ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆପଣ ମାନ ଙ୍କ ମନୋରଂଜନ କରାଇବା ପାଇଁ ଏହି ଅଭିନୟ ଦୁନିଆ ରେ ଅନେକ ଚଳଚ୍ଚିତ୍ର ନିର୍ମିତ ହୋଇଥାଏ ଓ ପ୍ରତ୍ୟେକ ଦିନ ଧାରାବାହିକ ପ୍ରସ୍ତୁତ ହୋଇଥାଏ । ଆପଣ ମାନେ ନିଶ୍ଚୟ ଏହି ଚଳଚ୍ଚିତ୍ର ଓ ଧାରାବାହିକ ଦେଖି ନିଜ ମନ୍ ର ମନୋରଂଜନ କରାଉ ଥିବେ ।
ଏହି ମନୋରଂଜନ କରାଉ ଥିବା ଧାରାବାହିକ ଓ ଚଳଚ୍ଚିତ୍ର ରେ ଅଭିନୟ କରୁଥିବା ସମସ୍ତ ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଜବରଦସ୍ତ ଅଭିନୟ ମାଧ୍ୟମ ରେ ଦର୍ଶକ ମାନ ଙ୍କ ମନୋରଂଜନ କରାଇ ବେଶ୍ ଲୋକ ପ୍ରିୟ ହୋଇ ପାରି ଥାଆନ୍ତି , ଦର୍ଶକ ମାନେ ଧାରାବାହିକ ଜଗତ କୁ ବହୁତ୍ ସାରା ଭଲ ପାଇବା ଦେଇଛନ୍ତି ।
କାରଣ ଧାରାବାହିକ ଦର୍ଶକ ମାନ ଙ୍କୁ ପ୍ରତ୍ୟେକ ଦିନ ମନୋରଂଜନ କରାଇ ଥାଏ , କେବେ ହସାଇ ଥାଏ ତ ଆଉ କେତେବେଳେ କନ୍ଦାଇ ଥାଏ ଅନେକ କିଛି କରିଥାଏ । ଆପଣ ମାନେ ଧାରାବାହିକ ଜଗତ ର ସମସ୍ତ ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନ ଙ୍କ ମଧ୍ୟ ରୁ ବହୁ କମ୍ ଅଭିନେତା ଅଛନ୍ତି ଯେଉଁମାନେ ବେଳେ ବେଳେ କିଛି ଦୃଶ୍ୟ କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରହି ଥାଆନ୍ତି ।
ତାହେଲେ ବନ୍ଧୁଗଣ ଆପଣ ଅଭିନେତା ତୁଷାର ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ , ଏହି ଅଭିନେତା ଜଣକ ଓଡ଼ିଆ ଧାରାବାହିକ ଜଗତ ର ଲୋକ ପ୍ରିୟ ଅଭିନେତା ଭାବେ ବେଶ୍ ପରିଚିତ , ହଁ ବନ୍ଧୁ ଅଭିନେତା ତୁଷାର ଯିଏ କି ବର୍ତ୍ତମାନ୍ ସମୟ ରେ ଓଡ଼ିଶା ର ଘର୍ ଘରେ ଚନ୍ଦନ ନାମ ରେ ବେଶ୍ ପରିଚିତ । ତୁଷାର ଅନେକ ଧାରାବାହିକ ରେ ଅଭିନୟ କରି ସାରିଛନ୍ତି ।
ସେ ଜି ସାର୍ଥକ ଟିଭି ପୂର୍ବ ରୁ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ତୋ ଅଗଣା ର ତୁଳସୀ ମୁଁ ରେ ଅଭିନୟ କରୁଥିଲେ । ଏହି ଧାରାବାହିକ ର ଅଭିନୟ ତାଙ୍କୁ ବେଶ୍ ଲୋକ ପ୍ରିୟ କରାଇ ପାରିଥିଲା ଓ ସେ ବେଶ୍ ଲୋକ ପରିଚିତ ହୋଇ ପାରିଥିଲେ ।ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଅଭିନେତା ତୁଷାର ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।
ଧାରାବାହିକ ଜଗତ ର ଲୋକ ପ୍ରିୟ ଅଭିନେତ୍ରୀ ମାହି କୁ ବିବାହ କରିଥିଲେ । ବର୍ତ୍ତମାନ୍ ସମୟ ରେ ଉଭୟ ଙ୍କ ଏକ କନ୍ୟା ସନ୍ତାନ ରହିଛି , ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ତୁଷାର ନିଜ ଝିଅ କୁ ସାଙ୍ଗ ରେ ଧରି ବାହାର କୁ ବୁଲିବା ଯାଇଛନ୍ତି ଓ ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।।