ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ବା ଶିଶୁ କଳାକାର ଭାବେ ପରିଚିତ ଥିବା ପ୍ରକୃତି ମିଶ୍ର ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଜଣକ ଓଡ଼ିଆ ଇଣ୍ଡଷ୍ଟ୍ରି ରେ କାମ କରିବା ସହ ବଲିଉଡ୍ ଇଣ୍ଡଷ୍ଟ୍ରିରେ କାମ କରୁଛନ୍ତି । ସେ ତାଙ୍କ ପିଲା ଦିନେ ଓଡ଼ିଆ ଫିଲ୍ମ ଅନେକ କରୁଛନ୍ତି ।
ବଡ ହେବା ପରେ କିଛି ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତ୍ରୀ ନଜର ଆସିଥିଲେ ଓ ବେଶ୍ ଲୋକ ପ୍ରିୟ ମଧ୍ୟ ହୋଇ ପାରିଥିଲେ । ବର୍ତ୍ତମାନ ସମୟ ଏହି ଅଭିନେତ୍ରୀ ଙ୍କ ଲୋକ ପ୍ରିୟତା କମିବା ରେ ଲାଗିଛି । ଏହି ଅଭିନେତ୍ରୀ ଜଣକ ବାବୁଶାନ୍ ଙ୍କୁ ନେଇ ବିବାଦ ଘେର କୁ ଆସିବା ପରେ ସେ ଓଡ଼ିଶା ଛାଡ଼ି ମୁମ୍ବାଇ ଚାଲି ଯାଇଛନ୍ତି । ମୁମ୍ବାଇ ଯିବା ପରେ ଚର୍ଚ୍ଚା ହେଉଥିଲା ଯେ ସେ ଭାରତ ର ନମ୍ୱର୍ ୱାନ ରିଆଲିଟ ସୋ ରେ ନଜର ଆସିବେ ବୋଲି ।
ମାନେ ଅଭିନେତ୍ରୀ ପ୍ରକୃତି ମିଶ୍ର ବିଗ୍ ବସ୍ ସିଜନ୍ ୧୬ ରେ ନଜର ଆସିବାକୁ ନେଇ ବେଶ୍ ଚର୍ଚ୍ଚା ରେ ଥିଲେ । ଏହା ପଛ ର ସତ୍ୟା ସତ୍ୟ କିଛି ଜଣା ପଡି ନ ଥିଲା କିନ୍ତୁ ବର୍ତ୍ତମାନ୍ ସମୟ ରେ ସବୁ କିଛି ଭାବେ ସ୍ପଷ୍ଟ ହୋଇ ଯାଇଛି , ଗତ କିଛି ଦିନ ଭିତରେ ପ୍ରସାରିତ ହୋଇ ସାରିଛି ବିଗ୍ ବସ୍ ସିଜିନ ୧୬ , ଯାହାକି ରାତି ୯:୩୦ ରେ ପ୍ରସାରିତ ହେଉଛି ।
କିନ୍ତୁ ପ୍ରକୃତି ମିଶ୍ର ନଜର ଆସି ନାହାଁନ୍ତି , ଶେଷ ମୁହୂର୍ତ୍ତ ରେ ବିଗବସ ରେ ବାଦ୍ ପଡିଲେ ପ୍ରକୃତି ମିଶ୍ର । ବିଗବସ୍ ସେଟ ରୁ ଫେରାଇଦେଲେ ମେକର୍ସ , ଏଣ୍ଟ୍ରି କିଛି ସମୟ ପୂର୍ବ ରୁ କଣ ପାଇଁ ଵିଗବସ ର ମେକର୍ଷ ମାନେ ବାହାର୍ ରାସ୍ତା ଦେଖାଇ ଦେଲେ । ପ୍ରକୃତି ଆଉଟ୍ ହୋଇ ରଚନା ଇନ୍ କଲେ ।
ସବୁ ଆଡ଼େ ଚର୍ଚ୍ଚା ହେଉଥିଲା ପ୍ରକୃତି ମିଶ୍ର ଏହି ବିଗବସ ରିଆଲିଟ ସୋ ରେ ନଜର ଆସିବେ କିନ୍ତୁ ସୋ ପ୍ରସ୍ତୁତ ହୋଇ ସାରିଛି ଖାଲି ପ୍ରକୃତି ମିଶ୍ର ନଜର ଆସୁ ନାହାଁନ୍ତି । କଥା ଟି ସତ୍ ଯେ ପ୍ରକୃତି ମିଶ୍ର ଏହି ବୀଗବସ ରେ ନଜର ଆସିବେ ସବୁକିଛି ଠିକ୍ ଚାଲିଥିଲା ବିଗବସ ହାଉସ କୁ ପ୍ରବେଶ କରିବା ପାଇଁ ପ୍ରକୃତି ମିଶ୍ର ପ୍ରସ୍ତୁତ ଥିଲେ କିନ୍ତୁ ଶେଷ ମୁହୂର୍ତ୍ତ ରେ ସବୁ କିଛି ବଦଳିଗଲା ।
ସାମାନ୍ୟ କଥା ପାଇଁ ବିଗବସ ମେକର୍ଶ ଙ୍କ ସହ ଝଗଡା ହୋଇଥିଲା ପ୍ରକୃତି ମିଶ୍ର ଙ୍କ ସହ । ସେଥିପାଇଁ ତାଙ୍କୁ ମେକର୍ଷ ମାନେ ଫେରାଇ ଦେଇ ଥିବାର ଖବର ସାମ୍ନା କୁ ଆସିଛି । ପ୍ରକୃତି ମିଶ୍ର ଙ୍କ ବଦଳ ରେ ଉତ୍ତର ପ୍ରଦେଶର ଜଣେ ମଡେଲ ଅର୍ଚ୍ଚନା ଗୌତମୀ ଙ୍କୁ ସୁଜୋଗ ମିଳିଛି । ଏହି ଖବର ପଛ ରେ କଣ ସତ୍ୟତା ରହିଛି ତାହା ସ୍ପଷ୍ଟ ଭାବରେ ଜଣା ପଡି ନାହିଁ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।