Breaking News

ପୁଣି ଶ୍ରୀକ୍ଷେତ୍ରରେ ଅଘଟଣ: ମହାପ୍ରଭୁଙ୍କ ଶ୍ରୀମନ୍ଦିରର ସରଘରେ ଅଗ୍ନିକାଣ୍ଡ,ଦୁନିଆ କୁ ଆସୁଛି ବଡ ବିପଦ – ଦେଖନ୍ତୁ

ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟ ରେ ବହୁତ କିଛି ଭିଡିଓ ଆମେ ମାନେ ସୋସିଆଲ୍ ମିଡ଼ିଆ ଦ୍ବାରା ଦେଖି ପାରୁ । ସୋସିଆଲ୍ ମିଡ଼ିଆ ପେଜ ଖୋଲିବା ମାତ୍ରେ କିଛି ନା କିଛି ନୂଆ ଭିଡିଓ ଦେଖି ବାକୁ ମିଳେ । ବର୍ତ୍ତମାନ ସମୟ ରେ ସୋସିଆଲ୍ ମିଡ଼ିଆ ଏପରି ଏକ ପ୍ଲାଟଫର୍ମ ବନି ସାରିଛି ଜାହା କି ସମସ୍ତ ଙ୍କ ପାଇଁ ଅତି ପ୍ରିୟ ପ୍ଲାଟଫର୍ମ ବନି ସାରିଛି । ଯାହା ଦ୍ବାର ସୋସିଆଲ୍ ମିଡ଼ିଆ ରେ ଗୋଟିଏ ଭିଡିଓ ଛାଡିଲେ ତାହା ବହୁତ କମ ସମୟ ରେ ସମସ୍ତ ଙ୍କ ପାଖ କୁ ପହଞ୍ଚି ଯାଉଛି ଅଥବା ସେ ଭିଡିଓ ଟି ବହୁତ ଶୀଘ୍ର ଭାଇରାଲ ହେଉଛି ।

ପୁଣି ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ  ଘଟିଛି ବଡ ଅଘଟଣ । ପୁରୀ ଶ୍ରୀମନ୍ଦିର ସର ଘରେ ନିଆଁ ଲାଗିଛି । ମହାପ୍ରଭୁଙ୍କ ମହାପ୍ରସାଦ ରୋଷେଇ ସାମଗ୍ରୀ ରହୁଥିବା ଘରେ ଆଜି ଅଗ୍ନିକାଣ୍ଡ ଘଟିଛି । ଫଳରେ ସର ଘରେ ଥିବା ସମସ୍ତ  ଚାଉଳ ଓ ଅନ୍ୟାନ୍ୟ ସମାଗ୍ରୀ ସବୁ ପୋଡ଼ିଯାଇଛି ।

ତେବେ ନିଆଁକୁ ତୁରନ୍ତ ଆୟତ୍ତ କରାଯାଇଥିଲେ ହେଁ କେଉଁ କାରଣରୁ ନିଆଁ ଲାଗିଥିଲା ତାହା ସ୍ପଷ୍ଟ ହୋଇନାହିଁ । ଖବର ପାଇ ଅଧିକାରୀମାରୀ ଘଟଣାସ୍ଥଳରେ ପହଞ୍ଚିବା ସହ ଅଘଟଣର କାରଣ ବିଷୟରେ ଅନୁଧ୍ୟାନ କରିଥିଲେ । ଖବର ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଯମୁନା କୁଅ ନିକଟରେ ଥିବା ସର ଘରେ ନିଆଁ ଲାଗିଯାଇଥିଲା । ଏନେଇ ସିଂହଦ୍ୱାର ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା ।

ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ôଚଲା ବେଳକୁ ସୁଆର ମହାସୁଆର ସେବକମାନେ ନିଆଁକୁ ଆୟତ କରିସାରିଥିଲେ । ଅନ୍ୟ ସୁଆର ମହାସୁଆର ସେବକ ଏହି ଘଟଣାକୁ ସ୍ୱୀକାର କରିଥିଲେ । ସୁଆର ମହାସୁଆର ନିଯୋଗ ସଭାପତିଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର ମତାମତ ମିଳିପାରି ନଥିଲା ।ଏଭଳି ଭାବେ ନିଆଁ ଲାଗିବା ଦେଶ କୁ ବିପଦ ଆସୁ ନହିଁ ତ !

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

କିଛି ମାଲିକ କଷ୍ଟମର ମାନଙ୍କୁ କୁହନ୍ତି, ଏତିକି ପଇସା ଉଡାଓ ସେ ଝିଅ ତୁମ ସହିତ ଯିବ, ଖାଲି ପେଟ ଛାତି ଦେଖିବାକୁ ପଇସା.. – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଦୁନିଆ ରେ ମଣିଷ ତାର ଜୀବନ ରେ ଖୁସି କୁ ବଞ୍ଚିବାକୁ …

Leave a Reply

Your email address will not be published. Required fields are marked *