Breaking News

ପୁଅ ସାଙ୍ଗକୁ ଆଜି ବାହା ହେବେ ବିଧାୟକ କ୍ୟାପଟେନ୍ ଦିବ୍ୟ ଶଙ୍କର ….. ଦେଖନ୍ତୁ

ଆଜି ବାହା ହେବାକୁ ଯାଉଛନ୍ତି ବିଧାୟକ ର କ୍ୟାପେଟନ୍ ଦିବ୍ୟ ଶଙ୍କର । ଆଉ କନ୍ୟା ଯିଏ ଅଛନ୍ତି ସିଏ ହେଉଛନ୍ତି ବିଧାୟକ ର କ୍ୟାପେଟନ୍ ଙ୍କ ପୁଅ ର ସାଙ୍ଗ । ଝିଅ ର ବୟସ ହେବ ମାତ୍ର 19 ବର୍ଷ ବୟସ । ବିଧାୟକ ର କ୍ୟାପେଟନ୍ ଦିବ୍ୟ ଶଙ୍କର ପୁଅ କୁ 22 ବର୍ଷ ବୟସ ହୋଇ ଥିବା ବେଳେ ଝିଅ ସାଙ୍ଗ କୁ ହୋଇଛି ମାତ୍ର 19 ବର୍ଷ ବୟସ ।

ତେବେ ବିଧାୟକ ର କ୍ୟାପେଟନ୍ ଦିବ୍ୟ ଶଙ୍କର ପୁଅ ର ସାଙ୍ଗ କୁ ପ୍ରେମ ବିବାହ କରିବେ ବୋଲି ଜଣା ପଡିଛି ଯାହା କି ବର୍ତ୍ତମାନ ସମୟରେ ବହୁତ ମାତ୍ରା ରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ତେବେ ଫେବ୍ରୁୟାରି 25 ତାରିଖ ରେ ସେ ବିବାହ କରିବେ ବୋଲି ବହୁତ ଚର୍ଚ୍ଚା ହେବା ରେ ଲାଗିଛି ।

ପୁଅ କୁ 22 ହେଲା ବେଳେ ତାଙ୍କ ବାପା ଅର୍ଥାତ ବିଧାୟକ ର କ୍ୟାପେଟନ୍ ଦିବ୍ୟ ଶଙ୍କର ଙ୍କୁ 56 ବର୍ଷ ବୟସ ଆଉ ସେ ଯାହା କୁ ବିବାହ କରିବାକୁ ଯାଉଛନ୍ତି ତାଙ୍କୁ 19 ବର୍ଷ ବୟସ ହୋଇଛି ବୋଲି କହିଛନ୍ତି ବିଧାୟକ ସୁର ରାଉତ ରାଏ । ପୁରୀ ରେ ଏକ Resort ରେ ହେବ ବିଧାୟକ ର କ୍ୟାପେଟନ୍ ଦିବ୍ୟ ଶଙ୍କର ର ବିବାହ ।

ହେଲେ ଏହି ବାହାଘର ନିଡାମ୍ବର ରେ ହେବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ବାହାଘର ରେ କେବଳ ତାଙ୍କ ର ସବୁ ଲୋକ୍ ଙ୍କ ସହ ଆଉ କିଛି ନିକିଟୟ ସମ୍ପର୍କୀୟ ମାନେ ମଧ୍ୟ ଯୋଗ ଦେବେ । ଏହି ଖବର ଟି ସୋସିଆଲ୍ ମିଡ଼ିଆ କୁ ଆସିବା ପରେ ସୋସିଆଲ୍ ମିଡ଼ିଆ ରେ ଖୁବ ଭାଇରାଲ୍ ହେବାକୁ ଲାଗୁଛି କିଛି ଦିନ ହେବ ।

ତେବେ ବିଧାୟକ ର କ୍ୟାପେଟନ୍ ଦିବ୍ୟ ଶଙ୍କର ନିଜେ ମଧ୍ୟ ଏହି ବାହାଘର କୁ ସ୍ବକାର କରିଛନ୍ତି । ଯୁବତୀ ଜଣକ ଭୁବନେଶ୍ଵର ର ଏକ ଘରୋଇ କମ୍ପାନୀ ରେ ଚାକିରି କରୁଥିବା ବେଳେ ବିଧାୟକ ର କ୍ୟାପେଟନ୍ ଦିବ୍ୟ ଶଙ୍କର ଠାରୁ ମାତ୍ର 20 ବର୍ଷ ସାନ ବୋଲି ଚର୍ଚ୍ଚା ହେଉଛି ।

ଏହା ପୂର୍ବ ରୁ ଦିବ୍ୟ ଶଙ୍କର ଙ୍କ ର ପୂର୍ବ ସ୍ତ୍ରୀ ଙ୍କ ସହ ଛାଡପତ୍ର 10 ବର୍ଷ ପୂର୍ବ ରୁ ହିଁ ହୋଇ ସାରିଛି । ଆଉ ତାଙ୍କ ସ୍ତ୍ରୀ ମଧ୍ୟ ଅନ୍ୟ ଜାଗା ରେ ବାହା ହୋଇ ଖୁସିରେ ଅଛନ୍ତି କିନ୍ତୁ ଉଭୟ ଙ୍କ ର 22 ବର୍ଷ ର ପୁଅ ଥିବାର ମଧ୍ୟ ଜଣା ପଡିଛି ।ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

Exclusive: ମେଡିକାଲ୍ ରେ ପିଣ୍ଟୁ ନନ୍ଦ ଓ ସ୍ତ୍ରୀ ଶିଳ୍ପାଙ୍କ କଥାବାର୍ତ୍ତା ଆସିଲା ସାମ୍ନାକୁ … ଦେଖନ୍ତୁ

ଓଲିଉଡ଼ ଅଭିନେତା ସ୍ବର୍ଗତ ପିଣ୍ଟୁ ନନ୍ଦ ଙ୍କୁ ନେଇ ପୁଣି ଏକ ବଡ଼ ଖବର ସାମ୍ନା କୁ ଆସିଛି । …

Leave a Reply

Your email address will not be published. Required fields are marked *