Breaking News

ପୁଣି ନାଗ ନାଗୁଣୀ କୋଳାକୋଳି, ଜେଲ ଭିତରେ ଇମୋସନାଲ I କୋଳାକୋଳି ହୋଇ ଭୋ ଭୋ ହୋଇ କାନ୍ଦିଲେ … ଦେଖନ୍ତୁ ଭିଡିଓ

ଅର୍ଚ୍ଚନା ନାଗ ଓ ତାଙ୍କ ସ୍ବାମି ଜଗବନ୍ଧୁ ବାସ୍ 15 ମିନିଟ କଥା ହୋଇ ବହୁତ ଭାବ ବିହୋଳ୍ ହୋଇ ପଡିଛନ୍ତି । ହନିଟ୍ରାପ୍ ରେ ଗିରଫ ହୋଇ ଥିବା ଅର୍ଚ୍ଚନା ନାଗ ଓ ସ୍ବାମି ଜଗବନ୍ଧୁ ଚାନ୍ଦ ଝାରପଡ ଜେଲ ରେ । ଜେଲ ର ମାନୁଆଲ୍ ଅନୁସାରେ 2ୟ ଥର ସେମାନେ କାଲି ଭେତା ହୋଇ ଛନ୍ତି । ଜେଲ ଅଧିକାରୀ ଙ୍କ ଉପସ୍ଥିତ ରେ ଉଭୟ ଉଭୟ ଙ୍କୁ ଭେଟି ଥିଲେ ଆଉ 15 ଦିନ କଥା ହୋଇ ଥିଲେ ।

ଆଉ ସେ 15 ମିନିଟ ଉଭୟ ଉଭୟ ଙ୍କୁ ବେସ୍ ଭାବ ବିହୋଳ୍ କରି ଦେଇ ଥିଲା । ବିଶେଷ ସୁତ୍ର୍ ରୁ ମିଳି ଥିବା ଖବର ଅନୁସାରେ ଏହି 15 ମିନିଟ ସେମାନେ କେବଳ ନିଜ ର ବେଲ୍ ବିଷୟ ରେ ହିଁ କଥା ହୋଇ ଥିଲେ । ଆଉ ଶେଷ କୁ ଜଗବନ୍ଧୁ ର ଭଲ ମନ୍ଦ ପଚାରି ଥିଲେ ଅର୍ଚ୍ଚନା କେମିତି ଖାଉଛ କେମିତି ରହୁଛ । ଜେଲ ରେ ଖାଇବା ତୁମ କୁ ଭଲ ଲାଗୁଚି କି ନାହିଁ ।

ତୁମ କୁ ବହୁତ ଅସୁବିଧା ହେଉ ଥିବ ଏମିତି ଅନେକ କଥା ପ୍ରଶ୍ନ ପଚାରି ଥିଲେ ଅର୍ଚ୍ଚନା ଜଗବନ୍ଧୁ ଙ୍କୁ । ଏହି 15 ମିନିଟ କଥା ବାର୍ତା ପରେ ବହୁତ ଭାବ ବିହୋଳ୍ ହୋଇ ପଡି ଥିଲେ ଜଗବନ୍ଧୁ । କୁଆଡେ ଅର୍ଚ୍ଚନା ଙ୍କୁ ଆଲିଙ୍ଗନ୍ କରି ଭୋ ଭୋ କରି କାନ୍ଦି ଉଠିଲେ । ଖଣ୍ଡଗିରି ଥାନା ରେ ଅଭିଯୋଗ କରି ଥିବା ଯୁବତୀ ତାଙ୍କ ଗ୍ରାମ ହେଉଛି ବାଙ୍କୀ ରେ ।

ସେ ଯୁବତୀ ଜଣକ ଏବେ ନଥିଲା ଭଳି ଜଣା ପଡିଛି ସେ ଯୁବତୀ ଜଣକ ଏବେ କେଉଁଠି ଲୁଚି ରହିଛନ୍ତି । ସେଥି ପାଇଁ ତାଙ୍କୁ ନେଇ ଏବେ ସଂନ୍ଦେହେ ବଢୁଛି । କଥା ଉଠୁଛି ଖଗା କୁଆଡେ ପ୍ରମାଣ ନଷ୍ଟ କରୁଛି । ଅନ୍ୟ ପଟେ ତଦନ୍ତ ବି ଜୋରେ ଚାଲିଛି । ଜେଲ ରେ ନାଗ ଦମ୍ପତି ଙ୍କୁ ପଚରାଉଚରା କରିବା ପାଇଁ ଆଜି କୋର୍ଟ ରେ ଆବେଦନ କରିବେ ବୋଲି ସୁଚନା ମିଳିଛି ।

ଉଭୟ ଙ୍କୁ ପଚରା ଉଚରା କରିବା ପରେ ଜଣା ପଡିବେ କେତେ ଟଙ୍କା ର କେମିତି ମାଲିକ ମାଲେକାଣି ହେଲେ ନାଗ ଓ ଚାନ୍ଦ ଦମ୍ପତି ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *