Breaking News

ପୂର୍ଣ୍ଣ ମଉସାଙ୍କ (Purna Mausa) ପରି, ତାଙ୍କ ସାନ ବି ହେଲେ ଭାଇରାଲ୍, ଭିଡ଼ିଓ ଦେଖିଲେ କାନ୍ଦି ପକାଇବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ବେଶ୍ ଲୋକ ପରିଚିତ ହୋଇ ପାରିଛି । ଏହି ସୋସିଆଲ ମିଡ଼ିଆ କୁ ବର୍ତ୍ତମାନ୍ ସମୟ ରେ ଅଧିକ ଲୋକ ମାନେ ବ୍ୟବହାର କରୁଛନ୍ତି କାରଣ ଏହି ସୋସିଆଲ ମିଡ଼ିଆ ରେ କେତେବେଳେ କାହାର ଭାଗ୍ୟ ବଦଳି ଯାଏ ତାହା କହିବା ଟା ଅସମ୍ଭବ , କୋଉ ମୁହୂର୍ତ୍ତ ରେ କେତେବେଳେ କିଏ ଲୋକ ପ୍ରିୟ ହୋଇ ଯାଇ ଥାଏ ।

ସୋସିଆଲ ମିଡ଼ିଆ ରେ ଅନେକ ବ୍ୟକ୍ତି ନିଜ ନିଜ ପରିଚୟ ପାଇ ପାରିଛନ୍ତି । ଏହି ସୋସିଆଲ ମିଡ଼ିଆ ରେ ସେହି ଲୋକ ନିଜ ପରିଚୟ ପାଇ ପାରିଥାଏ ଯିଏ ନିଜ କଳା କୁ ଦର୍ଶକ ମାନ ଙ୍କ ସମ୍ମୁଖ କୁ ଆଣିଥାଏ । ପ୍ରତିବର୍ଷ ଅନେକ ବ୍ୟକ୍ତି ସୋସିଆଲ ମିଡ଼ିଆ ରେ ବେଶ୍ ଲୋକ ପରିଚିତ ହୋଇ ପାରି ଥାଆନ୍ତି ।

ତାହେଲେ ବନ୍ଧୁଗଣ ଆପଣ ପୂର୍ଣ୍ଣ ମଉସା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ, ବର୍ତ୍ତମାନ୍ ସମୟ ରେ ମଧ୍ୟ ତାଙ୍କ ଭିଡିଓ ଟି ମୋବାଇଲ୍ ରୁ ମୋବାଇଲ୍ ଘୁରି ବୁଲୁଛି । ନିଜ ଭିଡିଓ ପାଇଁ ସେ ଓଡ଼ିଶା ର ଘର୍ ଘରେ ପରିଚିତ ପୂର୍ଣ୍ଣ ମଉସା । ପୁଅ ମୋର ବଡ ଲୋକ ବଡ ଅଫିସର ଗୀତ ରେ ଏକ ସର୍ଟ ଭିଡିଓ କରି ସେ ବେଶ୍ ଭାଇରାଲ ହୋଇଛନ୍ତି ।

ପୂର୍ଣ୍ଣ ମଉସା ପ୍ରଥମେ ସେ ଯାତ୍ରା ଜଗତ ରେ ଅଭିନୟ କରୁଥିଲେ , ଲକ୍ ଡାଉନ୍ ସମୟ ରେ ଟିକଟକ ଭିଡିଓ କରିଥିଲେ ଯାହାକି ମିଲିୟନ ଭ୍ୟୁର୍ସ ଆସୁଥିଲେ । ବର୍ତ୍ତମାନ୍ ସମୟ ରେ ତାଙ୍କ ଜୀବିକା କହିଲେ ଦୋକାନ , ପୂର୍ଣ୍ଣ ମଉସା ଙ୍କ ପ୍ରକୃତ୍ ନାମ ପୂର୍ଣ୍ଣ ଚନ୍ଦ୍ର ନାୟକ । ଏହି ଗୀତ ଟି ବନେଇବା ପଛ ରେ ତାଙ୍କ ମନ୍ଦ୍ ଉଦ୍ଦେଶ୍ୟ ନ ଥିଲା । ଏହି ଗୀତ ଟି ତାଙ୍କୁ ପସନ୍ଦ ଆସିଥିଲା ।

ଏହି ଗୀତ ଟି ରେ।ପୂର୍ଣ୍ଣ ମଉସା ନିଜ ଜୀବନ୍ତ ଅଭିନୟ ଦେଖାଇ ଥିଲେ ଯାହାକି ସମସ୍ତ ବହୁତ୍ ପସନ୍ଦ ଆସିଥିଲା । ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ପୂର୍ଣ୍ଣ ମଉସା ଙ୍କ ବିଷୟ ରେ କହିବା ର କାରଣ ହେଲା ଯେ ବର୍ତ୍ତମାନ୍ ସମୟ ରେ ପୂର୍ଣ୍ଣ ମଉସା ଙ୍କ ଭଳି ଆଉ ଜଣେ ବ୍ୟକ୍ତି କିଏ ଅବିକଳ ଭଳି ପୂର୍ଣ୍ଣ ମଉସା ଭଳି ଦେଖାଯିବ ସହ ତାଙ୍କ ଭଳି ଅଭିନୟ କରୁଛନ୍ତି ।

ଏହି ବ୍ୟକ୍ତି ପୁଅ ମୋର ବଡ ଲୋକ ବଡ ଅଫିସର ଗୀତ ର ଆଉ ଏକ ପଦ କୁ ନେଇ ସର୍ଟ ରିଲ୍ସ ଭିଡିଓ କରିଛନ୍ତି ଓ ଯାହାକି ବେଶ୍ ଭାଇରାଳ ହୋଇଛି । ଆପଣ ମାନେ ଏହି ଭିଡିଓ ଟି କୁ ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *