ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଗାୟକ ଅଛନ୍ତି । ଏହି ଗାୟକ ମାନେ ନିଜ ସୁ ମଧୁର କଣ୍ଠ ପାଇଁ ବେସ ଲୋକ ପ୍ରିୟ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସମସ୍ତ ଗାୟକ ଙ୍କ ଠାରୁ ହ୍ୟୁମାନ ବେସ ଲୋକ ପ୍ରିୟ କାରଣ ତାଙ୍କ ଜବରଦସ୍ତ କଣ୍ଠ ରୁ ଜବରଦସ୍ତ ଗୀତ ଶୁଣିବା ପାଇଁ ଦର୍ଶକ ମାନେ ବେସ ଇଚ୍ଛୁକ ଅଛନ୍ତି ।
ହ୍ୟୁମାନ ସାଗର ବର୍ତ୍ତମାନ ସମୟ ରେ ଓଡିଶା ର ଘରେ ଘରେ ପରିଚିତ । ସେ ବହୁ ଗୁଡିଏ ଗୀତ ଗାଇଛନ୍ତି ଓ ତାଙ୍କର ସମସ୍ତ ଗୀତ ବେସ ଲୋକ ପ୍ରିୟ ମଧ୍ୟ ହୋଇପାରିଛି । ବର୍ତ୍ତମାନ୍ ସମୟ ରେ ମଧ୍ୟ ହ୍ୟୁମାନ ଙ୍କ ପ୍ରାୟ ଅଧିକ ଗୀତ ହିଟ ରେ ଅଛି । ଆମ ଓଡିଆ ଇଣ୍ଡଷ୍ଟ୍ରି ର ନମ୍ୱର୍ ୱାନ ଗାୟକ ।
ଏହି ଗାୟକ ଜଣକ ଚଳଚ୍ଚିତ୍ର ଠାରୁ ଆଲବମ୍ ପର୍ଯ୍ୟନ୍ତ ଅନେକ ଗୀତ ଗାଇଛନ୍ତି । ଆପଣ ମାନେ ତାଙ୍କ ସମସ୍ତ ଗୀତ ଗାଇଥିଲେ ନିସ୍ଚୟ ଦେଖିଥିବେ । ବର୍ତ୍ତମାନ୍ ସମୟ ରେ ଏହି ଗାୟକ ଜଣକ ସୋସିଆଲ ମିଡ଼ିଆ ରେ ବେଶ ଚର୍ଚ୍ଚା ରେ ଅଛନ୍ତି । ହଁ ବନ୍ଧୁ ଏହି ଗାୟକ ଜଣକ ବର୍ତ୍ତମାନ୍ ସମୟ ରେ ସିଦ୍ଧାର୍ଥ ଟିଭି ର ରିଆଲିଟ ସୋ କୁ ଆସିଛନ୍ତି ।
ସିଦ୍ଧାର୍ଥ ଟିଭି ର ରିଆଲିଟ ସୋ ଓଡ଼ିଶା ର ନୂଆ ସ୍ବର ରେ ହ୍ୟୁମାନ ସାଗର ନଜର ଆସିଛନ୍ତି ଓ ତାଙ୍କ ସାଙ୍ଗ ରେ ନଜର ଆସିଛନ୍ତି ହ୍ୟୁମାନ ସାଗର ଙ୍କ ଧର୍ମ ପତ୍ନୀ ଶ୍ରେୟା ମିଶ୍ର । ହ୍ୟୁମାନ ସାଗର ଙ୍କ ଏକ ଗୀତ ରହିଛି ଆଗାମୀ ଦିନ ମାନ ଙ୍କ ରେ ରିଲିଜ୍ ହେବା କୁ ଯାଉଥିବା ଏକ ଚଳଚ୍ଚିତ୍ର ।
ଚଳଚ୍ଚିତ୍ର ର ନାମ ହେଉଛି ତୁ ମୋର୍ ଓକେ , ଏହି ଚଳଚ୍ଚିତ୍ର ରେ ନଜର ଆସିବେ ଅଭିନେତ୍ରୀ ଶୀତଳ ଓ ଅଭିନେତା ଜ୍ୟୋତି । ଆପଣ ଏହି ଚଳଚ୍ଚିତ୍ର ରେ ହ୍ୟୁମାନ ସାଗର ଙ୍କ ଏକ ଭଲ ଗୀତ ଶୁଣିବାକୁ ପାଇବେ ଯେଉଁ ଗୀତ ଟି କୁ ହ୍ୟୁମାନ ଏବଂ ତାଙ୍କ ଧର୍ମ ପତ୍ନୀ ଶ୍ରୀୟା ମିଶ୍ର ଗାଇଛନ୍ତି ଓ ଏହି ଗୀତ ଟି ମଧ୍ୟ ବେଶ୍ ଚର୍ଚ୍ଚା ରେ ଅଛି ।
ବନ୍ଧୁଗଣ ଏହି ରିଆଲିଟ ସୋ ରେ ଜଜ୍ ମାନେ ନଜର ଆସିବା ଅଭିନେତା ଜ୍ୟୋତି ଓ ଅଭିନେତ୍ରୀ ଶୀତଳ ନଜର ଆସିଥିଲେ , ସେମାନ ଙ୍କ ଚଳଚ୍ଚିତ୍ର ତୁ ମୋର୍ ଓକେ ସେପ୍ଟେମ୍ବର ମାସ ୧୬ ତାରିଖ ରେ ରିଲିଜ୍ ହେବ । ଏହି ରିଆଲିଟ ସୋ ରେ ହ୍ୟୁମାନ ସାଗର ଓ ତାଙ୍କ ପତ୍ନୀ ଉଭୟ ଏହି ସୁନ୍ଦର୍ ଗୀତ ଟି କୁ ଗାଇଛନ୍ତି ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।