ଦିନେ ବାବୁଶାନ ଓ ପ୍ରକୃତି ମିଶ୍ର ଙ୍କୁ ନେଇ ପୁରା ଓଡିଶା ଦୁହୁଲୁ ଥିଲା । ଉଭୟ ଙ୍କ ବିବାଦ କୁ ନେଇ ଓଡିଶା ପଡ଼ୁ ଥିଲା ଆଉ ଉଠୁ ଥିଲା । ସେହି ବାବୁଶାନ ଓ ପ୍ରକୃତି ମିଶ୍ର ମାମଲା ରେ ଆସିଛି ନୂଆ ଟ୍ୟୁଇଷ୍ଟି । ଏମିତି ଟ୍ୟୁଇଷ୍ଟ୍ ଅଛି ଯାହା ସମସ୍ତ ଙ୍କି ଅସ୍ଚର୍ଜ୍ୟ୍ କରି ଦେଇଛି । ହାଇକୋର୍ଟ ରୁ ମିଳିଛି ପ୍ରକୃତି ମିଶ୍ର ଙ୍କ ବଡ଼ ଝଟକା ।
ଏମିତି ଝଟକା ମିଳିଛି ଯାହାକୁ ସେ କେବେ ବିଶ୍ବାସ କରି ପାରିବେ ନାହିଁ । ହାଇକୋର୍ଟ୍ ମନା କରି ଦେଇ ଛନ୍ତି କି ବାବୁଶାନ୍ ଓ ପ୍ରକୃତି ମିଶ୍ର ଙ୍କ ଭୀତ ରେ ପସିବେ ନାହିଁ । ହାଇକୋର୍ଟ କହିଛନ୍ତି ଦୁହିଁ ଙ୍କ ର ବିବାଦ କୁ ଭୁବନେଶ୍ଵର ଦିସିବ ବୁଝିବେ ଆଉ ସେ ସମାଧାନ କରିବେ ।
ତେବେ ହାଇକୋର୍ଟ୍ ଏ ବିବାଦ ରେ ହସ୍ତକ୍ଷେପ ନକରାଇ କହି ଅନ୍ତ ଘଟାଇ ଛନ୍ତି । ପ୍ରକୃତି ମିଶ୍ର ଙ୍କୁ ଗାଡି ରେ ମାରିବା ପରେ ପ୍ରକୃତି ମିଶ୍ର ଯାଇ ଥାନା ରେ ବାବୁଶାନ ଙ୍କ ର ପତ୍ନୀ ତୃପ୍ତି ଶତପଥୀ ଓ ତୃପ୍ତି ଙ୍କ ବାପା ଙ୍କ ନାଁ ରେ ଥାନା ରେ ଏତାଲା ଦେଇ ଥିଲେ । ଆଉ ଭୁବନେଶ୍ଵର ଡିସିପ୍ ଙ୍କୁ ତାଙ୍କ ଅଭିଯୋଗ ମଧ୍ୟ କହି ଥିଲେ ।
ହେଲେ ପୋଲିସ କିଛି ବି ପଦକ୍ଷେପ ନେଇ ନଥିଲେ । ସେ କାର୍ଯ୍ୟାନୁଷ୍ଠାନ ନେଇ ନଥିଲେ । ସୋମବାର ରେ ଏ ଘୋଷଣା କରିଥିଲେ । ସେପଟେ ହାଇକୋର୍ଟ ରେ ବିଫଳ ହେଲା ପରେ ସେ ଡିସିପ୍ ଙ୍କ ଉପରେ ପ୍ରକୃତି ତାଙ୍କ ଆଶା ବାନ୍ଧି ଛନ୍ତି । ତୃପ୍ତି ଓ ବାବୁସାନ ଙ୍କ ଶଶୁର ଙ୍କ ନାଁ ରେ ଯେଉଁ ଏତଲା ଦେଇ ଥିଲେ ତାହା ଉପରେ ନ୍ୟାୟ ପାଇବା ପାଇଁ ଅପେକ୍ଷା କରି ବସିଛନ୍ତି ପ୍ରକୃତି ମିଶ୍ର ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।