ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ସମସ୍ତ ଲୋକ ପ୍ରିୟ ଅଭିନେତା ମାନ ଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ବେଶ୍ ଲୋକ ପରିଚିତ , ଆପଣ ମାନେ ଏହି ଅଭିନେତା ମାନ ଙ୍କ ବାସ୍ତବିକ୍ ଜୀବନ ରେ ପରିବାର ବିଷୟ ରେ ବେଶ୍ ଭଲ ଭାବରେ ଜାଣିଥିବେ ।
ଆଜି ଆମେ ଜଣେ ଲୋକ ପ୍ରିୟ ଅଭିନେତା ଙ୍କ ବିଷୟ ରେ ଜାଣିବା ଯିଏ ବର୍ତ୍ତମାନ ସମୟ ରେ ନିଜ ବ୍ୟକ୍ତିଗତ ଜୀବନ କୁ ନେଇ ବେଶ୍ ଚର୍ଚ୍ଚା ରେ ଅଛନ୍ତି ଓ ଆଜି ଆମେ ଏହି ବିଷୟ ରେ ଆମର ଏହି ପେଜ ମାଧ୍ୟମ ରେ ଜାଣିବା , ତାହେଲେ ବନ୍ଧୁଗଣ ଏହି ଅଭିନେତା ଜଣକ ହେଉଛନ୍ତି ଆପଣ ମାନ ଙ୍କ ପ୍ରିୟ ଅଭିନେତା ।
ବାବୁଶାନ୍ ମହାନ୍ତି , ଏହି ଅଭିନେତା ମାନ ଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ଜନକ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଆଗ ଧାଡ଼ି ର ଅଭିନେତା । ସେ ତାଙ୍କ ଅଭିନୟ ଜୀବନୀ ମଧ୍ୟ ରେ ବହୁ ସାରା ଚଳଚ୍ଚିତ୍ର ରେ ଅଭିନୟ କରି ସାରିଛନ୍ତି । ଅଧିକାଂଶ ଚଳଚ୍ଚିତ୍ର ରେ ସେ ମୁଖ୍ୟ ଅଭିନେତା ଚରିତ୍ର ରେ ନଜର ଆସୁଥିଲେ ମଧ୍ୟ ଅଧିକ କମେଡି କରି ଥାଆନ୍ତି ।
ତାହେଲେ ବନ୍ଧୁଗଣ ବାବୁଶାନ୍ ମହାନ୍ତି ଙ୍କ ବାପା ଉତ୍ତମ ମହାନ୍ତି ଓ ମା ଅପରାଜିତା ମହାନ୍ତି ଉଭୟ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡି । ଉଭୟ ଙ୍କ ଆଉ ଅଭିନୟ ଆଉ ଦେଖିବାକୁ ନ ମିଳିଥିଲେ ମଧ୍ୟ ଉଭୟ ଲୋକ ପ୍ରିୟ ହୋଇ ରହିଛନ୍ତି ଓ ଆଗ କୁ ମଧ୍ୟ ରହିବେ । ଅଭିନେତା ବାବୁଶାନ୍ ମହାନ୍ତି ଭଲ ପାଈ ବିବାହ କରିଛନ୍ତି ନିଜ ପିଲା ଦିନ ର ସାଙ୍ଗ ତୃପ୍ତି ଙ୍କୁ ।
ବାବୁଶାନ୍ ଓ ତୃପ୍ତି ଙ୍କ ଏକ ପୁତ୍ର ସନ୍ତାନ ମଧ୍ୟ ଅଛି , ଏହା ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ , ଆପଣ ମାନେ ବାବୁଶାନ୍ ଙ୍କ ଭଣଜା ଦେଖିଛନ୍ତି କି ଯଦି ଦେଖି ନାହାଁନ୍ତି ଆଜି ଦେଖିବାକୁ ପାଇବେ ଆମର ଏହି ପେଜ ମାଧ୍ୟମ ରେ ବନ୍ଧୁଗଣ ସୋସିଆଲ ମିଡ଼ିଆ ରେ କିଛି ଫଟୋ ବେଶ୍ ଚର୍ଚ୍ଚା ରେ ଅଛି ଓ ଏହି ଫଟୋ ରେ ବାବୁଶାନ୍ ଓ ଅପରାଜିତା ନଜର ଆସୁଛନ୍ତି ଓ ତାଙ୍କ ସହିତ ନଜର ଆସୁଥିବା ଛୋଟ ପିଲା ଟି ହେଉଛି ବାବୁଶାନ୍ ଙ୍କ ଭଣଜା ଓ ଏହି ଫଟୋ ଟି ମଧ୍ୟ ଆପଣ ମାନେ ଦେଖିବାକୁ ପାଉ ଥିବେ ।।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।