ଦର୍ଶକ ବନ୍ଧୁ ମଣିଷ ଜୀବନ ରେ କେତେବେଳେ ରାଜଭୋଗ ତ ଆଉ କେତେବେଳେ ଦରିତ୍ର । ସମୟ ଅନୁଯାୟୀ ଭାଗ୍ୟ ବଦଳି ଥାଏ । ସୁଖ ଦୁଃଖ ପରି ମଣିଷ ଜୀବନ ରେ ମଧ୍ୟ ପରିବର୍ତ୍ତନ ଆସିଥାଏ । ଆଜି ଆମେ ଆମର ଏହି ପେଜ ଜଣେ ମହିଳା ଙ୍କ ବିଷୟ ରେ ଜାଣିବା ତାଙ୍କ ସଂଘର୍ଷମୟ ଜୀବନ ବିଷୟ ରେ ଜାଣିବା । ମହିଳା ଙ୍କ ବିଷୟ ରେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ।
ଝାଡୁ ସଫା କରୁଥିବା ମହିଳା ଯିଏ କୁ ପୂର୍ବ ରୁ ସରପଞ୍ଚ ଥିଲେ , ମହିଳା ଙ୍କ ନାମ ହେଉଛି ମମତା ଓ ବାପ ଘର ହେଉଛି ପୁରୀ ଜିଲ୍ଲା ରେ , ଶାଶୁ ଘର ଖୋର୍ଦ୍ଧା ଜିଲ୍ଲା ରେତଙ୍ଗ ଗାଆଁ ରେ । ବିବାହ ପରେ ସେ ସ୍ବାମୀ ସହ ଖୁସି ରେ ଥିଲେ , ଖୁସି ର ପରିବାର ରେ ଦୁଃଖ ଲାଗି ଯାଇଥିଲା ଚାଲି ଯାଇଥିଲେ ମମତା ଙ୍କ ସ୍ବାମୀ ଆର ପାରି କୁ । ଗୋଟିଏ ପୁଅ ର ମୁହଁ ଚାହିଁ ସାରା ଜୀବନ କାଟି ଦେବେ ବୋଲି କହିଥିଲେ ।
ପରିବାର ଲୋକ ଙ୍କ ସାହାର୍ଯ୍ୟ ଓ ଗାଆଁ ଲୋକ ଙ୍କ ସମର୍ଥନ ରେ ମମତା ସରପଞ୍ଚ ହୋଇଥିଲେ । ୨୦୧୨ ରେ ସରପଞ୍ଚ ହେଲେ ଲୋକ ମାନ ଙ୍କ ସେବା କଲେ । ସବୁଠୁ ବଡ ଦୁଃଖ ଖବର ହେଉଛି ଯେ ଗୋଟିଏ ବୋଲି ହୃଦ୍ ରୋଗରେ ପୀଡିତ। ସରପଞ୍ଚ ୫ ବର୍ଷ ରହିବା ପରେ , ସେ ନିଜ ପୁଅ ପାଇଁ ସବୁକିଛି କରୁଥିଲେ ତାର ଚିକିତ୍ସା ପାଇଁ । ମରଣ ମୁହଁ ରୁ ପୁଅ କୁ ଛଡ଼ାଇ ଆଣିଥିଲେ ।
ତଥାପି ନିଜ ପୁଅ ର ଚିକିତ୍ସା ପାଇଁ ସେ ବହୁତ୍ ପରିଶ୍ରମ କରିଛନ୍ତି । ସମସ୍ତ ସରପଞ୍ଚ ଙ୍କ ଠାରୁ ଭିନ୍ନ ଏହି ପୂର୍ବତନ ମହିଳା ସରପଂଚ ମମତା ଯିଏ କି ଲୋକ ମାନ ଙ୍କ ସେବା କରିବା ସହ କାହା ଠାରୁ ଟଙ୍କା ଟିଏ ଖାଇ ନାହାଁନ୍ତି କି ନିଜ ପାଇଁ କିଛି କରି ନାହାଁନ୍ତି । ନାଆ ଘର ଅଛି ନା ଅର୍ଥ ଅଛି ପୁଅ ର ଚିକିତ୍ସା ପାଇଁ । ଏଠି ml ମାନ ଙ୍କ ଦରମା ଲକ୍ଷାଧିକ ଟଙ୍କା ।
ଥରେ ml ହୋଇଗଲେ ସାରା ଜୀବନ ସିଏ ଏବଂ ତାଙ୍କ ପିଲା ମାନ ଙ୍କ ପର୍ଯ୍ୟନ୍ତ ସମସ୍ତେ ml ହୋଇ ଥାଆନ୍ତି । ଅନେକ ସରପଞ୍ଚ ଅଛନ୍ତି ଯେଉଁ ମାନେ ଟଙ୍କା ଟିଏ କାମ କରି ୯ ଟଙ୍କା ଖାଇବା ଉଦ୍ଦେଶ୍ୟ ରେ ଅଛନ୍ତି । ସବୁ ସରପଞ୍ଚ ଠାରୁ ଭିନ୍ନ ଥିଲେ ମମତା , ବର୍ତ୍ତମାନ ସମୟ ରେ ତାଙ୍କର ଟଙ୍କା ଆବଶ୍ୟକ କରୁ ଥିବାରୁ ସେ ଅନେକ ପରିଶ୍ରମ କରୁଛନ୍ତି।
ଯଦି କେହି ସୂ ହୃଦୟ ବ୍ୟକ୍ତି ମାନେ ଏହି ଭଳି ଜଣେ ମହିଳା ଙ୍କୁ ସାହାର୍ଯ୍ୟ ସହଯୋଗ ର ହାତ ବଢ଼ାଇବାକୁ ଚାହୁଁ ଛନ୍ତି ତାଙ୍କ ପୁଅ ଚିକିତ୍ସା କରାଇବା ପାଇଁ ତାହେଲେ
Name – mamata bhoi
AC no – 536802010014506
IFSC code – UBIN0573281
ଏହି ଠିକଣା ରେ ସାହାର୍ଯ୍ୟ କରନ୍ତୁ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।