Breaking News

ପ୍ରଥମ ଥର ପାଇଁ ଯାତ୍ରା ମଞ୍ଚରେ ଓଡିଆ ସିନେମା ସୁପର ଷ୍ଟାର ସିଦ୍ଧାନ୍ତ ମହାପାତ୍ର (Sidhant Mohapatra) – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଆପଣ ମାନ ଙ୍କ ମନୋରଂଜନ କରାଇବା ପାଇଁ ଏହି ଅଭିନୟ ଦୁନିଆ ରେ ଅନେକ ଚଳଚ୍ଚିତ୍ର ଓ ଧାରାବାହିକ ଏବଂ ନାଟକ ପରିବେଷଣ ହେଉଛି ଯାତ୍ରା ଜଗତ ରେ ଆରମ୍ଭ ହେଉଛି । ଦର୍ଶକ ମାନେ ବହୁତ୍ ସାରା ଭଲ ପାଇବା ଦେଉଛନ୍ତି , ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଓଡ଼ିଶା ବାସୀ ଙ୍କ ବେଶ୍ ଲୋକ ପ୍ରିୟ ହୋଇପାରିଛି ଯାତ୍ରା ଜଗତ ।

ଏହି ଯାତ୍ରା ଜଗତ ଦର୍ଶକ ମାନ ଙ୍କ ପାଖ କୁ ଆସିଥାଏ । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଯାତ୍ରା ଜଗତ ରେ ଅନେକ ଲୋକ ପ୍ରିୟ ଗଣନାଟ୍ୟ ରହିଛି ଓ ଏହି ଗଣନାଟ୍ୟ ରେ ଅନେକ ଲୋକ ପ୍ରିୟ ଅଭିନେତା ମାନେ ନଜର ଆସି ଥାଆନ୍ତି । କିଛି ଏମିତି ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁ ମାନେ କି ଧାରାବାହିକ ଜଗତ ରେ ଚଳଚ୍ଚିତ୍ର ଜଗତ ରେ ଅଭିନୟ କରିବା ପରେ ଯାତ୍ରା ଜଗତ ରେ ଅଭିନୟ କରୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।


ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ଯାତ୍ରା ଜଗତ ରେ ନଜର ଆସିଲେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ନମ୍ୱର୍ ୱାନ ହିରୋ ସିଦ୍ଧାନ୍ତ ମହାପାତ୍ର ବା ମୁନା ଭାଇ । ହଁ ବନ୍ଧୁ ବର୍ତ୍ତମାନ୍ ସମୟ ରେ ଏକ ଗଣନାଟ୍ୟ ର ଷ୍ଟେଜ ଉପରେ ନଜର ଆସିଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର , ଆଜି ଆମେ ସେହି ବିଷୟ ରେ ଜାଣିବା

ବନ୍ଧୁଗଣ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଙ୍କୁ ବେଶ୍ ଭଲ ଭାବରେ । ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ମୁନା ଭାଇ ନାମ ରେ ବେଶ୍ ପରିଚିତ । ଏହି ଅଭିନେତା ଜଣକ ଦୀର୍ଘ ବର୍ଷ ହେବ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରି ଆସୁଛନ୍ତି ଓ ଆପଣ ମାନେ ତାଙ୍କ ଜବରଦସ୍ତ ଅଭିନୟ ଅନେକ ଚଳଚ୍ଚିତ୍ର ଦେଖିଥିବେ ।

ଏହି ଅଭିନେତା ଙ୍କ ଅଭିନୟ ଦେଖିବା ପାଇଁ ଦର୍ଶକ ମାନେ ବେଶ୍ ଇଚ୍ଛୁକ ଥାଆନ୍ତି । ବର୍ତ୍ତମାନ୍ ସମୟ ରେ ଅଭିନେତା ସିଦ୍ଧାନ୍ତ ମହାପାତ୍ର ଯାତ୍ରା ଜଗତ ଷ୍ଟେଜ ନଜର ଆସିଛନ୍ତି । ହଁ ଯାତ୍ରା ଜଗତ ଲୋକ ପ୍ରିୟ ଗଣନାଟ୍ୟ କୋଣାର୍କ ଗଣନାଟ୍ୟ ରେ ନଜର ଆସିଛନ୍ତି । କୋଣାର୍କ ଗଣନାଟ୍ୟ ର ଷ୍ଟେଜ ଉପରେ ଠିଆ ହୋଇ ଦର୍ଶକ ମାନ ଙ୍କ ମନୋରଂଜନ କରାଇଛନ୍ତି ।

ହଁ ବନ୍ଧୁ ଷ୍ଟେଜ ଉପରେ ଦର୍ଶକ ମାନ ଙ୍କ ପାଇଁ ଅଭିନୟ କରି ତ ଆଉ କେତେବେଳେ ଜବରଦସ୍ତ ଗୀତ ଗାଈ ଛନ୍ତି ଯାହାର ଦୃଶ୍ୟ ଆପଣ ମାନେ ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ହିରୋଇନ ଝିଲ୍ଲିକ (Jhilik) ଙ୍କ ଜନ୍ମଦିନରେ ପହଞ୍ଚିଲେ ସବୁ ହିରୋ ହିରୋଇନ – ଦେଖନ୍ତୁ ଭିଡିଓ

ନିକଟରେ ଅଭିନେତ୍ରୀ ଝିଲୀକ୍ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି। ବହୁତ୍ ଧୁମ୍ ଧାମରେ ଅଭିନେତ୍ରୀ ଝିଲିକ୍ ଙ୍କ ଜନ୍ମ ଦିନ …

Leave a Reply

Your email address will not be published. Required fields are marked *