ଓଡ଼ିଆ ଇଣ୍ଡଷ୍ଟ୍ରି ବେଶ୍ ଲୋକ ପ୍ରିୟ ହୋଇ ପାରିଛି , ଏହି ଓଡ଼ିଆ ଇଣ୍ଡଷ୍ଟ୍ରି ଦର୍ଶକ ମାନ ଙ୍କ ମନୋରଞ୍ଜନ କରାଇବା ରେ ବେଶ୍ ପାରଙ୍ଗମ । ଆପଣ ମାନେ ନିଶ୍ଚିନ୍ତ ଭାବ ରେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଚଳଚିତ୍ର ଗୁଡ଼ିକୁ ଦେଖିବାକୁ ପାଉ ଥିବେ । ଆପଣ ମାନେ ଚଳଚ୍ଚିତ୍ର ଦେଖିବାକୁ ପାଉ ଥିବେ କିନ୍ତୁ ନିଜ ପସନ୍ଦ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ଙ୍କୁ ଦେଖିବାକୁ ପାଉ ନ ଥିବେ ।
ବର୍ତ୍ତମାନ ସମୟ ରେ ଅନେକ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନେ ଅଛନ୍ତି ଯେଉଁ ମାନେ କୌଣସି କାରଣ ରୁ ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ହୋଇ ରହିଛନ୍ତି ଓ ତାଙ୍କ ଅଭିନୟ ଦେଖିବା ପାଇଁ ଦର୍ଶକ ମାନେ ବେଶ୍ ଇଛୁକ ଥାଆନ୍ତି । ସେହିଭଳି ଜଣେ ଲୋକ ପ୍ରିୟ ଅଭିନେତ୍ରୀ ହେଉଛନ୍ତି ରଚନା ବାନାର୍ଜୀ । ନବେ ଦଶକ ଲୋକ ପ୍ରିୟ ଅଭିନେତ୍ରୀ ଭାବେ ବେଶ୍ ପରିଚିତ ।
ଏହି ଅଭିନେତ୍ରୀ ଜନକ ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ହୋଇ ଯିବା ର ଅନେକ ଦିନ ହୋଇ ଗଲାଣି ତଥାପି ଆଜି ଓଡ଼ିଶା ର ଦର୍ଶକ ମାନେ ତାଙ୍କୁ ମନେ ରଖିଛନ୍ତି ଓ ତାଙ୍କ ଅଭିନୟ କୁ ଦେଖିବାକୁ ବେଶ୍ ଇଛୁକ ଅଛନ୍ତି । ରଚନା ବାନାର୍ଜୀ ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ହୋଇ ରହିଛନ୍ତି ବୋଲି ଅଭିନୟ ଦୁନିଆ ରୁ ଦୂରେଇ ହୋଇ ନାହାଁନ୍ତି ସେ ବଙ୍ଗାଳୀ ଇଣ୍ଡଷ୍ଟ୍ରି ରେ ନିଜ ଅଭିନୟ ଜାରି ରଖିଛନ୍ତି ।
ଅଭିନେତ୍ରୀ ରଚନା ବାନାର୍ଜୀ ଯିଏ କି ଆମ ଓଡ଼ିଶା ର ନ ହୋଇଥିଲେ ମଧ୍ୟ ସେ ଓଡ଼ିଶା ରୁ ଯେତିକି ଭଲ ପାଇବା ପାଇଛନ୍ତି ତାହା ଆଜି ପର୍ଯ୍ୟନ୍ତ କେଉଁ ଅଭିନେତ୍ରୀ ମାନେ ପାଇ ନାହାଁନ୍ତି ଓ ଯାହା ଫଳ ରେ କି ବର୍ତ୍ତମାନ ମଧ୍ୟ ଦର୍ଶକ ମାନେ ବେଶ୍ ଇଛୁକ ଅଛନ୍ତି ତାଙ୍କ ଅଭିନୟ ଦେଖିବା ପାଇଁ । କେବଳ ରଚନା ବାନାର୍ଜୀ ଙ୍କ ଅଭିନୟ ନୁହେଁ ବରଂ ତାଙ୍କ ସହ ସିଦ୍ଧାନ୍ତ ମହାପାତ୍ର ।
ଉଭୟ ହେଉଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଅତୀତ ର ଲୋକ ପ୍ରିୟ ଯୋଡ଼ି ଓ ବର୍ତ୍ତମାନ ଉଭୟ ଅଭିନୟ ଏକାଠି ଆଉ ନ ଦେଖିବାକୁ ମିଲି ନ ଥିଲେ ମଧ୍ୟ ଉଭୟ ଙ୍କ ଯୋଡ଼ି ଲୋକ ପ୍ରିୟ ହୋଇ ରହିଛି ଓ ରହିଥିବ ମଧ୍ୟ । ବର୍ତ୍ତମାନ ସମୟ ରେ ଏକ ବଡ ଖୁସି ଖବର ଆସି ଯାଉଛି ସିଦ୍ଧାନ୍ତ ମହାପାତ୍ର ଓ ରଚନା ବାନାର୍ଜୀ ଙ୍କ ପ୍ରଶଂସକ ମାନ ଙ୍କ ପାଇଁ । ରଚନା ବାନାର୍ଜୀ ଓ ସିଦ୍ଧାନ୍ତ ମହାପାତ୍ର ଙ୍କ ଚଳଚ୍ଚିତ୍ର ଆସିବାକୁ ଯାଉଛି ।
ହଁ ବନ୍ଧୁ ଖୁବ୍ ଶୀଘ୍ର ଉଭୟ ଙ୍କୁ ନେଇ ଏକ ଚଳଚ୍ଚିତ୍ର ଆସିବାକୁ ଯାଉଛି ଓ ଯାହାର ନାମ ହେଉଛି ରକ୍ତ ଚିହ୍ନେ ରକ୍ତ କୁ । ଏହି ଚଳଚ୍ଚିତ୍ର ରେ ଉଭୟ ନଜର ଆସିବା ସହ ଆହୁରି ଅନେକ ଲୋକ ପ୍ରିୟ ବରିଷ୍ଠ ଅଭିନେତା ଓ ଅଭିନେତ୍ରୀ ମାନେ ନଜର ଆସିବେ , ଏହି ସୂଚନା ଟି ବର୍ତ୍ତମାନ ସମୟ ରେ ମିଳିଛି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।