ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ।ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ଲୋକ ପ୍ରିୟ ଅଭିନେତ୍ରୀ ଅଛନ୍ତି । ଏହି ଅଭିନେତ୍ରୀ ମାନେ ଦର୍ଶକ ମାନ ଙ୍କ ମନୋରଂଜନ କରାଇ ଥାଆନ୍ତି ନିଜ ଜବରଦସ୍ତ ଅଭିନୟ ଫଳ ରେ । ଏହି ଅଭିନେତ୍ରୀ ମାନ ଙ୍କୁ ଓଡ଼ିଶା ର ସମସ୍ତ ଦର୍ଶକ ମାନେ ବେଶ୍ ଭଲ ଭାବରେ ଜାଣିଛନ୍ତି । ଆପଣ ମାନେ ଜାଣିଥିବେ ଯେ ଏହି ଅଭିନେତ୍ରୀ ମାନେ ବେଳେ ବେଳେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ରୁହନ୍ତି କିଛି କାର୍ଯ୍ୟ କୁ ନେଇ ।
ବର୍ତ୍ତମାନ୍ ସମୟ ରେ ଠିକ୍ ସେହିଭଳି ଭାବେ ଜଣେ ଲୋକ ପ୍ରିୟ ଅଭିନେତ୍ରୀ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଆଜି ଆମେ ସେହି ବିଷୟ ରେ ଜାଣିବା । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ହାସ୍ୟ ଅଭିନେତ୍ରୀ ଭାବେ ବେଶ୍ ପରିଚିତ ସେ ହେଉଛନ୍ତି ସୁନନ୍ଦା । ଆପଣ ମାନେ ସୁନନ୍ଦା ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ।
ଅଭିନେତ୍ରୀ ସୁନନ୍ଦା ଯିଏ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ , ଅଭିନୟ ରୁ ସେ ଅନେକ କିଛି ପାଇଛନ୍ତି । ହଁ ବନ୍ଧୁ ନିଜ ଅଭିନୟ ପାଇଁ ସେ ଅନେକ ନାମ ଅର୍ଜନ କରିବା ସହ ସବୁଠି ନିଜ ଅଭିନୟ ପାଇଁ ସମ୍ମାନ ମିଳେ । ଆପଣ ମାନେ ତାଙ୍କ ଅଭିନୟ ବହୁ ସାରା ଚଳଚ୍ଚିତ୍ର ରେ ଦେଖିଥିବେ । କେବଳ ଚଳଚ୍ଚିତ୍ର ରେ ନୁହେଁ ବରଂ ଧାରାବାହିକ ନଜର ଆସିବା ସହ ବହୁ ସାରା ରିଆଲିଟ ସୋ ରେ ନଜର ଆସୁଛନ୍ତି ।
ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଅତି ନିକଟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତା ପ୍ରଜ୍ଞା ଖଟୁଆ ଙ୍କୁ ବିବାହ କରିଛନ୍ତି । ପ୍ରଜ୍ଞା ଖଟୁଆ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ହାସ୍ୟ ଅଭିନେତା ଯିଏ ଲକ୍ଷ ଲକ୍ଷ ଦର୍ଶକ ମାନ ଙ୍କ ମନ୍ ରେ ନିଜ ଅଭିନୟ ପାଇଁ ଏକ ସ୍ଵତନ୍ତ୍ର ସ୍ଥାନ ପାଇ ପାରିଛନ୍ତି , ଆପଣ ମାନେ ଅଭିନେତା ପ୍ରଜ୍ଞା ଙ୍କ କମେଡି ନିଶ୍ଚୟ ଦେଖିଥିବେ ।
ବିବାହ ପରେ ଉଭୟ ବର୍ତ୍ତମାନ୍ ସମୟ ରେ ବେଶ୍ ଖୁସି ରେ ରହିବା ସହ ସୋସିଆଲ ମିଡ଼ିଆ ରେ ବେଶ୍ ସକ୍ରିୟ ରହୁଛନ୍ତି । ବିବାହ ପରେ ମଧ୍ୟ ନିଜ ଅଭିନୟ ଜାରି ରଖିଛନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ୍ ସମୟ ରେ ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଅଭିନେତ୍ରୀ ସୁନନ୍ଦା ଓ ଆଜି ଆମେ ଏହି ଚର୍ଚ୍ଚା ର ବିଷୟ ରେ ଜାଣିବା
ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଗତକାଲି ସରି ଯାଇଛି କୁମାର ପୂର୍ଣ୍ଣିମା ଓ ଏହି ପୁର୍ଣିମା ଟି ସୁନନ୍ଦା ବେଶ ଧୁମ୍ ଧାମରେ ରେ ପାଳନ କରିଛନ୍ତି ନିଜ ସ୍ବାମୀ ଙ୍କ ପାଇଁ , ଏହି ପୂଜା ପାଳନ କରୁ ଥିବାର ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ଓ ଆପଣ ମାନେ ଏହି ଭିଡିଓ ଟି ଆମର ଏହି ପେଜ ମାଧ୍ୟମ ରେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।