ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଆଗକୁ ଏକ ସିନେମା ମୁକ୍ତି ଲାଭ କରିବାକୁ ଯାଉଛି । ତେବେ ସିନେମା ର ନାଁ ହେଉଛି ରୁଦ୍ରାଣି । ଏହି ରୁଦ୍ରାଣି ଆଉ କେହି ନୁହନ୍ତି ଆମ ମାନଙ୍କ ର ଅତି ପ୍ରିୟ ଅଭିନେତ୍ରୀ ରୁଦ୍ରାଣି । ଏହି ସିନେମା ଟି ଫୁଲ ନାରୀ ଙ୍କ ଉପରକୁ ନେଇ ହେଇଚି । ଝିଲ୍ଲିକ୍ ମଧ୍ୟ୍ ଏ ସିନେମା କୁ ନେଇ ବହୁତ ଷ୍ଟଗଲ୍ କରି କରିଥିଲେ ।
କିନ୍ତୁ ତାଙ୍କୁ ସବୁବେଳେ ତାଙ୍କ ଶାଶୁ ହିଁ ତାଙ୍କୁ ସପୋର୍ଟ ଦେଇଥିଲେ ଆଉ ଅଭିନେତ୍ରୀ ଝିଲ୍ଲିକ୍ ଙ୍କ ସାମ୍ନା ରେ ତାଙ୍କ ଶାଶୁ ହିଁ ତାଙ୍କ ପାଇଁ ରୁଦ୍ରାଣି ବୋଲି କୁହନ୍ତି । ଝିଲ୍ଲିକ୍ ସବୁବେଳେ ଗୋଟିଏ ସ୍ବପ୍ନ୍ ଦେଖି ଆସୁଛନ୍ତି କେମିତି ଓଡିଆ ଇଣ୍ଡଷ୍ଟ୍ରି ଆଗକୁ ଯାଉ । ଆଉ ଏହି ଦେଭୋଲେପ୍ ପାଇଁ ଝିଲ୍ଲୀକ୍ ଙ୍କୁ ବହୁତ ଜଣ ସପୋର୍ଟ ମଧ୍ୟ କରୁଛନ୍ତି ।
ଆପଣ ମାନେ ଜାଣିଥିବେ ଅଭିନେତ୍ରୀ ଝିଲ୍ଲୀକ୍ ଓଡିଶା ର ଏକ ଲୋକପ୍ରିୟ୍ ଅଭିନେତ୍ରୀ ହୋଇ ଥିଲେ ଆଉ ତାପରେ ତାଙ୍କୁ ଓଡିଶା ବହୁତ ଭଲ ଲାଗି ଥିଲା ଆଉ ସେ ଓଡିଶା ବୋହୁ ମଧ୍ୟ ହୋଇ ଗଲେ ଆଉ ତାଙ୍କ ସ୍ବାମି ତାଙ୍କ ପରିବାର ବହୁତ ଭଲ ଆଉ ସେ ପ୍ରଭୁ ଜଗନ୍ନାଥ ଙ୍କୁ ପ୍ରାର୍ଥନା କରିଥିଲେ ଯାହା ଆଜି ତାଙ୍କ ପାଇଁ ତାଙ୍କ ର ସବୁ ସ୍ବପ୍ନ୍ ପୂରଣ ହୋଇଛି ତେଣୁ ସେ ପ୍ରଭୁ ଜଗନ୍ନାଥ ଙ୍କୁ ବହୁତ ଧନ୍ୟଵାଦ ଜଣେଇଛନ୍ତି ।
ଝିଲ୍ଲିକ୍ ପ୍ରଥମ ଥର ପାଇଁ 2013 ରେ ଓଡିଶା କୁ ଆସିଥିଲେ ଆଉ ତାଙ୍କ ର ପ୍ରଥମ ସିନେମା ହେଲା ଟାର୍ଗେଟ ଆଉ ଏହି ସିନେମା ରେ ମଣ୍ଟୁ ଥିଲେ ଯାହାକୁ ସୁବାସିସ୍ ବୋଲି ସମସ୍ତେ ଜାଣିଛନ୍ତି । ସେହି ଦିନ ଠାରୁ ସେ ତାଙ୍କ ର ସାଙ୍ଗ ହୋଇ ଯାଇ ଥିଲେ । ତେଣୁ କରି ତାଙ୍କ ସହ ସେ କମ୍ପୋଟେବୁଲ୍ ରେ ଅଭିନୟ କରିବେ ବୋଲି ସେ ତାଙ୍କ ସାଙ୍ଗ ସୁବାସିସ୍ ଙ୍କୁ ତାଙ୍କ ଅପୋଜିତ୍ ରେ ରଖି ଥିଲେ ।
ଏହି ସିନେମା ଟି ତାଙ୍କୁ ଦଶହରା ରେ ରିଲିଜ କରିବାକୁ ଚାହୁଁ ଥିଲେ ସିନେମା ହଲ ରେ କିନ୍ତୁ ବହୁତ ଖରାପ କଥା କି ଓଡ଼ିଆ ସିନେମା କୁ ହଲ ମିଳୁ ନାହିଁ । ଏହା କୁ ନେଇ ବହୁତ ଦୁଃଖ ପ୍ରକାଶ କରୁଛନ୍ତି ଏଠି କୁ ନାହିଁ ଝିଲ୍ଲିକ୍ । ଭଲ ସିନେମା ହିଁ ଥେଟରେ ରେ ପଡୁଛି କିନ୍ତୁ ଏଠି ଯେଉଁ କପି ସିନେମା ହେଉଛି ସେଥି ପାଇଁ ଭଲ ସିନେମା କୁ ବି ଲୋକ ମାନେ ଭାବି ଦେଉଛନ୍ତି କି ଏହା ଗୋଟିଏ କପି ସିନେମା ।
ଏବେ ଯଦି କନ୍ନଡ ସିନେମା ବହୁତ ବଡ଼ ବଜେଟ ରେ ସିନେମା କରୁଛନ୍ତି କିନ୍ତୁ ଦିନେ ଥିଲା ତାଙ୍କ ର ବି ସବୁ ସିନେମା ଭଲ ନଥିଲା ତେଣୁ କରି ଆମ ଓଡିଶା ବି ଦିନେ ନା ଦିନେ ବଡ଼ ବଜେଟ ର ସିନେମା କରିବ ଆଉ ସମସ୍ତେ ବହୁତ ଭଲ ପାଇବେ ଏହି ଓଡ଼ିଆ ଇଣ୍ଡଷ୍ଟ୍ରି କୁ । ତେବେ ଏହି ସିନେମା ଦିବାଲି ରେ ରିଲିଜ ହେବାକୁ ଯାଉଛି ।
ଏହି ସିନେମା ତା କୌ଼ଣସି କପି ହୋଇ ନାହିଁ । ତେଣୁ କରି ସେ ଲୋକ ମାନଂକୁ ସବୁ ଦର୍ଶକ ମାନଂକୁ ଅନୁରୋଧ କରି କହିଛନ୍ତି କି ଏହା କପି ସିନେମା ନୁହଁ ଏହା କୁ ଥରେ ଦେଖନ୍ତୁ ଯଦି ଏହା କୌଣସି ସିନେମା ର କପି ଲାଗିଲା ତାହେଲେ ଆଗକୁ କୌଣସି ସିନେମା କରିବେ ନାହିଁ ଆଉ ତାଙ୍କ ପ୍ରଡକ୍ସନ କୁ ବନ୍ଦ କାରି ଦେବେ ।
ଯଦି ଆପଣ ଏମିତି ପ୍ରତି ଦିନର ନୂଆ ନୂଆ ଦେଶ ଦୁନିଆର ଖବର ସହିତ ମନୋରଞ୍ଜନ, ଧର୍ମ, ସ୍ୱାସ୍ଥ୍ୟ ଏମିତି ଆହୁରି ଅନେକ କିଛି ଖବର ଜାଣିବା ପାଇଁ ଚାହୁଁଛନ୍ତି ଆମ ପେଜକୁ ଲାଇକ ଓ ଫାଲୋ କରନ୍ତୁ । ଯଦି ଏହି ପୋଷ୍ଟଟି ଆପଣଙ୍କ ମନକୁ ଛୁଇଁଛି ତେବେ ଏହା ଅନ୍ୟ ମାନଙ୍କ ସହ ସେୟାର କରନ୍ତୁ ଧନ୍ୟବାଦ ।