ବନ୍ଧୁଗଣ ବର୍ତ୍ତମାନ ସମୟରେ ଏକ ଭିଡିଓ ଖୁବ ଭାଇରାଲ ହେବା କୁ ଲାଗୁଚି । ଆପଣ ମାନେ ଏହି ବିଷୟ ରେ ଯଦି ଜାଣିବେ ତାହେଲେ ଆପଣ ମାନେ ଖୁସି ହେବା ସହ ଅଶ୍ଚର୍ୟ୍ଯ ମଧ୍ୟ ହୋଇ ଯିବେ । କାରଣ ଓଡ଼ିଆ ଇଣ୍ଡଷ୍ଟ୍ରୀ କୁ ଆସିଜାଇଛି ଏକ ଖୁସି ଖବର । ତେବେ ଖୁବ ଶୀଘ୍ର ଗୋଟିଏ ସିନେମା ରେ ନଜର ରେ ଆସିବେ ସୁପରଷ୍ଟାର ଅନୁଭବ ମହାନ୍ତି ଓ ସୁପରଷ୍ଟାର ବାବୁଶାନ୍ ମହାନ୍ତି ।
ଏହି କଥା ଟି ଶୁଣି ଆପଣ ମାନେ ଆଶ୍ଚର୍ୟ୍ଯ ହୋଇ ଗଲେ ନା ସେଇଠି ପାଇଁ ତ ଆପଣ ମାନଂକୁ କହିଥିଲୁ ଆପଣ ମାନେ ଆଶ୍ଚର୍ୟ୍ଯ ହୋଇ ଯିବେ । ତେବେ ଏହି ବିଷୟ ରେ ସମ୍ପୁର୍ଣ୍ଣ କଥା ଜାଣିବା ପାଇଁ ଆପଣ ମାନେ ଆମ ର ଏହି ଲେଖାଟିକୁ ପ୍ରଥମ ରୁ ଶେଷ ଯାଏ ପଢନ୍ତୁ । ବହୁତ ଜଲ୍ଡି ବାବୁଶାନ୍ ମହାନ୍ତି ଓ ଅନୁଭବ ମହାନ୍ତି ଙ୍କୁ ଦେଖିବାକୁ ମିଳିବ ଗୋଟିଏ ସିନେମା ରେ ।
ହେଲେ ଅର୍ଜିନାଲ୍ ନୁହେଁ ଡୁପ୍ଲିକେଟ ଅନୁଭବ ଓ ବାବୁଶାନ୍ ଙ୍କୁ । ଦର୍ଶକ ବନ୍ଧୁ ଆଗକୁ ଆସିବାକୁ ଯାଉଛି ଏକ କମେଡି ଭିତିକ ସଦର ଥାନାରୁ ଇନିସପେକ୍ଟର ସନା ଚଳଚିତ୍ର୍ ରେ ନଜର ରେ ଆସୁଛନ୍ତି ବାବୁଶାନ୍ ଓ ଅନୁଭବ ଙ୍କ ନକଲ ରେ । ଏହି ସିନେମା ରେ ଲିଡ୍ ରେ ନଜର ରେ ଆସୁଛନ୍ତି ଓଡିଶା ୟ୍ୟୁଟବ କମେଡିଆନ୍ ବଣ୍ଟି । ଯାହାର ନିର୍ଦ୍ଦେସକ୍ ହେଉଛନ୍ତି ଯୁବ ସି ନିର୍ଦ୍ଦେଶକ ରାଜା । ପ୍ରଜୋଜନା ଅଛନ୍ତି ସନ୍ଧିପ୍ତ୍ ମହାପାତ୍ର ଓ ସୁଶୀଲ କୁମାର ବାରିକ ।
ହଲ ରେ ରିଲିଜ ନେବା ଆସା ରେ ଏଥିରେ ଭର ପୁର କମେଡି ଦେଖିବାକୁ ମିଳିଛି । ଯାହା କି ପ୍ରଥମ ଥର ବଣ୍ଟୀ କୁ ଅଭିନିତ ପ୍ରଥମ ସିନେମା ହେବ ଯିଏ କି ଲିଡ୍ ରୋଲ ରେ ନଜର ରେ ଆସିବେ । ତେବେ ବନ୍ଧୁଗଣ ଆପଣ ମାନେ ଏହି ନୂଆ ଧାରଣ ର ସିନେମା ଟି ଆସିଛି । ଏହି ସିନେମା ଟିକୁ ଦେଖିବା ପାଇଁ ଆପଣ ମାନେ ଏକ୍ସାଇଟ୍ ଅଛନ୍ତି ଏଥିରୁ ଜଣା ପଡ଼ିଯିବ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।