ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ୍ ସମୟ ରେ ଅକ୍ଷୟ ପରିଜା ଙ୍କୁ ନେଇ ଆସିଥିବା ବଡ ଖବର ଟି ବିଷୟ ରେ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ । ବର୍ତ୍ତମାନ୍ ସମୟ ରେ ଏହି ଖବର ଟି ସୋସିଆଲ ମିଡ଼ିଆ ରେ ବେଶ୍ ଚର୍ଚ୍ଚା ରେ ଥିବା ସମୟ ରେ କିଛି ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ଓ ଆଜି ଆମେ ଏହି ବିଷୟ ରେ ଆମର ଏହି ପେଜ ମାଧ୍ୟମ ଜାଣିବାକୁ ପାଇବା ।
ଏହାକୁ ନେଇ ବର୍ତ୍ତମାନ୍ ସମୟ ରେ ମିଟୁ ମିଥୁନ ଏହି ବିଷୟ ରେ କିଛି ପ୍ରତିକ୍ରିୟା ରଖିଛନ୍ତି ଯାହାକି ଆଜି ଆମେ ଜାଣିବା । କାଷ୍ଟିଙ୍ଗ କାଉଚ ପାଇଁ ସମସ୍ତେ ପପୁ ପମପମ୍ ଙ୍କ ଉପରେ ମାଡି ଯାଇଥିଲେ କିନ୍ତୁ ଯେତେବେଳେ ସତ୍ୟାସତ୍ୟ ଜଣା ପଡ଼ିଲା ସେତେବେଳ ପପୁ ପମପମ୍ ନିର୍ଦ୍ଦୋଷ ବୋଲି ଜଣା ପଡି ଥିଲା । ସେଥିପାଇଁ ଆମେ ହଠାତ୍ ତାଙ୍କ ଉପରେ ଆକ୍ଷେପ କରିବା ନାହିଁ ।
ଯେଉଁ କଥା ଟି ଆସିଛି ତାର ତଦାରଖ ହେଉ , ଲକ୍ଷ୍ମୀ ସାଗର ଥାନା ଆଇସିସି ଙ୍କୁ ମିଟୁ ମିଥୁନ କହୁଛି ତାର ତଦାରଖ କରନ୍ତି ସତ୍ୟତା କଣ ଜଣାନ୍ତୁ । ଏମିତି ବି ଆମ ମାନ ସମ୍ମାନ ହାନି ହେଉଛି । ଆପଣ ଯେମିତି ଓଡ଼ିଆ ଇଣ୍ଡଷ୍ଟ୍ରି କୁ ଭଲ ପାଇବା ଦେଉଥିଲେ ଠିକ ସେହିଭଳି ଦିଅନ୍ତୁ । ଯଦି ବାବୁଶାନ୍ ଓ ଅନୁଭବ ମହାନ୍ତି ଏକାଠି ହୋଇ ଚଳଚ୍ଚିତ୍ର କରିବା ପାଇଁ ଏକାଠି ହୁଅନ୍ତି ।
ତାହେଲେ ସିନେମା ପୁଣି ଚାଲିବ , ମୋ ଓଡ଼ିଶା ବାସୀ ଆମକୁ ଗାଳି ଦିଅନ୍ତୁନି ଆମ୍ କୁ ଭାରି ଖରାପ୍ ଲାଗୁଛି । ମାଆ କୁ ନେଇ କିଛି ଗାଳି କରନ୍ତୁନି କାରଣ ଆପଣ ଙ୍କ ମାଆ ମୋ ମାଆ । ପ୍ରଯୋଜକ ମାନେ ଯଦି ଏହି ଭଳି କିଛି କରୁଛନ୍ତି ଯଦି ପ୍ରମାଣ ହୋଇଯିବ ଏହା ଏକ ଖରାପ୍ କଥା ହୋଇଯିବ , ଏକ ନିନ୍ଦନୀୟ କଥା ହୋଇଯିବ , ଲୋକ ଲଗେଇବି ନାହିଁ ମୁଁ ଏକଲା ବାଡେଇବି । ଏହି ଭଳି ମିଟୁ ମିଥୁନ ନିଜ ପ୍ରତିକ୍ରିୟା ରଖିଛନ୍ତି ।।