Breaking News

ପ୍ରଥମ ଥର ପାଇଁ ଯାତ୍ରା ସୁପରଷ୍ଟାର ବିନୋଦ (Binod) ଦେଖେଇଲେ ତାଙ୍କ ଘର ଓ କହିଲେ ଅଭୂଲା ସ୍ମୃତି – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ର ଲୋକ ପ୍ରୀୟତା ଦିନ କୁ ଦିନ ବଢିବା ରେ ଲାଗିଛି । ଏହି ଲୋକ ପ୍ରୀୟତା ଦିନ କୁ ଦିନ ବେଶ୍ ଲୋକ ପ୍ରିୟ ହେବା କାରଣ ହେଲା ଯେ ଏହି ସୋସିଆଲ ମିଡ଼ିଆ ସବୁଦିନ ଅନେକ ଲୋକ ଙ୍କୁ ବେଶ୍ ଲୋକ ପରିଚିତ କରାଇ ପାରିଛି , ବିଭିନ୍ନ ଲୋକ ଙ୍କୁ ଓଡ଼ିଶା ର ଘର୍ ଘରେ ପରିଚିତ କରାଇ ପାରିଛି ।

ଖାଲି ସେତିକି ନୁହେଁ ବରଂ ସେମାନ ଙ୍କୁ ରୋଜଗାର କ୍ଷମ ମଧ୍ୟ କରାଈ ଥାଏ । ହଁ ବନ୍ଧୁ ସୋସିଆଲ ମିଡ଼ିଆ ରେ କେହି କେହି ଅଛନ୍ତି ଯେଉଁ ମାନେ କି ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ନିଜ ଅଭିନୟ ଫଳ ରେ ଲୋକ ପ୍ରିୟ ହେବା ପରେ ଲୋକ ପ୍ରିୟ ହୋଈ ଥାଆନ୍ତି ଓ ପରେ ବ୍ଲକ୍ କରନ୍ତି ଆଉ କିଛି ଅଛନ୍ତି ଯେଉଁ ମାନେ ବ୍ଲକ କରି ଆଜି ଲୋକ ପ୍ରିୟ ହୋଇ ପାରିଛନ୍ତି ।

ଆପଣ ମାନେ ସୋସିଆଲ ମିଡ଼ିଆ ରେ ଅନେକ ଭିଡିଓ ଦେଖିଥିବେ ଯେଉଁଥିରେ ବ୍ୟକ୍ତି ନିଜ କଳା କୁ ପ୍ରଦର୍ଶିତ କରାଇ ବେଶ୍ ଲୋକ ପରିଚିତ ହୋଇ ପାରିଛି । ଆଉ କେହି କେହି ଅଛନ୍ତି ଯେଉଁ ମାନେ କି ନିଜ ବ୍ୟକ୍ତିଗତ ଜୀବନ ର ଭିଡିଓ କୁ ନେଇ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଏହି ପେଜ ମାଧ୍ୟମ ରେ ସେହିଭଳି ଏକ ଖବର ବିଷୟ ରେ ଜାଣିବା ।

ଆଜି ଆମେ ଯାହା ବିଷୟ ରେ ଜାଣିବାକୁ ସେହି ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପ୍ରିୟ । ହଁ ବନ୍ଧୁ ଏହି ଅଭିନେତା ଜଣକ ହେଉଛନ୍ତି ଯାତ୍ରା ଜଗତ ର ଲୋକ ପ୍ରିୟ ଅଭିନେତା ବିନୋଦ । ଆପଣ ମାନେ ଏହି ଅଭିନେତା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ ।

ଯାତ୍ରା ଜଗତ ର ଲୋକ ପ୍ରିୟ ଅଭିନେତା ବିନୋଦ ଓ ଅଭିନେତ୍ରୀ ବେବିନା ଙ୍କୁ ଜାଣିଥିବେ । ଯାତ୍ରା ଜଗତ ଲୋକ ପ୍ରିୟ ଯୋଡି ଯିଏ କି ଓଡ଼ିଶା ର ଘର୍ ଘରେ ପରିଚିତ ଓ ଦର୍ଶକ ମାନେ ତାଙ୍କ ଅଭିନୟ ଦେଖିବାକୁ ବେଶ୍ ପସନ୍ଦ କରି ଥାଆନ୍ତି । ବର୍ତ୍ତମାନ୍ ସମୟ ରେ ଅଭିନେତା ବିନୋଦ ବେଶ ଚର୍ଚ୍ଚା ରେ ଅଛନ୍ତି ।

ହଁ ବନ୍ଧୁ ଅଭିନେତା ବିନୋଦ ନିଜ you tube ଚ୍ୟାନେଲ ଖୋଲି ବ୍ଲଗ୍ କରିବା ଆରମ୍ଭ କରି ଦେଇଛନ୍ତି ପୂର୍ବ ରୁ ଚ୍ୟାନେଲ ଖୋଲିଥିଲେ ମଧ୍ୟ ସମୟ ପାଉ ନ ଥିଲେ କିନ୍ତୁ ବର୍ତ୍ତମାନ୍ ସମୟ ରେ ବ୍ଲଗ୍ କରିବା ଆରମ୍ଭ କରି ଦେଇଛନ୍ତି ଓ ନିଜ ପ୍ରଥମ ବ୍ଲଗ୍ ରେ ସେ ନିଜ ଘର୍ ଦେଖାଇଛନ୍ତି , ବାହାର୍ ଭିତର ସବୁ କିଛି ଦେଖାଇ ଛନ୍ତି ଓ ଯାହାର ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ଆମ ଓଡ଼ିଆ ଝିଅ ଗୀତ ଶୁଣି ଝୁମୁଚି ସାରା ଦେଶ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଥିବା ସମସ୍ତ ଲୋକ ପ୍ରିୟ ଗାୟକ ଗାୟିକା ମାନ …

Leave a Reply

Your email address will not be published. Required fields are marked *