ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତା ମାନ ଙ୍କ ମଧ୍ୟ ରୁ ବହୁ କମ୍ ଅଭିନେତା ହେଉଛନ୍ତି ହାସ୍ୟ ଅଭିନେତା । ଏହି ହାସ୍ୟ ଅଭିନେତା ଙ୍କୁ ଦର୍ଶକ ମାନେ ବେଶ୍ ପସନ୍ଦ କରି ଥାଆନ୍ତି କାରଣ ଦର୍ଶକ ମାନ ଙ୍କୁ ଏହି ହାସ୍ୟ ଅଭିନେତା ମାନେ ହସାଇବା ସହିତ ମନୋରଂଜନ କରାଇ ଥାଆନ୍ତି ।
ତାହେଲେ ବନ୍ଧୁଗଣ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରୁଥିବା ସମସ୍ତ ହାସ୍ୟ ଅଭିନେତା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ସବୁଠାରୁ ବେଶ୍ ଲୋକ ପ୍ରିୟ ଅଭିନେତା ପପୁ ପମପମ୍ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ତେବେ ମନୋରଂଜନ ଜଗତ ର ଜଣେ ଲୋକ ପ୍ରିୟ ଅଭିନେତା । ତେବେ ନିଜ କମିଡି ପାଇଁ ସେ ବେଶ୍ ଲୋକ ପରିଚିତ ।
ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଅଭିନେତା ପପୁ ପମପମ୍ ଙ୍କ ଝିଅ ଙ୍କୁ ନେଇ ଏକ ଖବର ଆସିଛି ଓ ଏହି ଖବର ଟି ହେଲା ଯେ ଖୁବ୍ ଶୀଘ୍ର ଶିଶୁ କଳାକାର ଭାବେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ପାଦ ଦେବା କୁ ଯାଉଛନ୍ତି ପପୁ ପମପମ୍ ଙ୍କ ଝିଅ । ହଁ ବନ୍ଧୁ ବର୍ତ୍ତମାନ୍ ସମୟ ରେ ପପୁ ପମପମ୍ ଙ୍କ ଝିଅ ର ବୟସ ବହୁତ୍ କମ ଅଟେ କିନ୍ତୁ ସେ ନିଜ ବାପା ଙ୍କ ସହ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହିଥାନ୍ତି ।
କେତେବେଳେ ନିଜ ବାପା ଙ୍କ ସହ ଅଭିନୟ କରି ଥାଆନ୍ତି ତ ଆଉ କେତେବେଳେ ଭଲ ନାଚ କରି ଥାଆନ୍ତି । ବର୍ତ୍ତମାନ୍ ସମୟ ରେ ପପୁ ଙ୍କ ଝିଅ ପାଠ ପଢୁଛନ୍ତି କିନ୍ତୁ ଅଭିନୟ ସେ ଭଲ ଭାବରେ କରି ପାରୁଛନ୍ତି , ଛୋଟ ବେଳୁ ସେ ଅଭିନୟ ପ୍ରତି ବେଶ୍ ଇଚ୍ଛୁକ ଅଟନ୍ତି ସେଥିପାଇଁ ସେ ଖୁବ ଶୀଘ୍ର ସେ ଶିଶୁ କଳାକାର ଭାବେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରିବେ ।
ପପୁ ପମପମ୍ ଙ୍କ ପୁଅ ମଧ୍ୟ ଅଛି ଯାହାଙ୍କ ବୟସ ୧୭ ସେ ଓଡ଼ିଶା ରେ ବାହାର୍ ରାଜ୍ୟ ରେ ପାଠ ପଢ଼ୁଛନ୍ତି ଓ ସେ ପାଠ ପଢି ଚାକିରୀ କରିବେ ଅଭିନୟ ଦୁନିଆ କୁ ସେ ଆସିବେ ନାହିଁ ବୋଲି ପପୁ କହିଛନ୍ତି । ଆପଣ ମାନେ ପପୁ ପମପମ୍ ଙ୍କ ଜବରଦସ୍ତ କମେଡି ନିଶ୍ଚୟ ଶୁଣିଥିବେ ଓ ଦେଖିଥିବେ । ନିଜ କମେଡି ପାଇଁ ସେ ଆଜି ଓଡିଶା ର ଘର୍ ଘରେ ପରିଚିତ । କେବଳ ଚଳଚ୍ଚିତ୍ର ରେ ନୁହେଁ ବରଂ ବହୁ ରିଆଳିଟ ସୋ ରେ ଆସି ସମସ୍ତ ଙ୍କୁ ବେଶ୍ ହସାଇଛନ୍ତି ।
ପପୁ ପମପମ୍ ଜଣେ ଭଲ ଅଭିନେତା ହେବା ସହ ବାସ୍ତବିକ୍ ଜୀବନ ରେ ଭଲ ବାପା ଜଣେ , ଖୁବ ଶୀଘ୍ର ଆପଣ ମାନେ ପପୁ ଙ୍କ ଝିଅ କୁ ଦେଖିବା ପାଇବେ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଶିଶୁ କଳାକାର ଭାବରେ ।। ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।