Breaking News

ପ୍ରଥମ ଥର ହ୍ୟୁମାନ ସାଗର(Human Sagar) ଙ୍କ ଝିଅ ଗାଇଲେ ଗୀତ, ସୋସିଆଲ ମିଡିଆ ରେ ହେଲା ଭାଇରାଲ – ଦେଖନ୍ତୁ

ଆପଣ ମାନେ ଜାଣିଥିବେ ସିଙ୍ଗର ହ୍ୟୁମାନ ସାଗର ଙ୍କ ବିଷୟ ରେ । ଏପର୍ୟ୍ଯନ୍ତ ସେ ଯାହା ବି ଗୀତ ଗାଇ ଛନ୍ତି ତାହା ସବୁ ସୁପରହିଟ ହେଇଚି ତାଙ୍କ କଣ୍ଠ ର ସ୍ବର ଶୁଣିବା ପାଇଁ ସମସ୍ତେ ବ୍ୟାକୁଳ । ତେବେ ବର୍ତ୍ତମାନ ସମୟରେ ହ୍ୟୁମାନ ସାଗର ଙ୍କ ଝିଅ ଏକ ଗୀତ ଗାଇଛନ୍ତି ଯାହା ଏବେ ଖୁବ ଭାଇରାଲ ହେଉଛି । ଏହି ଗୀତ କୁ ନେଇ ହ୍ୟୁମାନ ସାଗର ବହୁତ ଖୁସି ଥିବାର ଜଣା ପଡୁଛି । ତେବେ ଆସନ୍ତୁ ଜାଣିବା କ’ଣ କହୁଛନ୍ତି ହ୍ୟୁମାନ ସାଗର ଙ୍କ ବିଷୟ ରେ ଓ ତାଙ୍କ ଝିଅ ଙ୍କ ବିଷୟ ରେ । ଯଦି ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟି ଜାଣିବାକୁ ଯଦି ଚାହୁଁଛନ୍ତି ତେବେ ଆପଣ ମାନେ ଆମ ର ଏହି ଲେଖା ଟିକୁ ପ୍ରଥମ ରୁ ଶେଷ ଯାଏ ପଢ଼ନ୍ତୁ ତେବେ ଯାଇ ଆପଣ ମାନେ ସମ୍ପୁର୍ଣ୍ଣ ବିବରଣୀ ଟି ଜାଣି ପାରିବେ ।

ଆପଣ ମାନେ ସିଙ୍ଗର ହ୍ୟୁମାନ ସାଗର ଙ୍କୁ ବହୁତ ଭଲ ଭାବରେ ଜାଣିଥିବେ ତାଙ୍କ ଗୀତ ଶୁଣିବା କୁ ସମସ୍ତେ ବହୁତ ଭଲ ପାଆନ୍ତି । ତାଙ୍କ ଗୀତ ଯିଏ ଥରେ ଶୁଣିଛି ସେ କେବେ ବି ଭୁଲି ପାରିବ ନାହିଁ ସତରେ ତାଙ୍କ ଗୀତ ରେ ଯେମିତି ଯାଦୁ ଅଛି ଆଉ ସେହି ଯାଦୁ ରେ ସମସ୍ତେ ଦର୍ଶକ ମାନେ ନିଜ କୁ ଭୁଲି ଜାଆନ୍ତି । ହ୍ୟୁମାନ ସାଗର ଯେବେ ପ୍ରଥମ ଗୀତ ଗାଇ ଥିଲେ ସେତେବେଳେ ରୁ ହିଁ ସେ ଜଣା ଶୁଣା ହେଇଗଲେ । କାରଣ ତାଙ୍କ କର୍ମ ରେ ହିଁ ଥିଲା ସଫଳତା ।

ସେ ଲୋକପ୍ରିୟ ଗୀତ ଗାଇ ବହୁତ ସଫଳତା ଅର୍ଜନ କରି ସାରିଛନ୍ତି । ସେ ଓଡ଼ିଆ ଅଲବମ୍ ଭଜନ ସିନେମା ସବୁଥିରେ ଗୀତ ଗାଇଛନ୍ତି । ଆଉ ସବୁ ଗୀତ ଦର୍ଶକ ମାନଂକୁ ବହୁତ ଭଲ ଲାଗେ ମଧ୍ୟ । ତେବେ ସେ ତ ସିଙ୍ଗର ଅଟନ୍ତି ତାଙ୍କ ସହ ତାଙ୍କ କୁନି ଝିଅ ମଧ୍ୟ ଗୀତ ଗାଇବା ଆରମ୍ଭ କରି ସାରିଲେଣି । ହ୍ୟୁମାନ ସାଗର ଙ୍କ ବିବାହ ପରେ ତାଙ୍କ ର ଗୋଟିଏ କୁନି ଝିଅ ଟିଏ ଅଛି ଯାହାକୁ ସେ ବହୁତ ଭଲ ପାଆନ୍ତି । ତାଙ୍କ ଝିଅ ବହୁତ ସୁନ୍ଦର ।

ହ୍ୟୁମାନ ସାଗର ଙ୍କ କୁନି ଝୁଅ କୁନି କୁନି ଓଠ ରେ ଗୀତ ଗାଇ ବହୁତ ଚର୍ଚ୍ଚା ରେ ଅଛନ୍ତି । ହ୍ୟୁମାନ ସାଗର ଯେତେବେଳେ ଜଣେ ସିଙ୍ଗର ଆଉ ସିଙ୍ଗର ମାନେ କେବଳ ଷ୍ଟୁଡ଼ିଓରେ ନୁହଁ ସେ ଘରେ ବି ଗୀତ ଗାଆନ୍ତି ତାଙ୍କ ପ୍ରିୟ ଜନ ପାଇଁ । ଆଉ ସେହି ଗୀତ ଶୁଣି ତାଙ୍କ କୁନି ଝିଅ ଗୁଣୁ ଗୁଣୁ କରି ଗୀତ ଗାଉଛନ୍ତି ।ଏହି ଗୀତ ଶୁଣି ବାପା ହ୍ୟୁମାନ ସାଗର ବହୁତ ଖୁସି ଅଛନ୍ତି ଆଉ ଏହି ଖୁସି କୁ ଜଣାଇବା ପାଇଁ ସୋ-ସି-ଆ-ଲ ମିଡ଼ିଆ ରେ ସେୟାର କରିଛନ୍ତି ଆଉ ଯାହାର ଚର୍ଚ୍ଚା ଏବେ ସୋ-ସି-ଆ-ଲ ମିଡ଼ିଆ ହେଉଛି ।

ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ।

About admin

Check Also

ନିଶା ମହାରଣା ଆସିଲେ , ଯାତ୍ରା ପେଣ୍ଡାଲ ରେ ନିଆଁ ଲଗେଇ ଦେବୁ ! : ଯାତ୍ରା କଳାକାର ପ୍ରତାପ ମହାନ୍ତି

ଆଇଟମ ଗାର୍ଲ୍ ନିଶା ମହାରଣା ଏବେ ଚର୍ଚ୍ଚାରେ । ସୋସିଆଲ ମିଡିଆରେ ଏବେ ନିଶା ମହାରଣା ଙ୍କୁ ନେଇ ଚର୍ଚ୍ଚା …

Leave a Reply

Your email address will not be published. Required fields are marked *