ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ବନ୍ଧୁଗଣ ଯଦି ଆମେ ମାନେ ବର୍ତ୍ତମାନ ସମୟ ର ଚଳଚ୍ଚିତ୍ର ଓ ଅତୀତ ର ଚଳଚ୍ଚିତ୍ର ବିଷୟ ରେ କହିବା ତାହେଲେ ବର୍ତ୍ତମାନ ଠାରୁ ଅତୀତ ର ଓଡ଼ିଆ ଇଣ୍ଡଷ୍ଟ୍ରି ବେଶ୍ ଲୋକ ପ୍ରିୟ । ଦର୍ଶକ ମାନେ ଚଳଚ୍ଚିତ୍ର ଦେଖିବା ପାଇଁ ସେତେବେଳେ ମାଡ ଗୋଡ଼ି ହୋଇ ଥାଆନ୍ତି ।
ବର୍ତ୍ତମାନ ସମୟ ରେ ଆଉ ଚଳଚ୍ଚିତ୍ର ଜଗତ କୁ ସେତେ ଭଲ ପାଇବା ମିଳୁ ନାହିଁ ଓ ଅତୀତ ରେ ଥିବା ଚଳଚ୍ଚିତ୍ର ର ଲୋକ ପ୍ରିୟ ଅଭିନେତା ମାନେ ଆଉ ନାହାଁନ୍ତି । କିଏ ଦୁନିଆ ଛାଡ଼ି ସ୍ବର୍ଗତ ହୋଇଥିବା ସମୟ ରେ ଆଉ କିଏ ବୟସ୍କ ଓ ବିଭିନ୍ନ କାରଣ ରୁ ଓଡ଼ିଆ ଇଣ୍ଡଷ୍ଟ୍ରି ଦୂରେଇ ହୋଇ ରହିଛନ୍ତି । ବର୍ତ୍ତମାନ ସମୟ ରେ କିଛି ଲୋକ ପ୍ରିୟ ଅଭିନେତା ମାନେ ଅଛନ୍ତି କିନ୍ତୁ ସେମାନ ଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ ।
ସେହିଭଳି ଜଣେ ଅଭିନେତା ହେଉଛନ୍ତି ଅଖିଳ ପଟ୍ଟନାୟକ , ଯିଏ ବହୁତ୍ ସାରା ହିଟ ଚଳଚ୍ଚିତ୍ର ଦେଇଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି କୁ , ଯେମିତି କି ଚକା ଚକା ଭଉଁରୀ , ମେଘ ସବାରୀ ରେ ଆସିବ ଫେରି ଭଳି ଅନେକ ଚଳଚ୍ଚିତ୍ର ରେ ଅଭିନୟ କରି ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି । ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ହୋଇ ପାରିଛନ୍ତି ।
ଓଡ଼ିଆ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ି ର ଅଭିନେତା , ଏହି ଅଭିନେତା ଜଣକ ଭିନ୍ନ ଭିନ୍ନ ଚରିତ୍ର ରେ ଅଭିନୟ କରି ବେଶ୍ ଲୋକ ପ୍ରିୟ ହୋଇ ପାରିଛନ୍ତି । ପ୍ରାୟତ ଅଧିକ ଚରିତ୍ର ରେ ସେ ନେଗେଟିଭ ଚରିତ୍ର ରେ ଅଭିନୟ କରି ଛନ୍ତି । ନେଗେଟିଭ ଚରିତ୍ର ତାଙ୍କୁ ଆଜି ବେଶ୍ ଲୋକ ପ୍ରିୟ କରାଇ ପାରିଛି । ଏହି ଅଭିନେତା ଙ୍କ ଅଭିନୟ ଆଉ ଦେଖିବାକୁ ମିଳୁନାହିଁ ।
ବର୍ତ୍ତମାନ ସମୟ ରେ ଏହି ଅଭିନେତା ଜଣକ ଜାତୀୟ ଚଳଚ୍ଚିତ୍ର ବୋର୍ଡ ର ଜଣେ ସଦସ୍ୟ ବର୍ତ୍ତମାନ ଅଛନ୍ତି । ବର୍ତ୍ତମାନ ସମୟ ରେ ଏହି ଅଭିନେତା ଜଣକ ବେଶ୍ ଖୁସି ରେ ଅଛନ୍ତି ନିଜ ଖୁସି ର ସଂସାର କୁ ନେଇ , ବର୍ତ୍ତମାନ ସମୟ ରେ ତାଙ୍କ ପରିବାର ରେ ତାଙ୍କ ପତ୍ନୀ ସହ ଦୁଇ ପୁଅ ଅଛନ୍ତି । ନିଜ ସ୍ତ୍ରୀ କୁ ସେ ବହୁତ୍ ଭଲ ପାଇ ଥାଆନ୍ତି ।
ବର୍ତ୍ତମାନ ସମୟ ରେ ଅଭିନେତା ଅଖିଳ ପଟ୍ଟନାୟକ ଯିଏ କି ଏକ ସାକ୍ଷାତକାର ରେ ଆସି ଅନେକ କଥା କହିଛନ୍ତି ଯାହାର ଭିଡିଓ ଆପଣ ମାନେ ଆମର ଏହି ପେଜ ମାଧ୍ୟମରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।