Breaking News

“ପ୍ରକୃତି(Prakruti) ଘରେ ଅଛନ୍ତି , ମିଛ କହୁଛନ୍ତି ତାଙ୍କ ବାପା ” , ଗଣମାଧ୍ୟମ ଆଗରେଏମିତି କହିଲେ ଏହି ବ୍ୟକ୍ତି – ଦେଖନ୍ତୁ

ଷ୍ଟାର ଅଭିନେତା ବାବୁଶାନ୍ ଓ ପ୍ରକୃତି ମିଶ୍ର ଙ୍କୁ ନେଇ ବିବାଦ ଥମୁନଥିବା ବେଳେ ସୋସିଆଲ ମିଡିଆରେ ମଧ୍ୟ ଦୁହିଁଙ୍କୁ ନେଇ ବେଶ୍ ଚର୍ଚ୍ଚା। ତେବେ ଏହି ବହୁ ଚର୍ଚ୍ଚିତ ମାମଲାରେ ବିଭିନ୍ନ ଲୋକ ଗଣମାଧ୍ୟମ ଆଗରେ ନିଜ ନିଜର ମତ ଦେଉଥିବା ଦେଖିବାକୁ ମିଳୁଛି। ତେବେ ଏହାରି ଭିତରେ ଜଣେ ବ୍ୟକ୍ତି ଏହି ବହୁ ଚର୍ଚ୍ଚିତ ମାମଲାରେ ନିଜ ମତ ରଖିଛନ୍ତି

ସେ କହିଛନ୍ତି, ‘ ପ୍ରକୃତି ମିଶ୍ର ମୁମ୍ବାଇ ଯାଇନାହାନ୍ତି। ସେ ଏଇଠି ହିଁ ଅଛନ୍ତି ନିଜ ଘରେ। କାରଣ ଯଦି ସେ ମୁମ୍ବାଇ ଯାଇଥାନ୍ତେ ନିଶ୍ଚିତ ଭାବରେ ମିଡିଆ ଆଖି ଆଗକୁ ଆସିଥାନ୍ତେ। କାରଣ ତାଙ୍କ ଘର ଆଗରେ ମିଡିଆ ବାଲା ଅଛନ୍ତି। କିନ୍ତୁ ଏଭଳି ହୋଇନି ମାନେ ସେ ଏଇଠି ହିଁ ଅଛନ୍ତି। ପ୍ରକୃତି ମିଶ୍ରଙ୍କ ବାପା ମିଛ କହୁଛନ୍ତି ଯେ ତାଙ୍କ ଝିଅ ମୁମ୍ବାଇ ଚାଲିଯାଇଛି ବୋଲି ‘।

ବ୍ୟକ୍ତି ଜଣକ ଆହୁରି ମଧ୍ୟ କହିଛନ୍ତି, ‘ଜଗନ୍ନାଥ ଯେଉଁଭଳି ଭାବରେ ମା ଲକ୍ଷ୍ମୀ ଙ୍କୁ ମନେଇବା ପାଇଁ ରସଗୋଲା ନେଇକି ଯାଇଥିଲେ। ଯଦି ନିଜ ଜନ୍ମଦିନ ଦିନ ବାବୁଶାନ୍ ନିଜ ସ୍ତ୍ରୀ ଓ ପିଲା ପାଇଁ କେକ୍ ନେଇ ତାଙ୍କୁ ଦେଖା କରିବାକୁ ଯାଇଥାନ୍ତେ କି ସେଠାରେ କେକ୍ କାଟିଥାନ୍ତେ ତେବେ ସବୁ କିଛି ଠିକ୍ ହୋଇଥାନ୍ତା। ଏଇଟା ବି ଜଣା ପଡ଼ିଥାନ୍ତା ବାବୁଶାନ୍ ନିଜ। ପରିବାରକୁ କେତେ ଭଲ ପାଉଛନ୍ତି। ଯେହେତୁ ବାବୁଶାନ୍ ଭୁଲ କରିଛନ୍ତି ତେଣୁ ସେ ତୃପ୍ତି ଙ୍କୁ ବୁଝେଇ ଆଣିବା ଦରକାର। ‘

ତୃପ୍ତି ଯାହାବି କରିଛନ୍ତି ଠିକ୍ କରିଛନ୍ତି ବୋଲି କହିଛନ୍ତି ବ୍ୟକ୍ତି ଜଣକ।ସେ କହିଛନ୍ତି, ‘ତୃପ୍ତି ଅନେକ ସହିବା ପରେ , ସମସ୍ତଙ୍କୁ ବୁଝେଇବା ପରେ ଶେଷରେ ସେ ଏଭଳି କଲେ। ଯାହା ବି ହେଲା ହେଲା। ଏବେ ବାବୁଶାନ୍ ଓ ତୃପ୍ତି ମିଶିଯିବା ଦରକାର। ଅନେକ ବଡ଼ ବଡ ଲୋକ ଦୁହିଁଙ୍କୁ ବୁଝେଇ ବାକୁ ଚେଷ୍ଟା କରୁଛନ୍ତି ହେଲେ ସେମାନେ କଣ ପାଇଁ ମିଶି ପାରୁନାହାନ୍ତି ସେଇଟା ହେଉଛି ପ୍ରଶ୍ନ।’

‘ତେବେ ସବୁ ପରେ ପୁଣିଥରେ ସବୁକିଛି ସମାଧାନ ହୋଇ ଦୁହେଁ ମିଶିଯିବା ଦରକାର। ଅନେକ ବିଳମ୍ବ ହୋଇଗଲାଣି। ସମସ୍ତେ ଭାବିଥିଲେ ତୃପ୍ତି ଓ ପୁଅ ବାବୁଶାନ୍ ଙ୍କ ଜନ୍ମଦିନ ଦିନ ନିଜ ଘର କୁ ଫେରିବେ। ହେଲେ ତା ହେଲାନି। ଏବେ କିନ୍ତୁ ବାବୁଶାନ୍ ତୃପ୍ତି ଙ୍କୁ ବୁଝେଇ ଘରକୁ ଆଣନ୍ତୁ।’

About admin

Check Also

ଶ୍ରୀମନ୍ଦିର ଗର୍ଭ ଗୃହରେ ଶୁଭୁଛି ବିକଟାଳ ଶବ୍ଦ, ଶାନ୍ତିରେ ଶୋଇପାରୁନି କାଳିଆ – ଦେଖନ୍ତୁ ଭିଡିଓ

ପୁରୀ ଶ୍ରୀମନ୍ଦର କୁ ନେଇ ଏକ ବହୁତ୍ ବଡ଼ ଖବର ଆସି ପହଞ୍ଚିଛି। ମଣିଷ ହାର ମାନୀଛି ଆଉ ସହାୟତା …

Leave a Reply

Your email address will not be published. Required fields are marked *