ବନ୍ଧୁଗଣ ଆପଣ ମାନେ ଜାଣିଥିବେ ରୂପା ପିଣ୍ଟୁ ଓ ଖୁସି ଏକ୍ସପ୍ରେସ ନାମରେ ଥିବା ବ୍ଲଗ । ଏହି ବ୍ଲଗ ରେ ରୁପା ଓ ପିଣ୍ଟୁ ବହୁତ ସାରା ଭିଡିଓ ବନେଇ ଛାଡିଛନ୍ତି । ଆପଣ ମନେ ଏହା ମଧ୍ୟ ଜାଣିଥିବେ କି ରୁପା ଓ ପିଣ୍ଟୁ ଓଡିଶା ସୁପରିଚିତ ଓ ଲୋକପ୍ରିୟ ମଧ୍ୟ ହୋଇ ସାରିଲେଣି । ସେମାନେ ହେଉଛନ୍ତି ସମସ୍ତ ଦର୍ଶକ ମାନଙ୍କ ର ପ୍ରିୟ ରୂପା ଏବଂ ପିଣ୍ଟୁ। ସେମନଙ୍କର ଅନେକ ମ୍ୟୁଜିକ ଭିଡିଓ ଆପଣ ଦେଖିବାକୁ ପାଉଥିବେ।ସେମାନଙ୍କ ଯୋଡି ମଧ୍ୟ ବହୁତ୍ ଜବରଦସ୍ତ ଯୋଡି ଅଟନ୍ତି।
ରୁପା ଓ ପିଣ୍ଟୁ ଙ୍କ ଚ୍ୟାନେଲ ରେ ସେମାନେ ତାଙ୍କର ଅନେକ ସୁନ୍ଦର ସୁନ୍ଦର ମୁହୂର୍ତ୍ତ ର ଦୃଶ୍ୟକୁ ତାଙ୍କର ପ୍ରଶଂସକ ଙ୍କୁ ଦେଖାଉ ଛନ୍ତି। ସେ ତାଙ୍କ ର ପ୍ରତ୍ୟେକ ବ୍ଲଗ୍ ବହୁତ ସୁନ୍ଦର ଭାବରେ କରି ଦର୍ଶକ ମାନଙ୍କ ହୃଦୟ ପାଖ କୁ ଯାଇ ପାରନ୍ତି । ତେବେ ସେମାନେ ମ୍ୟୁଜିକ ଭିଡିଓ କୁ ର ଏକ ନୂତନ ଅଧ୍ୟାୟ ରେ ସୃଷ୍ଟି କରି ପାରିଛନ୍ତି। ଅନ୍ୟ ମାନଙ୍କ ଭଳି ମ୍ୟୁଜିକ ଭିଡିଓ ଇଣ୍ଡଷ୍ଟ୍ରି ରେ ତାଙ୍କର ଚାହିଦା ବେଶ୍ ଅଧିକ ରହିଛି।ସେ ଏବେ ଘରେ ଘରେ ପରିଚିତ୍ ହୋଇ ପାରିଛନ୍ତି ।
ଏହା ମଧ୍ୟ ଆପଣ ମାନେ ଜାଣିଛନ୍ତି କି ପୁରୀ ର ବଡ଼ ଦାଣ୍ଡ ଓଳାଇବା ପାଇଁ ସମସ୍ତେ ଚାହନ୍ତି । କାରଣ ବଡ଼ ଠାକୁର ଙ୍କ ର ସେବା ସମସ୍ତେ ପାଆନ୍ତି ନାହିଁ । ତାଙ୍କ ର ସେବା କରିବା ବି ସମସ୍ତ ଙ୍କ ର ସ୍ବପ୍ନ ଥାଏ । ଆଉ ତାଙ୍କ ର ଯିଏ ଥରେ ସେବା କଲେ ଜୀବନ ପୁରା ଧନ୍ୟ ହୋଇ ଯାଏ । ରୁପା ଓ ପିଣ୍ଟୁ ଙ୍କ ଏବେ ଆଉ ଏକ ନୂଆ ଭିଡିଓ ଆସିଛି ଯାହା କୁ ଦେଖିଲେ ଆପଣ ମାନେ ବି ଖୁସି ହେଇଯିବ ।
ତେବେ ଏହି ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ ତେବେ ଯାଇ ଆପଣ ମାନେ ସମ୍ପୁର୍ଣ୍ଣ ତଥ୍ୟ ଟିକୁ ଜାଣି ପାରିବେ । ବର୍ତ୍ତମାନ ସମୟରେ ରୁପା ପୁରୀ ର ବଡ଼ ଦାଣ୍ଡ ରେ ନଜର ରେ ଆସିଛନ୍ତି । ରୁପା ଙ୍କ ର ବହୁତ ଇଚ୍ଛା ଥିଲା ସେ ଦିନେ ପୁରୀ ର ବଡ଼ ଦାଣ୍ଡ ଙ୍କୁ ଯାଇ ସେ ବଡ଼ ଦଣ୍ଡ ଙ୍କୁ ଭଲ ରେ ଆଉ ସ୍ରଦ୍ଧା ର ସହ ଝାଡୁ କରିବେ । ଆଉ ତାଙ୍କ ର ଆଜି ଏତେ ବଡ଼ ସ୍ବପ୍ନ୍ କୁ ସତ କରିଛନ୍ତି । ସେ ବହୁତ ଖୁସି ହେଉଛନ୍ତି କି ସେ ଆଜି ବଡ଼ ଦାଣ୍ଡ କୁ ଝାଡୁ କରୁଛନ୍ତି । ଆଉ ଏହି ଭିଡିଓ ଟି ଖୁବ ଭାଇରାଲ ହେଉଛି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।