ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଆମ ଓଡ଼ିଆ ଇଣ୍ଡଷ୍ଟ୍ରୀ ରେ ବହୁତ ସାରା ଅଭିନେତ୍ରୀ ଓ ଅଭିନେତା ଅଛନ୍ତି । ତେବେ ଅଭିନେତା ଓ ଅଭିନେତ୍ରୀ ଙ୍କ ର ସୁନ୍ଦର ଅଭିନୟ ପାଇଁ ହିଁ ଆମେ ତାଙ୍କି ଚିହ୍ନି ଥାଉ ଆଉ ସେମାନେ ଆମ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ହୋଇ ଥାନ୍ତି । ଆପଣ ମାନେ ଜାଣିଥିବେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରୀ ବହୁତ ସୁପରଷ୍ଟାର ଅଛନ୍ତି ଆଉ ତାଙ୍କ ର ଅଭିନୟ ଆପଣ ମାନେ ଦେଖିବାକୁ ବହୁତ ଭଲ ପାଆନ୍ତି ।
ସେମାନେ ତାଙ୍କ ଅଭିନୟ ରେ ସବୁ ଦର୍ଶକ ମାନଙ୍କ ମନ କୁ ନିଜର କରି ରଖି ଥାନ୍ତି । ଆଉ ତାଙ୍କ ର ଅଭିନୟ ର ପଦେ ପଦେ ଡାଇଲଗ କହି ଦର୍ଶକ ମାନଂକୁ କେବେ କନ୍ଦାନ୍ତି ତ କେତେବେଳେ ହସି ହସି ଗଡେଇ ଦେଇ ଥାନ୍ତି । ଆଉ ସବୁ ଦର୍ସକ ମାନଂକୁ ନିଜର କରି ରଖି ଥାନ୍ତି । ଆପଣ ମାନେ ସବ୍ୟସାଚ୍ଚୀ ଓ ଅର୍ଚ୍ଚିତା ଙ୍କ ବିଷୟ ରେ ବହୁତ ଜାଣିଥିବେ । ସେ କେବଳ ଓଡିଶା ରେ ନୁହନ୍ତି ସେ ଓଡିଶା ବାହାରେ ମଧ୍ୟ ପରିଚିତ ।
ଦର୍ଶକ ମାନେ ଏହି ଯୋଡି କୁ ବହୁତ ଭଲ ପାଅନ୍ତି । ସବ୍ୟସାଚ୍ଚୀ ଓ ଅର୍ଚ୍ଚିତା ଙ୍କ ବିଷୟ ରେ ଯେତେ କହିଲେ ବି କମ ହେବ । ସେ ତାଙ୍କ ଅଭିନୟ ପାଇଁ ସମସ୍ତେ ଦର୍ଶକ ମାନଙ୍କ ହୃଦୟ ଅଛନ୍ତି । ସବ୍ୟସାଚ୍ଚୀ ପ୍ରଥମ ସିନେମା ର ନାଁ ହେଉଛି ପାଗଳ ପ୍ରେମୀ ଆଉ ଅର୍ଚ୍ଚିତା ଙ୍କ ର ପ୍ରଥମ ସିନେମା ର ନାଁ ହେଉଛି ଓ ମାଇଁ ଲଭ୍ ।
ଏହି ସିନେମା ସବୁ ସୁପରହିଟ୍ ହୋଇ ଥିଲା ଆଉ ସମସ୍ତ ଦର୍ଶକ ମାନଙ୍କୁ ମଧ୍ୟ ନିଜ ର କରି ନେଇଥିଲା । ତେବେ ସିନେମା କରି ପୂର୍ବ ରୁ ଦୁହେଁ ଓଡ଼ିଆ ଆଲବମ୍ ରେ ଅଭିନୟ କରୁଥିଲେ । ସବ୍ୟସାଚ୍ଚୀ କିନ୍ତୁ ପ୍ରଥମେ ଅଭିନୟ କରିଥିଲେ ସେ ପ୍ରଥମେ ଜବ୍ କରୁଥିଲେ କିନ୍ତୁ ତାଙ୍କ ର ସ୍ବପ୍ନ୍ ଥିଲା ସେ ଅଭିନୟ କରିବେ ବୋଲି ଆଉ ସେ ଚାକିରୀ ଛାଡି ଅଭିନୟ ଜଗତ ରେ ପାଦ ଦେଇଥିଲେ ଆଉ ସେ ବନିଗଲେ ଅଭିନେତା ଆଉ ସୁପରଷ୍ଟାର ।
ଆଉ ଏବେ ସମସ୍ତ ହୃଦୟ ରେ ସୁପରଷ୍ଟାର ହେଇ ରାଜ୍ କରୁଛନ୍ତି ତେବେ ସେ କେବଳ ଗୋଟିଏ ଅଭିନେତା ହେବା ସାଥେ ସାଥେ ସେ ସମାଜ ସେବି ମଧ୍ୟ । ଆଉ ସେ ସମସ୍ତ ଙ୍କୁ ସାହାଯ୍ୟ ମଧ୍ୟ କରନ୍ତି । ବର୍ତ୍ତମାନ ସମୟରେ ସବ୍ୟସାଚ୍ଚୀ ଙ୍କ ପରିବାର ର ଫଟୋ ଭାଇରାଲ ହେବାକୁ ଲାଗୁଚି ।ଆଉ ଏହି ଫଟୋ ଟି ବର୍ତ୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ନିଆଁ ଭଳି ଭାଇରାଲ ହେବାକୁ ଲାଗୁଚି ।
ଯାହା କି ଏହି ଫଟୋ ପ୍ରଥମ ଥର ତାଙ୍କ୍ ପରିବାର କୁ ଦେଖୁଛନ୍ତି । ତେବେ ଜାଣି ନିଅନ୍ତୁ ତାଙ୍କ ପରିବାର ରେ କିଏ କିଏ ରହୁଛନ୍ତି । ଏହି ଫଟୋ ରେ ସବ୍ୟସାଚ୍ଚୀ ଓ ଅର୍ଚ୍ଚିତା ଅଛନ୍ତି ଆଉ ସବ୍ୟସାଚ୍ଚୀ ଙ୍କ ର ମାଆ ବାପା ଆଉ ତାଙ୍କ ବଡ଼ ଭାଇ ଭାଉଜ ଆଉ ତାଙ୍କ ପୁତୁରା । ସମସ୍ତେ ମିଶି ଏକାଠି ରହୁଛନ୍ତି । ତାଙ୍କ ପରିବାର ବହୁତ ଖୁସି ଆଉ ମଜ୍ଜା ମସ୍ତି କରି ରହୁଛନ୍ତି ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।