Breaking News

“ପୁରୀରେ ତ ଅଠର ନଳା, କିନ୍ତୁ ଏଠି କେତେ ନଳା..କେତେ ନେତା ମନ୍ତ୍ରୀ ପଶିଛନ୍ତି..ମାନିବାକୁ ପଡିବ ତାକୁ”: ସୁର ରାଉତରାୟ

ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ବର୍ତ୍ତମାନ ସମୟରେ ଅର୍ଚ୍ଚନା ନାଗ ଏବେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛନ୍ତି । ବଡ ବଡ଼ିଆ ଙ୍କୁ ପ୍ରେମ ଜାଲ୍ ରେ ଫସାଇ କେମିତି କୋଟି କୋଟି ଟଙ୍କା ରୋଜଗାର କରି ଥିଲେ ଅର୍ଚ୍ଚନା ନାଗ ଯାହା କି ଏବେ ପୋଲିସ ହାତ ରେ ଧରା ପଡିଲା ପରେ ସବୁ ଘଟଣା ଏବେ ସାମ୍ନା କୁ ଆସୁଛି । ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟ ରେ ଏକ ରାଜ ପ୍ରସାଦ ଭଳି ଘର ସୋସିଆଲ୍ ମିଡ଼ିଆ ରେ ଭାଇରାଲ୍ ହେବାକୁ ଲାଗୁଚି । ତାହା ହେଉଛି ଅର୍ଚ୍ଚନା ଙ୍କ ଭୁବନେଶ୍ଵର ରେ ଥିବା ଘର । ଯାହା କୁ ଯିଏ ବି ଦେଖିବ ତାର ଆଖି ଲାଖି ଯିବ । ଏହି ରାଜ ପ୍ରସାଦ ଘର କୁ ଆପଣ ମାନେ ଦେଖି ଥିବେ ନିଶ୍ଚିତ ଏହାକୁ ଆପଣ ମାନେ ସିନେମା ସିରିଏଲ କିମ୍ବା କୌଣସି ଆର୍ଡ୍ ପାଇଁ ବ୍ୟବହାର ହେଲା ବେଳେ ଦେଖି ଥିବେ ।

ଅର୍ଚ୍ଚନା ନାଗ 4 ରୁ 5 ବର୍ଷ ଭୀତ ରେ କୋଟି କୋଟି ସମ୍ପତି ର ମାଲିକିଆଣି ହେଲେ କେମିତି ଏହା ଜଣେ ସାଧାରଣ ଲୋକ ପାଇଁ ଜମା ବି ସମ୍ଭବକର ନୁହଁ । କାରଣ ଆଜି ର ଜୀବନ ରେ ଲୋକ ମାନେ ଆଗକୁ ଯିବା ପାଇଁ ବହୁତ ଚେଷ୍ଟା କରୁଛନ୍ତି ତଥାପି ଏତେ ସ୍ପିଡ଼ ରେ କେହି ଆଗକୁ ଯାଇ ପାରି ନାହାନ୍ତି ଯେମିତି ଅର୍ଚ୍ଚନା ନାଗ ସଫଳତା ପାଇଲେ କୋଟି କୋଟି ସମ୍ପତି ର ମାଲିକିଆଣି ହେବା ପାଇଁ । ତେବେ ଏ ନେଇ ସୁର ରାଓତରାୟ କିଛି କହି ଥିବାର ନଜର ରେ ଆସିଛନ୍ତି ତେବେ ଏହି ବିଷୟ ରେ ସମ୍ପୁର୍ଣ୍ଣ ବିବରଣୀ ଟିକୁ ଜାଣିବାକୁ ହେଲେ ଆପଣ ମାନେ ବିବରଣୀ ଟିକୁ ସମ୍ପୁର୍ଣ୍ଣ ପଢନ୍ତୁ ତାହେଲେ ଆପଣ ମାନେ ହିଁ ସମ୍ପୁର୍ଣ୍ଣ କଥା ଟିକୁ ବୁଝି ପାରିବେ ।

ସୁର ରାଉତରାୟ ନିଜ ବି ଜାଣି ପାରୁ ନାହାନ୍ତି କି ଅର୍ଚ୍ଚନା ନାଗ କି ସେଣ୍ଟର କିପରି । ସେ କହୁଛନ୍ତି ପୁରୀ ରେ ଅଠର ନଳା ହେଲେ କିନ୍ତୁ ଏଠି କେତେ ନଳା କେତେ ନେତା ମନ୍ତ୍ରୀ ପସିଛନ୍ତି କେତେ ବଡ଼ ବଡ଼ିଆ ଲୋକ ପସିଛନ୍ତି ଯଦି ଏମିତି ହେଇ ନଥାନ୍ତା ତାହେଲେ 4 ବର୍ଷ ଏତେ ସମ୍ପତି କରିଛନ୍ତି ତାହା ଟାଟା ବ୍ରିଲା ମଧ୍ୟ କରି ପାରିବେ ନାହିଁ ।

 

ସୁର ରାଉତରାୟ କହିଛନ୍ତି ଅର୍ଚ୍ଚନା ନାଗ କୁ ମାନି ବାକୁ ପଡିବ କି ତାର ନେତୃତ୍ୱ କେତେ ଲୋକ ଗ୍ରହଣ କରି ପାରିଛନ୍ତି । ତେଣୁ କରି ସେ ଅନୁରୋଧ କରି କହିଛନ୍ତି ଏହି ବାବଦ ରେ କଡା କଡୀ ତଦାରଖ ବା ତଦନ୍ତ କରା ଯାଉ ଏହି ଘଟଣା ରେ କିଏ କିଏ ଅଛନ୍ତି ଏ ସବୁ ବିଷୟ କୁ ବାହାର କୁ ଅଣା ଯାଉ ।

ଅର୍ଚ୍ଚନା ନାଗ ଙ୍କୁ ମାନି ବାକୁ ପଡିବ କେତେ ଲୋକ ଙ୍କ ଠାରୁ କେଉଁ ଭଳି ପଇସା ଲୋଟି ଆଜି ରାଜ ପ୍ରସାଦ ଭଳି ଘର କରିଛନ୍ତି ଆଉ ଘର ସାଜ୍ଜ୍ ଶଯ୍ୟା କୁ ଦେଖିଲେ ଯାହାର ନାହିଁ ତାର ଆଖି ଲାଖି ଯିବ । ସେ ତାର ଚାଲାକ ରେ ଆଉ କିଏ କିଏ ମିଶିଛନ୍ତି ଏ ତଦନ୍ତ କରିବା ପାଇଁ ସୁର ରାଉତରାୟ ଗଣମାଧ୍ୟରେ ରେ ଅନୁରୋଧ କରି କହିଛନ୍ତି ।

About admin

Check Also

ଅମ୍ଳାନ ବହୁତ ରାଗି ! ମୁଁ ଯେତେବେଳେ ହସେ ସେ ମୋ ଉପରେ ଚିଡନ୍ତି: ଏଲିନା | Elina Samantray |

ନିକଟରେ ଏକ ସିନେମା ର ସୁଟିଂ ସରି ଯାଇଛି । ସିନେମା ର ନାଁ ରହିଛି ପ୍ରିୟେ ମୁଁ ତୁମ …

Leave a Reply

Your email address will not be published. Required fields are marked *