Breaking News

ପ୍ରଥମ ଥର ଯେବେ ସୁଟିଂକୁ ଯାଇଥିଲି ବସିବା ପାଇଁ ଚେୟାର ମିଳିନି, ସକାଳୁ ରାତି ଯାଏଁ ଠିଆ ହେଇ ସଟ୍ ଦେଖିଛି …

ଓଡ଼ିଆ ଧାରାବାହିକ ଅଭିନେତା ରିଶି ଙ୍କୁ ତ ଆପଣ ମାନେ ନିଶ୍ଚୟ ଜାଣିଥିବେ। ରିଶୀ ଓଡ଼ିଆ ଧାରାବାହିକ ଏବଂ ସିନେମା ରେ ଅଭିନୟ କରନ୍ତି । ତାଙ୍କର ବହୁତ୍ ସୁନ୍ଦର ଅଭିନୟ ତାଙ୍କୁ ବେସ୍ ପରିଚିତ କରାଇ ପାରିଛି । ଓଡ଼ିଆ ଦର୍ଶକ ମାନେ ତାଙ୍କ ଅଭିନୟ କୁ ପସନ୍ଦ କରିଛନ୍ତି । ତାଙ୍କୁ ଜଣେ ପରିଚିତ କଳାକାର ଭାବରେ ଲୋକପ୍ରିୟତା ଦେଇଛନ୍ତି । ଧାରାବାହିକ ସିନେମା ଉଭୟ କ୍ଷେତ୍ର ରେ ଅଭିନେତା ରିଶି ଙ୍କୁ ସଫଳତା ମିଳି ପାରିଛି ।

ଛୋଟ ବେଳୁ ଅଭିନେତା ରୀଶି ଅଭିନୟ କରିବାକୁ ବହୁତ୍ ଭଲ ପାଉଥିଲେ। ସେ ଟିଭି କୁ ଦେଖି ଡାନ୍ସ ଏବଂ ଆକ୍ଟିଂ କରିଥିଲେ । ରିସି ଙ୍କ ବାପା ମାଆ କେହି ବି ଚାହୁଁ ନଥିଲେ ଯେ ରିସୀ ସିନେମା ଲାଇନ ରେ ଯାଆନ୍ତୁ। ହେଲେ ଅଭିନେତା ରୀସି ଅଭିନୟ କରିବାକୁ ବହୁତ୍ ଭଲ ପାଉଥିଲେ । ଯେତେବେଳେ ସେ ପ୍ରଥମ କରି ସୁଟିଂ କୁ ଆସିଥିଲେ ସାଙ୍ଗରେ 20 ତାଙ୍କ ନେଇ ଆସିଥିଲେ । ଆଉ ଆଜି ଅନେକ ଟଙ୍କା ଇନକମ୍ କରୁଛନ୍ତି।

ଅଭିନେତା ରୀସିି ପ୍ରଥମେ ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଥିବା ଓଡ଼ିଆ ଧାରାବାହିକ ଶଙ୍ଖା ସିନ୍ଦୂର ରେ ଅଭିନୟ କରିବା ଆରମ୍ଭ କରିଥିଲେ । ଆଉ ତାଙ୍କ ଅଭିନୟ କୁ ଦର୍ଶକ ମାନେ ବହୁତ୍ ପସନ୍ଦ କରିଥିଲେ । ସେଥିରେ ସେ ମୁଖ୍ୟ ହିରୋ ଭୂମିକା ରେ ଅଭିନୟ କରିଥିଲେ । ଆଉ ସେ ଧାରାବାହିକ ତାଙ୍କୁ ସଫଳତା ଦେଇଥିଲା ।

ପରେ ତାଙ୍କର ଆଉ ଗୋଟେ ଧାରାବାହିକ ଆସିଥିଲା । ଧାରାବାହିକ ର ନାଁ ଥିଲା ତୋ ପାଇଁ ମୁଁ । ଏଥିରେ ସେ ଅଭିନେତ୍ରୀ ଦେବସ୍ମିତା ଙ୍କ ସହିତ ଅଭିନୟ କରିଥିଲେ । ତାଙ୍କ ଯୋଡ଼ି କୁ ଦର୍ଶକ ମାନେ ବହୁତ୍ ପସନ୍ଦ କରିଥିଲେ । ଖାଲି ଧାରାବାହିକ ନୁହେଁ ସେ ସିନେମା ରେ ମଧ୍ୟ ଅଭିନୟ କରିଛନ୍ତି । ଆଉ ଆଗାମୀ ଦିନରେ ତାଙ୍କର ଏକ ସିନେମା ରିଲିଜ୍ ହେବାକୁ ଯାଉଛି। ସେଥିରେ ସେ ଅଭିନେତ୍ରୀ ଦେବସ୍ମିତା ଙ୍କ ସହିତ ଅଭିନୟ କରିଛନ୍ତି । ଓଡ଼ିଆ ଦର୍ଶକ ମାନଙ୍କୁ ଏହି ସିନେମା ଟି ନିଶ୍ଚୟ ପସନ୍ଦ ଆସିବ ବୋଲି ସେ ଆଶା ରଖିଛନ୍ତି।।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *