Breaking News

ପୁରୀରେ ୫ଟି ସଚିବ , ପତ୍ନୀ ଙ୍କୁ ନେଇ ପୁରୀରେ ମହାପ୍ରଭୁ ଙ୍କ ଦର୍ଶନ କଲେ ଭି କେ ପଣ୍ଡିଆନ (V k pandian) … ଦେଖନ୍ତୁ

ଆଜି ପୁରୀ ଆସି ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି ୫ଟି ସଚିବ ଭି କେ ପାଣ୍ଡିଆନ। ସକାଳୁ ସେ ପୁରୀ ପହଞ୍ଚି ଶ୍ରୀମନ୍ଦିରକୁ ଯାଇଥିବା ବେଳେ ଶ୍ରୀମନ୍ଦିର ଭିତରେ ବେଡ଼ା ପରିକ୍ରମା କରିବା ସହ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ଚାରିପଟେ ବୁଲି ଐତିହ୍ୟ କରିଡର କାମ ଦେଖିଲେ 5T ସଚିବ ଭି. କେ ପାଣ୍ଡିଆନ । ମଙ୍ଗଳ ଆଳତୀ ଦର୍ଶନ କରିବା ସହ ବେଢ଼ା ପରିକ୍ରମା, ବିମଳା ମନ୍ଦିର ଓ ପାର୍ଶ୍ବ ଦେବାଦେବୀ ମନ୍ଦିର ପରିଦର୍ଶନ କଲେ

ପୁରୀ,ମହାପ୍ରଭୁ ଶ୍ରୀଜଗନ୍ନାଥ ଙ୍କର ପବିତ୍ର ଦର୍ଶନ ଓ ସାନିଧ୍ୟ୍ୟ ଲାଭ ନିମନ୍ତେ ଦେଶ ବିଦେଶରୁ ଲକ୍ଷ ଲକ୍ଷ ଶ୍ରାଦ୍ଧଳୁ ଶ୍ରୀକ୍ଷେତ୍ର ପୁରୀକୁ ଆଗମନ କରି ମହାପ୍ରଭୁଙ୍କର ଦର୍ଶନ ଲାଭ କରିବା ସହିତ ଅଣହିନ୍ଦୁ ଭକ୍ତମାନେ ଶ୍ରୀମନ୍ଦିର ବାହାରୁ ଦର୍ଶନ କରିବା ସହିତ ଶ୍ରୀମନ୍ଦିର ଚତୃପାର୍ଶ୍ଵ ଶ୍ରଦ୍ଧା ପୂର୍ବକ ପରିକ୍ରମା କରିଥାନ୍ତି |

ଶ୍ରୀ ମନ୍ଦିର ରେ ପହଞ୍ଚିଲେ ୫ଟି ସଚିବ ଭି କେ ପଣ୍ଡିଆନ । ଶନିବାର ସକାଳୁ ପୁରୀ ଆସି ଶ୍ରୀ ଜିଉ ଙ୍କୁ ଦର୍ଶନ କରିଛନ୍ତି ।ସକାଳୁ ପୁରୀ ପହଞ୍ଚିଲା ପରେ ପ୍ରଥମେ ଶ୍ରୀଜୀଉ ଙ୍କୁ ଦର୍ଶନ ପାଇଁ ଯାଇଥିଲେ ପାଣ୍ଡିଆନ ଓ ତାଙ୍କ ପତ୍ନୀ । ପ୍ରତେକ ଥର ପରି ବେଢ଼ା ପରିଦର୍ଶନ କରିବା ପରେ ମହାପ୍ରଭୁ ଙ୍କୁ ଦର୍ଶନ କରିଥିଲେ ପାଣ୍ଡିଅନ । ପରେ ସେବାୟତ ଙ୍କ ଠାରୁ ଶ୍ରୀମନ୍ଦିର ଉନ୍ନତିକରଣ ବୁଝିବା ସହ ପରେ ସେହି ସମୟ ରେ ଅଧିକ ଆଲୋଚନା କରିଥିଲେ ।

ପୂର୍ବରୁ ବହୁତ୍ ଥର ପୁରୀ ଗସ୍ତ ରେ ୫ଟି ସଚିବ ଭି କେ ପଣ୍ଡିଆନ ଆସିଛନ୍ତି ।ପତ୍ନୀ ଙ୍କ ସହ ତଥା ଏମ ପଣ୍ଡିଆନ୍ ପୁରୀ ଗସ୍ତରେ ଆସି ଦର୍ଶନ ସରି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଛନ୍ତି।ଶ୍ରୀମନ୍ଦିରରେ ପାଖାପାଖି ୪୫ ମିନିଟ୍ ପର୍ଯ୍ୟନ୍ତ ରହିଥିଲେ ଏବଂ ପାଶ୍ୱର୍ ଦେବାଦେବୀଙ୍କ ମନ୍ଦିରକୁ ଯାଇ ପ୍ରଭୁଙ୍କୁ ଦର୍ଶନ କରିଥିଲେ । ସୂଚନା ମୁତାବକ,ପାଣ୍ଡିଆନ ନିୟମିତ ପୁରୀ ଯାଇ ଶ୍ରୀଜିଉଙ୍କ ଦର୍ଶନ କରି ବିଶ୍ୱବାସୀଙ୍କ ମଙ୍ଗଳ କାମନା କରିବା ସହିତ ବେଢା ପରିକ୍ରମା କରିଥାନ୍ତି ।

ଏହାସହିତ ପୁରୀ ସୈାନ୍ଦର୍ଯ୍ୟକରଣ ପାଇଁ ଚାଲିଥିବା କାମର ଅଗ୍ରଗତି ମଧ୍ୟ ବୁଲି ଦେଖିଥିବା ଦେଖିବାକୁ ମିଳିଥାଏ । ପୁରୀ ପୁରୀକୁ ବିଶ୍ବସ୍ତରୀୟ କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ପୁରୀ ଆସିବାକୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଉନ୍ନୟନ କାମ ହାତକୁ ନେଇଛନ୍ତି ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *