ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଯାତ୍ରା ଜଗତ ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଅଛନ୍ତି ଓ ଏହି ଲୋକ ପ୍ରିୟ ଅଭିନେତ୍ରୀ ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ତାହେଲେ ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ନଳିନୀ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଓଡିଆ ଯାତ୍ରା ଜଗତ ର ଲୋକ ପ୍ରିୟ ଅଭିନେତ୍ରୀ ।
ତାହେଲେ ବନ୍ଧୁଗଣ ଆଜି ଆମେ ନଳିନୀ ଙ୍କ ସ୍ବାମୀ ବିଷୟ ରେ ଜାଣିବା ଅନେକ କିଛି ବିଷୟ ରେ , ନଳିନୀ ଙ୍କ ସ୍ବାମୀ ହେଉଛନ୍ତି କୋଣାର୍କ ଗଣନାଟ୍ୟ ର ଜଣେ ହାସ୍ୟ ଅଭିନେତା । ଘର୍ କହିଲେ ଜଗତସିଂପୁର , ପରିବାର କହିଲେ ବାପା , ସାନ ଭାଇ । ତାହେଲେ ନଳିନୀ ଏବଂ ତାଙ୍କ ଯାତ୍ରା ଜଗତ ଅଭିନୟ କରୁଥିବା ସମୟ ରେ ସେମାନେ ଙ୍କ ଏକ ପୁତ୍ର ସନ୍ତାନ ଅଛି ଯିଏ କି ଭୁବନେଶ୍ଵର ରେ ପାଠ ପଢ଼ୁଛନ୍ତି ।
ତାହେଲେ ବନ୍ଧୁଗଣ ନଳିନୀ ଙ୍କ ସ୍ବାମୀ ଯାତ୍ରା ଜଗତ ର ଜଣେ ଲୋକ ପ୍ରିୟ ହାସ୍ୟ ଅଭିନେତା ସେ ଯାତ୍ରା ଜଗତ ରେ ଅଭିନୟ କରିବା ର ୪୦ ବର୍ଷ ହୋଇ ଗଲାଣି । ସେ ତାଙ୍କ ଜୀବନ ୧୮ ଟି ଗଣନାଟ୍ୟ ରେ ଅଭିନୟ କରି ସରିଛନ୍ତି । ନଳିନୀ ଏବଂ ତାଙ୍କ ସ୍ବାମୀ ଯାତ୍ରା ଜଗତ ରୁ ଭଲ ପାଇ ବିବାହ କରିଛନ୍ତି ପ୍ରଥମେ ସେ ଯାତ୍ରା ଜଗତ ରେ ଗୀତ ଗାଇଥିଲେ ଓ ପରେ ଅଭିନୟ କରିଥିଲେ ଓ ପରେ ନାଚ କରିଥିଲେ ।
ତାହେଲେ ବନ୍ଧୁଗଣ ଆପଣ ମାନେ ନଳିଙ୍କ ସ୍ବାମୀ ଙ୍କୁ ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉଥିବେ । ଆପଣ ମାନେ ନଳିନୀ ଙ୍କ ଜବରଦସ୍ତ ଅଭିନୟ ବେଶ୍ ଭଲ ଭାବରେ ଦେଖିଥିବେ , ସେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ।
ଆପଣ ମାନେ ନଳିନୀ ଙ୍କୁ ବେଶ୍ ଭଲ ଭାବରେ ଦେଖିଥିବେ କିନ୍ତୁ ତାଙ୍କ୍ ସ୍ବାମୀ ଙ୍କୁ ଆପଣ ମାନେ ଜାଣିଥିଲେ ମଧ୍ୟ କେବେ ହେଲେ ଜାଣି ନ ଥିଲେ ଏହି ଅଭିନେତା ଜନକ ନଳିନୀ ଙ୍କ ସ୍ବାମୀ ବୋଲି । ଆମ ଓଡିଆ ଯାତ୍ରା ଜଗତ ର ଲୋକ ପ୍ରିୟ ଅଭିନେତ୍ରୀ ମିଟୁନା ତାଙ୍କ you tube ଚ୍ୟାନେଲ ରେ ଏକ ବ୍ଲଗ୍ ଭିଡିଓ ପୋଷ୍ଟ କରିଛନ୍ତି ଓ ଏହି ବ୍ଲଗ୍ ରେ
ନଳିନୀ ଙ୍କ ସ୍ୱାମୀ ଆସି ଅନେକ କଥା କହିଥିଲେ , ହଁ ବନ୍ଧୁ ତାଙ୍କ ଅଭିନୟ ଜୀବନୀ ଠାରୁ ନିଜ ପରିବାର ଲୋକ ଏବଂ କେମିତି ସେ କେଉଁ ଯାତ୍ରା ଜଗତ ରେ ଭଲ ପାଇ ବିବାହ କଲେ ସବୁ କିଛି କହିଛନ୍ତି ଓ ଯାହାକି ଆପଣ ମାନେ ବେଶ୍ ଭଲ ଭାବରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।