ ଶଶୁର ବିରୋଧ ରେ କଣ କାର୍ଯ୍ୟାନୁଷ୍ଠାନ ନେଉଛି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।